ଆସିକା ରେ ଚାଲିଛି ସେକ୍ସ ରେକେଟ..! ମରୀଚିକା ପଛରେ ଯୁବ ପିଢ଼ି……!

ଶିକ୍ଷିତ ଯୁବକ ଯୁବତୀ କଲେଜ ଡ୍ରେସ କୋଡ଼ ରେ ବିଭିନ୍ନ ଲର୍ଡ଼ଜ ରେ…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁ କ୍ଷେତ୍ରରେ ଚର୍ଚ୍ଚାରେ ରହିଆସିଛି। ଆଜିକାଲି ସୋସିଆଲ ମିଡ଼ିଆ ପଛରେ ଯୁବପୀଢ଼ି ଅଧିକାଂଶ ସମୟ ଦେଉଛନ୍ତି। ଆସିକା ଅଞ୍ଚଳ ରେ ଥିବା କିଛି ଲର୍ଡ଼ଜ କଲ୍ୟାଣୀ ମଣ୍ଡପ କୁ

ପୂର୍ବ ସରକାରରେ ବିକ୍ରି ହୋଇଥିଲା ASO ଚାକିରି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପୂର୍ବ ସରକାରରେ ବିକ୍ରି ହୋଇଥିଲା ASO ଚାକିରି। ୨୫ରୁ ୩୦ ଲକ୍ଷରେ ବିକ୍ରି ହେଉଥିଲା ASO ଚାକିରି। ଆଜି ବିଧାନସଭାରେ ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍‌ ଆଗତ କରି ଏଭଳି ସାଂଘାତିିକ ବୟାନ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର

ନବୀନ ଶାସନରେ ଏମଓୟୁ ସ୍ୱାକ୍ଷର କରି ପ୍ରକଳ୍ପରୁ ଓହରି ଯାଇଛନ୍ତି ୧୩ ବୃହତ୍ ଶିଳ୍ପ କମ୍ପାନୀ

ଭୁବନେଶ୍ବର : ନବୀନ ପଟ୍ଟନାୟକ ଶାସନକାଳରେ ଓଡ଼ିଶାରେ ପ୍ରକଳ୍ପ ନକରି ଓହରି ଯାଇଛନ୍ତି ୧୩ଟି ପ୍ରମୁଖ ଶିଳ୍ପ କମ୍ପାନୀ । ଏହି କମ୍ପାନୀଗୁଡ଼ିକ ପ୍ରକଳ୍ପ ସ୍ଥାପନ ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଓହରି ଯାଇଥିଲେ । ଆଜି ବିଧାନସଭାରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର

ଭିଟାମାଟିରେ ପାଦ ଦେଇ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାରିପଦା : ଯେଉଁଠି ଦିନେ ଜନ୍ମ ହୋଇଥିଲେ, ସେହି ଭିଟାମାଟିରେ ପାଦଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦିନେ ଯେଉଁଠି ଅ, ଆ’ ଶିଖିଥିଲେ ସେଇଠି ପିଲାଙ୍କ ସହ ଭାବବିନିମୟ କଲେ। ନାଚିଲେ, ଭାବବିହ୍ୱଳ ମଧ୍ୟ ହେଲେ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟି ତଥା ପୈତୃକ ଗାଁ

ବିଧାନସଭାରେ ‘ପୋଲାଭରମ’ଝଡ଼: ଆଇନମନ୍ତ୍ରୀଙ୍କ ଚେତାବନୀ, ସତ ଖୋଲିଦେଲେ ମୁହଁ ଦେଖାଇପାରିବନି

ଭୁବନେଶ୍ବର : ବିଧାନସଭାରେ ଆଜି ‘ପୋଲାଭରମ ପ୍ରକଳ୍ପ’କୁ ନେଇ ବିରୋଧୀ ଓ ଶାସକ ସଭ୍ୟ ମୁହାଁମୁହିଁ ହୋଇଛନ୍ତି । ବିରୋଧୀ କଂଗ୍ରେସ ସହ ସ୍ୱର ମିଳାଇ ବିଜେଡି ଆଜି ଗୃହରେ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ମୁଲତବୀ ଆଲୋଚନା ଦାବି କରି ଗୃହରେ ହଟ୍ଟଗୋଳ କରିବାରୁ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ

ମାଲ୍ୟବନ୍ତ ମହୋତ୍ସବ ନେଇ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ପ୍ରତିଯୋଗିତା

ମାଲକାନଗିରି : ଜିଲ୍ଳାର ଲୋକ କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ କରି ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟ ନେଇ ଜିଲ୍ଲା ସଂସ୍କୃତି ପରିଷଦ ଦ୍ବାରା ଅଭିନବ ପଦକ୍ଷେପ ଗ୍ରହଣ କରାଯାଉଛି। ତନ୍ମଧ୍ୟରୁ ଜନଜାତି ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ପ୍ରତିଯୋଗିତାର ଆୟୋଜନ

ବ୍ଲକସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ

ହିଞ୍ଜିଳିକାଟୁ : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଶିକିରି ଉଦୟନାଥ ଉଚ୍ଚ ବିଦ୍ୟାଳୟରେ ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ

ଜିନେଲଗୁଡ଼ା ଏନକାଉଣ୍ଟର୍ : ମାଓହିଂସାର ପରିଣତି ନା ପ୍ରାୟୋଜିତ ରାଷ୍ଟ୍ରହିଂସା… !

ଭୁବନେଶ୍ୱର/ମାଲକାନଗିରି : କୌଣସି ଗୋଟିଏ ସ୍ଥାନରେ ହେଉଥିବା ଅନ୍ୟାୟ ସର୍ବତ୍ର ପ୍ରତିଷ୍ଠିତ ନ୍ୟାୟ ପାଇଁ ଏକ ଭୟାନକ ଆତଙ୍କ ଭାବେ ପ୍ରତିଭାତ ହୋଇଥାଏ । ସାମ୍ବିଧାନିକ ବ୍ୟବସ୍ଥାକୁ ସୂକ୍ଷ୍ମଭାବେ ବିଶ୍ଳେଷଣ କଲେ ସ୍ପଷ୍ଟ କରି ହୁଏ ଯେ, ଦେଶର ଶାସନ ପାଇଁ ଆଇନ୍ ପ୍ରଣୟନ ସଂସ୍ଥା ବା

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ଵାରା ବିଶିପଡା ପଞ୍ଚାୟତରେ ସଚେତନତା ଶିବିର

ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ ବିଶିପଡା ପଞ୍ଚାୟତ ରାଜୀବ ଗାନ୍ଧୀ ସମ୍ମିଳନୀ କକ୍ଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଦ୍ଵାରା ତୃତୀୟ ଲିଙ୍ଗ ସମ୍ପ୍ରଦାୟଙ୍କ ପାଇଁ

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଏମକେସିଜି ମେଡିକାଲ କଲେଜକୁ ଶବବୁହା ଯାନ ହସ୍ତାନ୍ତର

ଗରିମାମୟ ଅନ୍ତିମ ସଂସ୍କାରକୁ ସୁନିଶ୍ଚିତ କରିବ ଭୁବନେଶ୍ୱର : ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ) ପକ୍ଷରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଏମକେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥିତ ଶବ ବୁହା ଯାନ ପ୍ରଦାନ କରାଯାଇଛି। ଦୀର୍ଘଦିନରୁ ମୃତକଙ୍କ