କର୍ମଚାରୀ ଭବିଷ୍ୟନିଧି ସଂଗଠନ ର କେନ୍ଦ୍ରିୟ କମିଟିରେ ଏଆଇଟିୟୁସିକୁ ସାମିଲ କରିବା ଦାବିରେ ବିକ୍ଷୋଭ

ବ୍ରହ୍ମପୁର : କର୍ମଚାରୀ ଭବିଷ୍ୟନିଧି ସଂଗଠନ ର କେନ୍ଦ୍ରିୟ କମିଟି ରେ ଅଖିଳ ଭାରତ ଟ୍ରେନ ୟୁନିୟନର କଂଗ୍ରେସ (AITUC) କୁ ସାମିଲ୍ କରିବା ଦାବିରେ ଆଜି ଅଖିଳ ଭାରତ ଟ୍ରେନ ୟୁନିୟନ କଂଗ୍ରେସ (AITUC) ଗଞ୍ଜାମ ଜିଲ୍ଲା ଓ କୋରାପୁଟ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ ଆଞ୍ଚଳିକ ଭବିଷ୍ୟନିଧି…

ପୁର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗିଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ପୋଲିସ୍

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଏସଡିପିଓ ଅଧିନସ୍ଥ ନାରାୟଣପାଟଣା ଥାନା ଅନ୍ତର୍ଗତ ତଳଗୁମାଣ୍ଡି ଗାଁ ର ପୁର୍ବତନ ସରପଞ୍ଚ ସୀଙ୍ଗୁରୁ ତାଡ଼ିଙ୍ଗି (୩୨)ନିର୍ମମ ଭାବେ ହତ୍ୟା କରି ଏକ ଗାତ ରେ ପୋତି ଦେଇ ଥିଲେ । ଏହି ଘଟଣା କୁ ନେଇ ଏକ ଲିଖିତ ଅଭିଯୋଗ ୨୦୨୪ ମସିହା ମାର୍ଚ୍ଚ ମାସ…

ଛତିଶଗଡ ବନ ବିଭାଗ ଓଡ଼ିଶାରେ ଆସି ଲକ୍ଷ୍ୟଧିକ ଟଙ୍କାର ଶାଗୁଆନ କାଠ ଜବତ

ଓଡ଼ିଶାର ବନ ବିଭାଗର ପଷ୍ୟପୁତ୍ର କାଠ ମାଫିଆଉମରକୋଟ / ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଏକ ଉପାନ୍ତ ଛତିଶଗଡ ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳ ହେଇଥିବାରୁ ଏହାର ଫାଇଦା ଉଠାଇ ବିଭିନ୍ନ ସମୟରେ ଅସାମାଜିକ କାଠ ମାଫିଆ ମାନଙ୍କର କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବା…

ଜିଲ୍ଲା ସ୍ୱତନ୍ତ୍ର ବିଦ୍ୟାଳୟରେ ଜାତୀୟ ଯୁବ ସପ୍ତାହ ପାଳନ

ମାଲକାନଗିରି : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ନାୟକଗୁଡା ସ୍ଥିତ ଜିଲ୍ଲା ସ୍ୱତନ୍ତ୍ର ବିଦ୍ୟାଳୟ ଠାରେ ଜାତୀୟ ଯୁବ ସପ୍ତାହ ପାଳନ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନେହେରୁ ଯୁବ କେନ୍ଦ୍ର ଦ୍ଵାରା…

ଆସିକାରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍

-- ସୁରକ୍ଷା ଏବଂ ଭରସାଯୋଗ୍ୟ ବିଜୁଳି ସେବା ଉପରେ ପ୍ରାଥମିକତା ବ୍ରହ୍ମପୁର : ଆସିକା ଅଞ୍ଚଳରେ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଣ ଉଦ୍ଦେଶ୍ୟ ନେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ନିକଟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଆସିକାରେ…

ଜାନୁୟାରୀ ୨୦ରୁ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଆରମ୍ଭ

ବାଲିଗୁଡା : ଗୁରୁସତ୍ତା ପରମ ପୁଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀ ରାମ ଶର୍ମା ଆଚାର୍ଯ୍ୟ ଏବଂ ବନ୍ଦନୀୟ ମାତା ଭଗବତୀ ଦେବୀ ଶର୍ମା ଏବଂ ମାତା ଗାୟତ୍ରୀଙ୍କର କୃପା ଏବଂ ତାଙ୍କ ସୁକ୍ଷ୍ମ ସଂରକ୍ଷଣରେ ବ୍ୟକ୍ତି ନିର୍ମାଣ, ପରିବାର ନର୍ମାଣ, ସମାଜ ନିର୍ମାଣ ଏବଂ ରାଷ୍ଟ୍ର ରେ ନବନିର୍ମାଣ ଉଦ୍ଦେଶ୍ୟରେ…

ଅଦିନିଆ ଲଘୁଚାପ ବର୍ଷାରେ ଧାନ ଫସଲ ନଷ୍ଟ : କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ନେଇ ରାଜରାସ୍ତାରେ ଚାଷୀ ଆନ୍ଦୋଳନ…

ହିଞ୍ଜିଳିକାଟୁ : ଚଳିତ ବର୍ଷ ଓଡିଶାକୁ ବିଳମ୍ବରେ ମୌସୁମୀ ପ୍ରବେଶ କରିଥିଲା । ଚାଷୀ ବହୁକଷ୍ଟରେ ଖରିଫ୍ ଧାନ ଅମଳ କରିଥିଲା । ଚଳିତ ବର୍ଷ ଧାନ ଫସଲ ବେଶ ଭଲ ହୋଇଛି । କ୍ଷେତରେ ସୁନେଲି ରଙ୍ଗର ଧାନକେଣ୍ଡାକୁ ଦେଖି ଚାଷୀର ମନରେ ଆନନ୍ଦ ଲହରୀ ଖେଳିଥିଲା । ହେଲେ ଅମଳ ବେଳକୁ ସତେଯେମିତି ଦଇବ…

ବାଲିଗୁଡାରେ ବର୍ଦ୍ଧିତ ଭତ୍ତା ବିତରଣ କାର୍ଯ୍ୟକ୍ରମ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବର୍ଦ୍ଧିତ ଭତ୍ତା ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଜି.ଉଦୟଗିରି ବିଧାୟକ ପ୍ରଫୁଲ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଲ୍ଲିକ…

ସିମେଣ୍ଟ ପ୍ଲାଣ୍ଟରେ ଅଘଟଣ: କୋଲ୍‌ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଏକ ସିମେଣ୍ଟ ପ୍ଲାଣ୍ଟରେ କୋଲ୍‌ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ ପାଇଛି। ଷ୍ଟକ ରଖାଯାଉଥିବା କୋଇଲା ହପର୍ ଭୁଶୁଡ଼ି ପଡ଼ିବାରୁ କାର୍ଯ୍ୟରତ ଶ୍ରମିକମାନେ ଏହା ତଳେ ଚାପି ହୋଇ ରହିଯାଇଛନ୍ତି।ଏକାଧିକ…

ଶିମିଳିପାଳ ଜଗିବ ପୁଲିସ

ବାରିପଦା: ଶୁକ୍ରବାରଠାରୁ ଶିମିଳିପାଳ ଜଗିବେ ପୁଲିସ ଫୋର୍ସ। ପ୍ରାଥମିକ ପର୍ଯ୍ୟୟରେ ମୁତୟନ ହେବେ ଏକ ପ୍ଲାଟୁନ ପୁଲିସ ଫୋର୍ସ। ଜଏଣ୍ଟ ଟାସ୍କ ଫୋର୍ସ ସହ ମିଶି ପାଟ୍ରୋଲିଂ ଓ ଚଢ଼ାଉ କରିବେ ବୋଲି ମୟୂରଭଞ୍ଜ ଏସପି ସୂଚନା ଦେଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି…