Sign in
Sign in
Recover your password.
A password will be e-mailed to you.
ନବ ନିଯୁକ୍ତ କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…
ଉମରକୋଟ (୨୩/୧୧/୨୦୨୪) ନବରଙ୍ଗପୁର ଜ଼ିଲ୍ଲା,ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା କ୍ଲଷ୍ଟରର ନବ ନିଯୁକ୍ତ କନିଷ୍ଠ ଶିକ୍ଷକ / ଶିକ୍ଷିକା ଙ୍କୁ ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଏହି ସ୍ୱାଗତ ସମ୍ବର୍ଦ୍ଧନା ସମାରୋହରେ ସି ଆର ସି ସି ବିଷ୍ଣୁ!-->!-->!-->…
ବିଜୁଳି ଚୋରି ରୋକିବା ପାଇଁ ଟିପିଏସ୍ଓଡିଏଲର ରୁଟିନ୍ ଯାଞ୍ଚଜନିତ ପରିଦର୍ଶନ…
ବ୍ରହ୍ମପୁର : ଭରସାଯୋଗ୍ୟ ବିଦ୍ୟୁତ ସେବା ସୁନିଶ୍ଚିତ କରିବା ନେଇ ଟିପିଏସ୍ଓଡିଏଲ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହିକ୍ରମରେ, ସମ୍ଭାବ୍ୟ ବିଦ୍ୟୁତ ଚୋରି ରୋକିବା ପାଇଁ ଟିପିଏସ୍ଓଡିଏଲର ଏକ ଟିମ୍ ଆସିକା ବ୍ଲକର ମଣ୍ଟପଡ଼ା ଗ୍ରାମକୁ ପରିଦର୍ଶନ କରିଥିଲେ। କମ୍ପାନୀର ଅପରେସନାଲ୍!-->!-->!-->…
ପ୍ରାହେଡପଙ୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଫଟା ଛାତ ତଳେ ଚାଲିଛି ଶିକ୍ଷାଦାନ…
ଦାରିଙ୍ଗବାଡି, ୨୩/୧୧ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସରାମୁଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ପ୍ରାହେଡପଙ୍କା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଫଟା ଛାତ ତଳେ ଚାଲିଛି ଶିକ୍ଷାଦାନ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଏହି ବିଦ୍ୟାଳୟରେ ଦୁଇଟି ଶ୍ରେଣୀ କୋଠରୀରେ!-->!-->!-->…
ମା ସୁରାଦେଇ ଫ୍ରେଣ୍ଡସ୍ କ୍ଳବ ପକ୍ଷରୁ ଅସହାୟ ଙ୍କୁ କମ୍ବଳ ବଣ୍ଟନ…
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଖଜୁରୀପଡା ସ୍ଥିତ ମା ସୁରାଦେଇ ଫ୍ରେଣ୍ଡସ୍ କ୍ଳବ ପକ୍ଷରୁ ଗରିବ ଅସହାୟ ଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। କନ୍ଧମାଳ ରେ ଅତି ପ୍ରବଳ ଶୀତ ହେଉଥିବା ଯୋଗୁ ଅସହାୟ ମାନେ ବହୁତ କଷ୍ଟ ଅନୁଭବ କରୁଥିବା ପ୍ରକାଶ କରିଥିଲେ। ଫ୍ରେଣ୍ଡସ୍ କ୍ଲବ ଅସହାୟ ମାନେ ଶୀତ ରୁ ରକ୍ଷା!-->…
ଗଞ୍ଜେଇ ସହ କାର୍ ଜବତ: ୨ ଗିରଫ…
ବାଲିଗୁଡ଼ା :, କନ୍ଧମାଳ ଜିଲା ବାଲିଗୁଡ଼ା ଅବକାରୀ ବିଭାଗ ଗଞ୍ଜେଇ ଚୋରାଚାଲାଣ ବେଳେ ଚଢାଉ କରି କାର୍ ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନାନୁଯାୟୀ, ଅବକାରୀ ବିଭାଗ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ପ୍ରକାରେ ସୂଚନା ପାଇ ସାରଙ୍ଗଡ଼ ଥାନା ଅନ୍ତର୍ଗତ ବନ୍ଧଗୁଡ଼ା ଛକରେ!-->…
ଶ୍ରୀ ସତ୍ୟସାଇ ବାବାଙ୍କ ୯୯ ତମ ଜନ୍ମ ବାର୍ଷିକୋତ୍ସବ ପାଳିତ…
ବାଲିଗୁଡା :, କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଶ୍ରୀ ସତ୍ୟସାଇବାବାଙ୍କ ୯୯ ତମ ଜନ୍ମ ବାର୍ଷିକୋତ୍ସବ ସ୍ଥାନୀୟ ସାଇବିହାର ଠାରେ ପାଳିତ ହୋଇଯାଇଛି | ସମିତି ର ଆବାହକ ରାଜେନ୍ଦ୍ର କୁମାର ପାତ୍ର ଙ୍କ ଅଧ୍ଯକ୍ଷତାରେ ପ୍ରତ୍ଯୁଷରେ ଓଁକାର,!-->…
ଷଷ୍ଠ ଆନ୍ତଃ ବିଦ୍ୟାଳୟ ଦ୍ବିଦିବସୀୟ କବାଡି ପ୍ରତିଯୋଗିତା ଆରମ୍ଭ …..
ରାଉରକେଲା: ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଷଷ୍ଠ ଆନ୍ତଃ ବିଦ୍ୟାଳୟ ଦ୍ବିଦିବସୀୟ କବାଡି ପ୍ରତିଯୋଗିତା ସଂଘ ପରିସରରେ ଆରମ୍ଭ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଓ ବିଶିଷ୍ଟ ଶ୍ରମିକନେତା ବିଷ୍ଣୁ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ!-->…
ରାୟଗଡ଼ା ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ବାବାଙ୍କ ୯୯ ତମ ଜୟନ୍ତୀ ପାଳନ
ରାୟଗଡ଼ା : ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ୯୯ ତମ ପବିତ୍ର ଜନ୍ମ ଦିନ ଉପଲକ୍ଷେ ରାୟଗଡ଼ା ନ୍ୟୁ କଲୋନୀ ସ୍ଥିତ ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ବହୁ ଆଡ଼ମ୍ବରରେ ପାଳନ କରାଯାଇଛି। ଏହି ଅବସରରେ ପ୍ରାତଃ ୫ ଘଣ୍ଟା ସମୟରେ ପ୍ରଭାତ ଫେରି ହୋଇଥିଲା। ସକାଳ ୯ ଘଣ୍ଟା ସମୟରୁ ୧୨ ଘଣ୍ଟା!-->…
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦଯାପିତ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ସ୍ଥାନୀୟ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଦୁଇ ଦିନ ଧରି ଚାଲିବା ପରେ ଉଦଯାପିତ ହୋଇଯାଇଛି। ପ୍ରଥମ ଦିବସର ଉଦଘାଟନୀ ସମାରୋହରେ ବାଲିଗୁଡ଼ା ଏନଏସି ଅଧ୍ୟକ୍ଷ!-->…
ସାରା ରାଜ୍ୟରେ ପାଳିତ ହେଲା ପ୍ରଥମାଷ୍ଟମୀ, ଏଣ୍ଡୁରି ପିଠାର ମହକରେ ବାସିଲା ପୁରପଲ୍ଲୀ
ଭୁବନେଶ୍ବର : ସାରା ରାଜ୍ୟରେ ଆନନ୍ଦ ଉଲ୍ଲାସର ସହ ପାଳନ ହେଲା ପ୍ରଥମାଷ୍ଟମୀ | ବଡପୁଅ ବା ଝିଅମାନଙ୍କର ନୂଆ ବସ୍ତ୍ର ପରିଧାନ ସହିତ ଏଣ୍ଡୁରି ପିଠାର ମହକରେ ବାସିଲା ପୁରପଲ୍ଲୀ | ସୂଚନାଯୋଗ୍ୟ ମାର୍ଗଶୀର ମାସର ଅଷ୍ଟମୀ ତିଥୀ ପ୍ରଥମାଷ୍ଟମୀ ଭାବରେ ପରିଚିତ। ଏହାକୁ ବେଶ ଭଲ ଭାବରେ ପାଳିଥାନ୍ତି!-->…