Sign in
Sign in
Recover your password.
A password will be e-mailed to you.
ମାୟାବତୀଙ୍କ ବଡ଼ ଘୋଷଣା: ଆଉ କୌଣସି ଉପନିର୍ବାଚନ ଲଢ଼ିବନି ବିଏସ୍ପି
ସରିଛି ଉପ-ନିର୍ବାଚନ। ଫଳାଫଳ ମଧ୍ୟ ଶନିବାର ଘୋଷଣା ହୋଇସାରିଛି। ଉପ-ନିର୍ବାଚନରେ ବିଜେପି ୬ଟି ଆସନ ଜିତିଛି। ଏହା ବ୍ୟତୀତ ସମାଜବାଦୀ ପାର୍ଟି ଦୁଇଟି ଆସନରେ ଏବଂ ଗୋଟିଏ ଆସନରେ ଆରଏଲଡି ବିଜୟୀ ହୋଇଛନ୍ତି। ତେବେ ଏହି ଉପ-ନିର୍ବାଚନରେ ବିଏସ୍ପି ହାତକୁ କିଛି ଆସିନି। ଗୋଟିଏ ବି ଆସନ!-->…
ରାଷ୍ଟ୍ରପତିଙ୍କୁ ହତ୍ୟା ପାଇଁ ସୁପାରୀ ଦେଲେ ଉପରାଷ୍ଟ୍ରପତି
ମାନିଲା: ଫିଲିପାଇନ୍ସର ଉପରାଷ୍ଟ୍ରପତି ସାରା ଡୁଟେର୍ଟ ଶନିବାର କହିଛନ୍ତି ଯେ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିୟର, ତାଙ୍କ ପତ୍ନୀଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଛନ୍ତି। ଡୁଟେର୍ଟଙ୍କ ଅନୁଯାୟୀ, ସେ ହତ୍ୟାକାରୀଙ୍କୁ କହିଛନ୍ତି ଯେ ଯଦି ତାଙ୍କୁ (ଡୁଟେର୍ଟ) ହତ୍ୟା କରାଯାଏ, ସେ!-->…
ତେଜୁଛି ଯାଜପୁର କଳି, ପୁଣି ବିଜେଡି-ବିଜେପି ମୁହାଁମୁହିଁ
ଯାଜପୁର ଘଟଣାକୁ ନେଇ ତୀବ୍ର ହେଉଛି ବିଜେପି-ବିଜେଡି ରାଜନୀତି। ପୁଣି ମୁହାଁମୁହିଁ ଉଭୟ ଦଳ। ଯାଜପୁର ଟାଉନ ଉପକଣ୍ଠ ବୁଢାଘାଟ ପୋଲ ପାଖରେ ଧର୍ମଶାଳାର ବିଧାୟକଙ୍କୁ ଆକ୍ରମଣ ହେଲା। ସେଦିନ ବିଳମ୍ବିତ ରାତି ଯାଏଁ ଟାଉନ ଥାନା ଓ ସଦର ଥାନାରେ ହୋ ହଲ୍ଲା ଚାଲିଲା। ପରେ ପରେ ବିଜେଡିର ପୂର୍ବତନ!-->…
ନୃଶଂସ ପୁଅର ଉନ୍ମତ୍ତକାଣ୍ଡ, ମା’କୁ ପିଟିପିଟି କଲା ହତ୍ୟା
ଅନୁଗୁଳ: ଅନୁଗୁଳରେ ଅଭାବନୀୟ ଘଟଣା । ବୃଦ୍ଧା ମାଆକୁ ପିଟିପିଟି ହତ୍ୟା କଲା ନୃଶଂସ ପୁଅ । ଟାଉନ ଥାନା ସୁସୁଡ଼ା ଗାଁରେ ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ । ମାଆ ସହ ବଚସା ପରେ ଠେଙ୍ଗାରେ ପିଟିପିଟି ହତ୍ୟା କଲା । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା!-->…
ଇସ୍ରାଏଲ ଦୂତାବାସ ନିକଟରେ ଫୁଟିଲା ଗୁଳି, ଜଣେ ମୃତ, ୩ ପୁଲିସ ଆହତ
ଇସ୍ରାଏଲ ଦୂତାବାସ ନିକଟରେ ଫୁଟିଲା ଗୁଳି। ଏଥିରେ ଜଣେ ବନ୍ଧୁକଧାରୀଙ୍କ ମୃତ୍ୟୁ ହୋଇତିବା ବେଳେ ୩ ପୁଲିସକର୍ମୀ ଆହତ ହୋଇଛନ୍ତି। ଜୋର୍ଡାନରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ଏହି ଗୁଳିବିନିମୟ ହୋଇଛି।
ସୂଚନା ମୁତାବକ, ଗୁଳି ଫୁଟିବା ଶବ୍ଦ ଶୁଣିବା ପରେ ଜୋର୍ଡାନ ପୁଲିସ ରାଜଧାନୀ!-->!-->!-->…
ଶ୍ରୀମନ୍ଦିରରେ ଚାରି ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ, ଆସନ୍ତାକାଲି ମହାପ୍ରଭୁଙ୍କ ପଇତାଲାଗି ନୀତି
ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଚାରି ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଅପରାହ୍ନ ୫ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।!-->…
ଆତଙ୍କୀ ହମ୍ଲା ପରେ ସାମ୍ପ୍ରଦାୟିକ ହିଂସା, ୩୭ ମୃତ
ଆତଙ୍କୀ ହମ୍ଲା ପରେ ଅଶାନ୍ତ ହୋଇପଡିଛି ଭାରତର ପଡୋଶୀ ଦେଶ ପାକିସ୍ତାନ। ଏଠାରେ ଆରମ୍ଭ ହୋଇଛି ସାମ୍ପ୍ରଦାୟିକ ହିଂସା। ଗତ ୨୪ ଘଣ୍ଟା ମଧ୍ୟରେ ଏଥିରେ ୩୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୩୦ରୁ ଅଧିକ ଆହତ ହୋଇଛନ୍ତି।
ପାକିସ୍ତାନର ଖାଇବର ପଖତୁନଖଓ୍ୱାରେ ଘଟିଛି ଏଭଳି କିଛି ଘଟଣା। ଏନେଇ!-->!-->!-->…
ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣା, ଚାକିରି କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଅଣାଯାଇଥିଲା
କଟକ : ଚାକିରି ଲୋଭରେ ଆସିଥିଲେ ନାବାଳିକା । କଟକରୁ ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାରେ ଫିଟୁଛି ଗୁମର । ସିଡବ୍ଲୁସି ନିକଟରେ ଚାଞ୍ଚଲ୍ୟକର ବୟାନ । ଚାକିରି କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ନାବାଳିକାକୁ କଟକ ଅଣାଯାଇଥିଲା । ପରେ ତାଙ୍କୁ ଦେହ ବ୍ୟବସାୟ କରିବା ପାଇଁ ବାଧ୍ୟ!-->…
ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର
କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ!-->…
ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳନ
ବ୍ରହ୍ମପୁର : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ଓ ଓଁ ଲାଫିଙ୍ଗ କ୍ଲବର ମିଳିତ ଆନୁକୂଲ୍ୟରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସମାଜବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳନ ହୋଇଯାଇଛି l ଲଫିଙ୍ଗ କ୍ଲବ ସଭାପତି ଦେବରାଜ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ!-->…