Sign in
Sign in
Recover your password.
A password will be e-mailed to you.
ଓଡ଼ିଶାର ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ନିବେଶକଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର : ନୂଆଦିଲ୍ଲୀରେ ହୋଇଥିବା ଅକ୍ଷୟ ଶକ୍ତି ରାଉଣ୍ଡ ଟେବୁଲ ବୈଠକରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଧ୍ୟକ୍ଷତା କରିଥିଲେ। ସୋସାଇଟି ଫର ଲିଗାଲ ଆଣ୍ଡ ପଲିସି ରିସର୍ଚ୍ଚ ଓ ଇଡାମ ଇନଫ୍ରାଷ୍ଟ୍ରକ୍ଚରର ମିଳିତ!-->…
ଯାଜପୁର କଳିରେ ଲମ୍ଫ ମାରିଲେ ପ୍ରମିଳା; ପ୍ରତି ଆକ୍ରମଣ କଲେ ହିମାଂଶୁ
ଯାଜପୁର : ଯାଜପୁର ରାଜନୀତିରେ ଘଡ଼ିକେ ଘୋଡା ଛୁଟୁଛି। ହିମାଂଶୁ ସାହୁ-ଲଲ-ବବି କଳିରେ ଏଣ୍ଟ୍ରୀ ମାରିଛନ୍ତି ବିଞ୍ଝାରପୁର ବିଧାୟକ ପ୍ରମିଳା ମଲ୍ଲିକ। ସେ ଖାଲି ଏଣ୍ଟ୍ରୀ ମାରିନାହାନ୍ତି, ବରଂ ହିମାଂଶୁଙ୍କ ବିରୋଧରେ ବହେ ବର୍ଷିଛନ୍ତି। ପ୍ରମିଳା ମାଡାମଙ୍କ ଆରୋପର ଗୋଟି ଗୋଟି କରି ଜବାବ!-->…
ଓଡ଼ିଶା ଶିଳ୍ପ ନୀତି ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ
ଭୁବନେଶ୍ବର : ଓଡ଼ିଶା ଶିଳ୍ପ ନୀତି-୨୦୧୫ରେ ଦୁଇଟି ସଂଶୋଧନକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହାସହିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ଆଜି କ୍ୟାବିନେଟର ମଞ୍ଜୁରୀ ମିଳିଛି ।ରାଜ୍ୟ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟାଳୟ ପକ୍ଷରୁ!-->…
ଆଧୁନିକ ଓଡ଼ିଶାର ନିର୍ମାତାଙ୍କୁ ଲୁଚେଇକି ରଖି ତାଙ୍କୁ ଅବହେଳା କରାଯାଇଥିଲା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର ୨୩।୧୧: ହରେକୃଷ୍ଣ ମହତାବ ଜୟନ୍ତୀ ଉଦଯାପନୀ ଉତ୍ସବରେ ତତ୍କାଳୀନ ସରକାରଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ । ମହାପୁରୁଷଙ୍କୁ ସମ୍ମାନ ଦିଆଯାଉନଥିବା କହି ଉଠାଇଲେ ବଡ଼ ପ୍ରଶ୍ନ। ହରେକୃଷ୍ଣ ମହତାବଙ୍କ ଜୟନ୍ତୀର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ!-->…
ବିଲ୍ଡର ସଂସ୍ଥା ‘Z’ରେ ED ରେଡ୍
ଭୁବନେଶ୍ବର : ବିଲ୍ଡର ସଂସ୍ଥା ‘ଜେଡ୍’ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ବେଆଇନ ବୈଦେଶିକ ମୁଦ୍ରା ବିନିମୟ ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ଜଣାଯାଇଛି। ଇଡି ପକ୍ଷରୁ ୧୧ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।ବିଲ୍ଡର ସଂସ୍ଥା ‘ଜେଡ୍’!-->…
ନୂଆଦିଲ୍ଲୀରେ ହେବ ବିଶ୍ବ ସମବାୟ ସମ୍ମିଳନୀ
ନୂଆଦିଲ୍ଲୀ : ଜାତିସଂଘ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବେ ବୋଲି ଇଫ୍କୋ ଲିମିଟେଡ, ସମବାୟ ମନ୍ତ୍ରଣାଳୟ ଓ ଅନ୍ତର୍ଜାତୀୟ ସମବାୟ ସଂଘ (ଆଇସିଏ) ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ପ୍ରଥମ ଥର ପାଇଁ ଇଫ୍କୋ!-->…
‘ମୁଁ ଆଧୁନିକ ଯୁଗର ଅଭିମନ୍ୟୁ, ଚକ୍ରବ୍ୟୁହ ଭାଙ୍ଗିବା ଜାଣିଛି’; ମହାରାଷ୍ଟ୍ରରେ ବଡ଼ ବିଜୟ ପରେ…
ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରେଜଲ୍ଟରେ ବିଜେପିରେ ଖୁସିର ଲହର ଖେଳିଯାଇଛି । ଏହି ବିଜୟ ପରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଏହା ଏକତାର ବିଜୟ । ଆମେ ସମସ୍ତେ ମିଶି ନିର୍ବାଚନ ଲଢିଲୁ ଏବଂ ଜନତା!-->…
ମହାରାଷ୍ଟ୍ରରେ ବିଜେପି ମେଣ୍ଟର ବିପୁଳ ବିଜୟ ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେପି ନେତୃତ୍ୱାଧୀନ ମହାୟୁତି। ଖବର ଲେଖାଯିବା ବେଳକୁ ୨୮୮ଟି ଆସନରୁ ୧୪୯ଟି ମହାୟୁତି ମେଣ୍ଟ ବିଜୟ ହାସଲ କରିସାରିଥିବା ବେଳେ ୮୧ଟିରେ ଆଗୁଆ ରହିଛି। ଅର୍ଥାତ୍ ଏହି ମେଣ୍ଟ ୨୩୦ ଆସନ ଜିତିବା ଦିଗରେ ଆଗେଇ!-->…
ରାହୁଲ ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ ପ୍ରିୟଙ୍କା, ୪ ଲକ୍ଷରୁ ଅଧିକ ଭୋଟରେ ଜିତିଲେ
ୱାୟନାଡ : ଡେବ୍ୟୁରେ କମାଲ କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା। ସେ ପ୍ରଥମଥର ପାଇଁ କୌଣସି ନିର୍ବାଚନ ଲଢ଼ି ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ପ୍ରିୟଙ୍କା ଭାଇ ରାହୁଲ ଗାନ୍ଧିଙ୍କ ୨୦୧୯ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। କେରଳର ୱାୟନାଡ!-->…
ଝାଡଖଣ୍ଡରେ ବିଜେପି ହାରିଲା କାହିଁକି ?
ରାଞ୍ଚୀ ୨୩।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଶାସକ ଜେଏମଏମ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ସପକ୍ଷରେ ଯାଇଛି। ଏଣୁ ହେମନ୍ତ ସୋରେନ ପୁଣି କ୍ଷମତା ହାତେଇ ରଖିବାରେ ସଫଳ ହୋଇଛନ୍ତି। ପ୍ରାରମ୍ଭିକ ଭୋଟ ଗଣନା କାଳରେ ଆଗରେ ଥିବା ବିଜେପି ପରେ ଲଗାତାର ପଛେଇବାରେ ଲାଗିଥିଲା ଓ!-->…