Sign in
Sign in
Recover your password.
A password will be e-mailed to you.
ଗଛ ରୁ ପଡ଼ି ଯୁବକ ମୃତ, ବିଦ୍ୟୁତ ସଂଶ୍ବର୍ସରେ ମୃତ୍ୟୁ ଅଭିଯୋଗ କରି ରାସ୍ତା ଅବରୋଧ ।
ଗଜପତି : ଗଛରୁ ପଡ଼ି ଯୁବକ ମୃତ। ବିଦ୍ୟୁତ ସଂସ୍ପର୍ଷରେ ମୃତ୍ୟୁ ଅଭିଯୋଗ କରି ରାସ୍ତା ଅବରୋଧ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ସେରଙ୍ଗ ଥାନା ଅଧୀନ ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ ବଡ଼ପଦା ଗ୍ରାମରେ। ମୃତ ଯୁବକ ହେଲେ ରାମଗିରି ଗ୍ରାମର ୩୧ ବର୍ଷୀୟ କାଳିଆ ଗଉଡ଼ । ସୂଚନା ମୁତାବକ!-->…
ଭୟର କାରଣ ନାହିଁ: ଏଚ୍ଏମ୍ପିଭି ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା
ଭୁବନେଶ୍ୱର: ରାଜ୍ୟରେ ହ୍ୟୁମାନ ମେଟାପ୍ନୁମୋଭାଇରସ୍ (ଏଚ୍ଏମ୍ପିଭି)ର କୌଣସି ସମ୍ଭାବ୍ୟ ମାମଲା ପାଇଁ ପ୍ରସ୍ତୁତି ଆକଳନ କରିବା ଲାଗି ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି.। କମିସନର-କମ୍-ସଚିବ ଅଶ୍ୱତୀ ଏସ୍ଙ୍କ!-->…
ନନ୍ଦନକାନନରେ ଆଖିବୁଜିଲା ବାଘୁଣୀ ରୂପାର ଅଢେଇ ମାସର ଧଳା ଶାବକ, ୨୭କୁ ଖସିଲା ସଂଖ୍ୟା
ବାରଙ୍ଗ ୧୫।୧: ଭୁବନେଶ୍ବର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘ ଶାବକର ମୃତ୍ୟୁ ହୋଇଛି । ବାଘୁଣୀ ରୂପାର ଅଢେଇ ମାସର ଧଳା ଶାବକର ମୃତ୍ୟୁ ହୋଇଥିବା ଜଣାପଡିଛି । ଅସୁସ୍ଥ ହେବା ପରେ ମା’ ଠାରୁ ଅଲଗା କରି ଚିକିତ୍ସା କରାଯାଉଥିଲା ।ତେବେ ଏହି ଧଳା ଶାବକର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ!-->…
ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ୍, ସୁରକ୍ଷିତ ଉଦ୍ଧାର ହେଲେ ୮ ଯାତ୍ରୀ
ଚାନ୍ଦବାଲି ୧୫।୧: ଭଦ୍ରକ ଜିଲ୍ଲା ଧାମରା ଠାରେ ଏକ ମାଛ ଧରା ଟ୍ରଲରକୁ ଧକ୍କା ଦେଇ ଏକ ଯାତ୍ରୀବାହୀ ବୋଟ ବୁଡ଼ିଯାଇଛି । ୮ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଏକ ଯାତ୍ରୀବାହୀ ବୋଟ ୮ଜଣ ଯାତ୍ରୀଙ୍କୁ ଧରି ଚାନ୍ଦବାଲିରୁ ଧାମରା!-->!-->!-->…
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ସିବିଆଇ ତଦନ୍ତ ନେଇ ମୁହଁ ଖୋଲିଲେ ଝିଅ ଦୀପାଳି
ଝାରସୁଗୁଡ଼ା: ମୁହଁ ଖୋଲିଲେ ନବ ଦାସଙ୍କ ଝିଅ ଦୀପାଳି ଦାସ । ବାପା ନବ ଦାସଙ୍କୁ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି ଏବଂ ଭାଇ ବିଶାଲଙ୍କୁ ଛତିଶଗଡ଼ରେ ଅଟକ ରଖିବା ପ୍ରସଙ୍ଗରେ ଅସନ୍ତୋଷ ଝାଡ଼ିଛନ୍ତି ଦୀପାଳି। ସେ କହିଛନ୍ତି ‘‘ମିଡିଆରେ ଏକତରଫା ଖବର ପରିବେଷଣ ହେଉଛି। ମୋ ଉପରେ, ମୋ!-->…
ଜିଲ୍ଲାସ୍ତରୀୟ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଅନୁଷ୍ଠିତ
ମାଲକାନଗିରି : ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଙ୍କ ନିର୍ଦ୍ଦେଶ ପ୍ରକାରେ ଜ଼ିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜ଼ିଲ୍ଲା ପ୍ରଶାସନ ଦ୍ଵାରା ସ୍ଥାନୀୟ ପୌର ପରିଷଦ କାର୍ଯ୍ୟାଳୟ ଠାରେ ଜିଲ୍ଲାରେ ଥିବା ୮୦ ବର୍ଷ ଓ ତଦୁର୍ଦ୍ଧ!-->…
ମହାପ୍ରଭୁଙ୍କ ସେବା ବେଳେ ଟଳିପଡିଲେ ସୁଆର ବଡୁ ସେବାୟତ ଜଗନ୍ନାଥ ମେକାପ
ପୁରୀ ୧୫।୧: ମହାପ୍ରଭୁଙ୍କ ସେବା କରୁଥିବା ସମୟରେ ଟଳି ପଡିଲେ ସେବାୟତ । ପୁରୀ ଶ୍ରୀମନ୍ଦିରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଉଛନ୍ତି ମାଟି ମଣ୍ଡପ ସାହିର ସୁଆର ବଡୁ ସେବାୟତ ଜଗନ୍ନାଥ ମେକାପ।
ସୂଚନାଯୋଗ୍ୟ ଯେ, ବୁଧବାର ମଧ୍ୟାହ୍ନ ସମୟରେ!-->!-->!-->…
କର୍ନଫ୍ଲେକ୍ସ ପ୍ୟାକେଟରେ ବ୍ୟାଙ୍କକ୍ରୁ ଗଞ୍ଜେଇ ଆଣିଥିଲେ ଯାତ୍ରୀ, ବିମାନବନ୍ଦରରେ ଧରାପଡ଼ିଲେ
ଭୁବନେବର : କର୍ନଫ୍ଲେକ୍ସ ଓ ଚକୋଜ୍ ପ୍ୟାକେଟରେ ଗଞ୍ଜେଇ ଭର୍ତ୍ତି କରି ବ୍ୟାଙ୍ଗକକରୁ ଭୁବନେଶ୍ଵର ଆଣୁଥିଲେ ଯାତ୍ରୀ। ହେଲେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ଧରାପଡ଼ିଗଲେ। ସୀମା ଶୁଳ୍କ ଅଧିକାରୀମାନେ ଯାତ୍ରୀଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ୮ ପ୍ୟାକେଟ ଗଞ୍ଜେଇ ଜବତ!-->…
ଶ୍ରୀନଅରରେ ସରିଲା ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି
ପୁରୀ: ପୁଷ୍ୟା ନକ୍ଷତ୍ର ତିଥିରେ ଶ୍ରୀନଅରରେ ଅନୁଷ୍ଠିତ ହୋଇଛି ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି। ସୋମବାର ଶ୍ରୀମନ୍ଦିରରେ ପୌଷପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି ସମ୍ପର୍ଣ୍ଣ ହେବା ପରେ ପରମ୍ପରା ଅନୁଯାୟୀ ବୁଧବାର ଶ୍ରୀନଅରରେ ମଧ୍ୟ ଗଜପତିଙ୍କର ରାଜାଭିଷେକ!-->…
ଜୋତା ବଣ୍ଟା ବିବାଦକୁ ନେଇ ପ୍ରବେଶ ବର୍ମାଙ୍କ ବିରୋଧରେ ଏଫଆଇଆର ପାଇଁ ନିର୍ଦ୍ଦେଶ, ଏସଏଚଓଙ୍କୁ ଚିଠି ଲେଖିଲେ…
ନୂଆଦିଲ୍ଲୀ: ବିଜେପି ନେତା ତଥା ନୂଆଦିଲ୍ଲୀ ସିଟ୍ରୁ ପ୍ରାର୍ଥୀ ହୋଇଥିବା ପ୍ରବେଶ ବର୍ମାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ। ନିର୍ବାଚନ ଅଧିକାରୀ ଏସଏଚଓଙ୍କୁ ଚିଠି ଲେଖି ବର୍ମାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ମାମଲାରେ ଏଫଆଇଆର ରୁଜୁ!-->…