Sign in
Sign in
Recover your password.
A password will be e-mailed to you.
ଷଣ୍ଢ ଆକ୍ରମଣରେ ଜଣେ ମୃତ
କଟକ : ଷଣ୍ଢ ଉପଦ୍ରବ । ଷଣ୍ଢ ଆକ୍ରମଣରେ ଜଣେ ମୃତ। କଟକ ବିଡାନାସୀ ଥାନା ଅନ୍ତର୍ଗତ ଭୂଆସୁଣୀ ପୀଠ ନିକଟ ପଡ଼ିଆରେ ଘଟିଛି ଘଟଣା ମୃତକ ଜଣେ ବରିଷ୍ଠ ନାଗରିକ। ମୃତକ ବିଡାନାସୀ ଅଞ୍ଚଳର ସ୍ଥାନୀୟ ବାସିନ୍ଦା। ମୃତ ଦେହ ଉଦ୍ଧାର କରି ଏସ ସି ବି ନେଲା ବିଡାନାସି ଥାନା । ସି ଏମ ସି ଓ ଅଗ୍ନିଶମ!-->…
ଦୁଇ ଭାଇଙ୍କ ପାଠ ପଢ଼ା ଓ ଦୁଇ ଭଉଣୀଙ୍କ ବାହାଘର ପାଇଁ ଟଙ୍କା ଚାହୁଁଥିଲା ବାବା ସିଦ୍ଦିକିଙ୍କ ଶୁଟର
ବରିଷ୍ଠ ରାଜନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳିମାଡ଼ କରିଥିବା ମୁଖ୍ୟ ଅଭିଯୁକ୍ତ ୨୨ ବର୍ଷୀୟ ଶିବ କୁମାର ଗୌତମକୁ ପୁଲିସ୍ ରବିବାର ଗିରଫ କରିଛି। ଗିରଫ ପରେ ଜଣାପଡ଼ିଛି ଯେ ଶିବ କୁମାର ହେଉଛି ଜଣେ କବାଡିଆ। ସେ ଉତ୍ତର ପ୍ରଦେଶ ଦେଇ ନେପାଳ ଚାଲି ଯିବାକୁ!-->…
ବଦଳିଲା ଧ୍ଵଜା ବନ୍ଧା ନୀତି ସମୟ
ପୁରୀ: ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ ଟାରେ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ଧ୍ୱଜା। ଚୁନରା ସେବକମାନେ ଶ୍ରୀମନ୍ଦିର ଉପରକୁ ଯାଇ ପତିତପାବନ ବାନା ବଦଳାଇଛନ୍ତି। ବାନା ବନ୍ଧା ଯାଉଥିବା ବେଳେ ହୁଳହୁଳି ଓ ହରିବଲ ଧ୍ୱନୀରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ଚାରି ପାର୍ଶ୍ୱ। ଦୂରଦୂରାନ୍ତୁ!-->…
ଚାଉଳ ଦେବାକୁ ଡାକି ବିଧବା ମହିଳାଙ୍କୁ ଦୁଷ୍କର୍ମ କରିଥିଲେ; ବନ୍ଧା ହେଲେ ଯୋଗାଣ ସହାୟକ
ବଲାଙ୍ଗୀର : ରାସନ ଚାଉଳ ଦେବାର ପ୍ରଲୋଭନ ଦେଖାଇ ଜଣେ ବିଧବା ମହିଳାଙ୍କୁ ଡାକି ଦୁଷ୍କର୍ମ କରିବା ଅଭିଯୋଗରେ ବନ୍ଧାହେଲେ ଯୋଗାଣ ସହାୟକଯୋଗାଣ ସହାୟକ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବୁଦୁଲା ପଞ୍ଚାୟତର ଯୋଗାଣ ସହାୟକ ଗିରିଶଚନ୍ଦ୍ର ସାହୁ।!-->…
ମହିଳା ସରକାରୀ କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ନେଇ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ବର: ଏବେଠୁ ମହିଳା କର୍ମଚାରୀ ପାଇବେ ୧୨ ଦିନ ଅତିରିକ୍ତ ଛୁଟି । ମହିଳା ସରକାରୀ କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି । ସମସ୍ତ ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ବୟସ ପୂରଣ ପର୍ଯ୍ୟନ୍ତ ଋତୁସ୍ରାବ ପାଇଁ ବାର୍ଷିକ!-->…
ମହର୍ଷି କଲେଜରେ ଅଶାନ୍ତି, ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ
ଭୁବନେଶ୍ୱର : ଭୁବନେଶ୍ୱର ମହର୍ଷି କଲେଜରେ ଛାତ୍ର ଅଶାନ୍ତି । ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଛି । ଗଣ୍ଡଗୋଳରତ ଦୁଇ ଛାତ୍ର ଗୋଷ୍ଠୀଙ୍କୁ ବୁଝାସୁଝା କରିବାକୁ ଆସି, ଯୁକ୍ତ 2 ଛାତ୍ରଙ୍କ ଆକ୍ରମଣର ଶିକାର ହୋଇଛନ୍ତି ରସାୟନ ବିଭାଗ ଲାବ ଆଟେନଡ଼ାଣ୍ଟ ସନ୍ତୋଷ!-->…
ମିଥୁନଙ୍କୁ ପାକିସ୍ତାନୀ ଡନ୍ର ଧମକ, ତୁରନ୍ତ କ୍ଷମା ମାଗ
ଅଭିନେତା ସଲମାନ ଖାନ୍ ଓ ଶାହରୁଖ ଖାନ୍ଙ୍କ ପରେ ଏବେ ବଲିଉଡ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଛି ଧମକ। ତାଙ୍କୁ ଖୋଲାଖୋଲି ଭାବେ ଧମକ ଦେଇଛି ପାକିସ୍ତାନର ଡନ୍। ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦୁବାଇରେ ବସିଥିବା ଜଣେ ପାକିସ୍ତାନୀ!-->…
ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମୀନତି ବେହେରା
ଭୁବନେଶ୍ବର: ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତୀ ବେହେରା । ମିନତୀଙ୍କ ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ସରକାର ଆସିବା ପରେ ଗତ ଅକ୍ଟୋବର ମାସରେ ମହିଳା କମିଶନ ଭଙ୍ଗ ହେବା ପରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା!-->…
ଏଥର ପଞ୍ଚୁକ ଚାରିଦିନ, ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ
ରାତି ପାହିଲେ ଧାର୍ମ ମାସ କାର୍ତ୍ତିକର ମହାପଞ୍ଚୁକ ବ୍ରତ ଆରମ୍ଭ ହେବ। ଚଳିତ ବର୍ଷ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ପଡୁଥିବାରୁ ଏହି ସମୟରେ ଶ୍ରୀମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଲାଗିବ। ଏହାକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ଶୃଙ୍ଖଳିତ ଦର୍ଶନ, ଭକ୍ତଙ୍କ!-->…
ଇଣ୍ଡିଆନ ଆଇଡଲ୍ରେ ଓଡ଼ିଆ ପୁଅର ଜଲୱା: ଟପ୍-୧୫ରେ ଜ୍ୟୋତି ପ୍ରକାଶ ଓଝା
କଟକ: ଇଣ୍ଡିଆନ ଆଇଡଲ୍ ଷ୍ଟେଜରେ ଓଡ଼ିଆ ପୁଅଙ୍କ ଜଲୱା। ପ୍ଲାଟିନମ ମାଇକ ରେସରେ ସାମଲି ହେଲେ କଟକର ପୁଅ ଜ୍ୟୋତି ପ୍ରକାଶ ଓଝା। ଭାରତର ସର୍ବ ବୃହତ୍ ମ୍ୟୁଜିକ ରିଆଲିଟି ସୋ ଇଣ୍ଡିଆନ ଆଇଡଲ୍ରେ ନିଜକୁ ସ୍ଥାନିତ କରି ଟପ୍-୧୫ରେ ପହଞ୍ଚିଛନ୍ତି। ଜଣେ ଗୋ ସେବକ ଭାବରେ ସାରା ଭାରତରେ ପ୍ରଶଂସା!-->…