Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ପାଇଁ ଗୌରବ : ଗୃହମନ୍ତ୍ରୀ ଦକ୍ଷତା ପଦକ ପାଇବେ ସଦର ଥାନା IIC ଶ୍ରୀ ରିଗାନ କିଣ୍ଡୋ
ମାଲକାନଗିରି କେନ୍ଦ୍ରୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପାଇବେ ମାଲକାନଗିରି ସଦର ଥାନା IIC ଶ୍ରୀ ରିଗାନ କିଣ୍ଡୋ, ୨୩ / ୨୪ ବର୍ଷରେ ତାଙ୍କର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ କେନ୍ଦ୍ରୟ ସ୍ତରରେ ମନୋନୀତ ହୋଇଛନ୍ତି। ଓଡିଶାରୁ ତିନି ଜଣ ମନୋନୀତ ହୋଇଥିବା ବେଳେ ଶ୍ରୀ ରିଗାନ୍ କିଣ୍ଡୋ ଅନ୍ୟତମ।!-->!-->!-->…
ନିଖିଳ ଓଡିଶା ଆଇନଜୀବି ସଂଘର ୫୩ତମ ବାର୍ଷିକ ସମ୍ମିଳନୀ ନିମନ୍ତେ ଖବର ଦାତା ସମ୍ମିଳନୀ
ମାଲକାନଗିରି : ନିଖିଳ ଓଡିଶା ଆଇନଜୀବି ସଂଘର ୫୩ତମ ବାର୍ଷିକ ସମ୍ମିଳନୀ ମାଲକାନଗିରି ରେ ଡିସେମ୍ବର ୨୯ ଓ ୩୦ ହେବାକୁ ଥିବା ବେଳେ ମାଲକାନଗିରି ଜିଲ୍ଲା ସର୍କିଟ ହାଉସ ସମ୍ମିଳନୀ କକ୍ଷ ରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଲୟେର ଆସୋସିଏସନ ସଭାପତି ନୃସିଂହ ଚରଣ!-->…
ବିଦ୍ୟୁତ ଆଘାତରେ କାଠ ମିସ୍ତ୍ରୀ ମୃତ
ହିଞ୍ଜିଳିକାଟୁ ୧୧/୧୧ : ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲଗାଁ ଥାନା ଅଧୀନ ଦିଗାପଡା ଶାସନ ଗ୍ରାମରେ ଜଣଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ ସ୍ୱର୍ଗତ ତ୍ରିନାଥ ମହାରଣାଙ୍କ ସାନ ପୂଅ ସନ୍ତୋଷ ମହାରଣା ୩୪ ।ମୃତକ ଜଣକ କାଠ ମିସ୍ତ୍ରୀ ବୋଲି ଜଣାପଡିଛି । ସୋମବାର ସକାଳେ କାଠ କାମ!-->…
ଏକଲ ଅଭିଯାନ ପକ୍ଷରୁ ଦିନିକିଆ କ୍ରୀଡ଼ା ପ୍ରତିଯୋଗିତା
ବାଲିଗୁଡା : ଏକଲ ଅଭିଯାନ ଫୁଲବାଣୀ ଅଞ୍ଚଳ ପକ୍ଷରୁ ଶିକ୍ଷା ନିକେତନ ବିଦ୍ୟାଳୟ ପରିସର ରେ ଦିନିକିଆ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ମା' ପାଟ୍ଟଖଣ୍ଡାଙ୍କ ମନ୍ଦିରରୁ ମଶାଲ ପ୍ରଜ୍ଜଳନ କରି ପଡିଆ ରେ ପହଞ୍ଚିବା ପରେ ମୁଖ୍ୟ ଅତିଥି ରାଜ କିଶୋର ସାହୁଙ୍କ ହସ୍ତରେ!-->…
ଆମ୍ବ ଟାକୁଆ ଜାଉର ପୁନରାବୃତ୍ତି : ଚାରିମାସ ହେବ ମିଳିନି ଚାଉଳ, ଖୁର୍ସା, କରଡ଼ି ଓ ମକାରେ ବିତୁଛି ଆଦିବାସୀଙ୍କ ଜୀବନ
ବାଲିଗୁଡା : ଚାଉଳ ମିଳିବା ରେ ବିଳମ୍ବ ଯୋଗୁଁଁ ପେଟର ଭୋକକୁ ମେଣ୍ଟାଇବା ପାଇଁ ଖୁର୍ସା, କରଡ଼ି, ଜଙ୍ଗଲି କନ୍ଦା ଓ ମକା ଭଳି ଜଙ୍ଗଲ ଜାତ ଦ୍ରବ୍ୟରେ ପୂରୁଛି ପେଟ। ଏଭଳି ଏକ ଘଟଣା ପୁଣି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକ ଭଣ୍ଡାରଙ୍ଗୀ ପଞ୍ଚାୟତର ଦୁର୍ଗମ!-->…
ସୁରକ୍ଷାକର୍ମୀଙ୍କ ଗୁଳିରେ ୧୧ କୁକି ଉଗ୍ରବାଦୀ ନିହତ
ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୧ ସନ୍ଦିଗ୍ଧ କୁକି ଉଗ୍ରବାଦୀ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି।
ମଣିପୁରର ଜିରିବାମ ଜିଲ୍ଲାରେ!-->!-->!-->…
ହ୍ରାସ ହେବ ରାତିର ତାପମାତ୍ରା, ୧୫ ପରେ ରାଜ୍ୟରେ ଅନୁଭବ ହେବ ଶୀତ
ଭୁବନେଶ୍ୱର : ହ୍ରାସ ହେବ ରାତିର ତାପମାତ୍ରା, ରାଜ୍ୟରେ ପଡିବ ଶୀତ । ୪ ଦିନ ପରେ ଅର୍ଥାତ ୧୫ ତାରିଖ ପରେ ରାଜ୍ୟରେ ଅନୁଭବ ହେବ ଶୀତ । ୧୫ ତାରିଖରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ରାଜ୍ୟରେ ଶୀତ ପଡିବ ବୋଲି ପୂର୍ବାନୁମାନ କରିଛି!-->…
ଷଢ଼େଇକଳାରେ ମେଣ୍ଟ ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଝାରଖଣ୍ଡର ଷଢ଼େଇକଳାରେ ରଣହୁଙ୍କାର ଦେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜେଏମ୍ଏମ୍ର ହେମନ୍ତ ସୋରେନ୍ ଓ କଂଗ୍ରେସ ମେଣ୍ଟ ସରକାର ଉପରେ ବର୍ଷିଲେ। ଆଉ ଚମ୍ପାଇ ସୋରେନ୍ଙ୍କ ପାଇଁ ଭୋଟ୍ ମାଗିଲେ। ଜେଏମ୍ଏମ୍ ସରକାରର ଏକ୍ସପାଏରୀ ତାରିଖ ଓ ନୂଆ ସରକାର ଗଠନ ତାରିଖ ମଧ୍ୟ!-->…
ମିସ୍ ଟିନ୍ ୟୁନିଭର୍ସ ମୁକୁଟ ହାତେଇଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ
ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମିସ୍ ଟିନ୍ ୟୁନିଭର୍ସ ୨୦୨୪ ସୁନ୍ଦରୀ ପ୍ରତିଯୋଗିତାରେ କିଟ୍ ବିଶ୍ୱବିଦ୍ୟାଳୟ ଫେସନ୍ ସ୍କୁଲ୍ ଛାତ୍ରୀ ତ୍ରିଷ୍ଣା ରାୟ ବାଜିମାତ କରିଛନ୍ତି। ଏହା ସହ ମିସ୍ ଟିନ୍ ୟୁନିଭର୍ସ ୨୦୨୪ ଟାଇଟଲ୍ ହାସଲ କରିଛନ୍ତି।
କିଟ୍ ଫେସନ୍!-->!-->!-->…
କେନ୍ଦ୍ରମନ୍ତ୍ରୀଙ୍କ ପ୍ରତି କର୍ଣ୍ଣାଟକା ମନ୍ତ୍ରୀଙ୍କ ବର୍ଣ୍ଣବୈଷମ୍ୟ ବୟାନକୁ ନେଇ ବିବାଦ
କର୍ଣ୍ଣାଟକାର କ୍ଷମତାସୀନର କଂଗ୍ରେସର ମନ୍ତ୍ରୀ ଜମୀର ଅହମଦ ଖାନ କେନ୍ଦ୍ରମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରାଜ୍ୟରେ ରାଜନୀତିକ ହଟଚମଟ ଦେଖିବାକୁ ମିଳିଛି। କୁମାରସ୍ୱାମୀଙ୍କ ଦଳ ଜେଡିଏସ!-->…