Sign in
Sign in
Recover your password.
A password will be e-mailed to you.
ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ; ଗଣିତ ବୁଝାଇଲେ ଅତନୁ
ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ଓଡ଼ିଶାର ଲୋକେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଲେଣି। କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଆୟୋଜିତ ଏକ ଦଳୀୟ ସଭାରେ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ!-->…
ଦୋଷ ପ୍ରମାଣ ହେଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବି: ସିଦ୍ଦରମୈୟା
'ଯଦି ଦୋଷ ପ୍ରମାଣିତ ହୁଏ ତେବେ ରାଜନୀତିରୁ ସନ୍ନ୍ୟାସ ନେଇ ଯିବି।' ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବକାରୀ ବିଭାଗକୁ ନେଇ କରାଯାଇଥିବା ଅଭିଯୋଗରେ ଏଭଳି କିଛି ଜବାବ ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଅକୋଲା!-->!-->!-->…
ବଦଳିଲା ଓଡ଼ିଶା ନର୍ସଙ୍କ ଡ୍ରେସ କୋଡ୍
ଭୁବନେଶ୍ୱର: ବଦଳିଲା ଓଡ଼ିଶା ନର୍ସଙ୍କ ଡ୍ରେସ କୋଡ୍। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି। ନର୍ସିଂଙ୍କ ଡ୍ରେସ୍ କୋଡ୍ରେ ରହିବ ସମ୍ବଲପୁରୀ ଛିଟ। ନର୍ସିଂ ଅଫିସରଙ୍କ ୟୁନିଫର୍ମ କଲାରରେ ରହିବ ସମ୍ବଲପୁରୀ ଝଲକ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ସ୍ୱାସ୍ଥ୍ୟ!-->…
ବର୍ଷ ସାରା ବାଣ ବ୍ୟାନ କରିବାକୁ କହିଲେ ସୁପ୍ରିମକୋର୍ଟ
ଦୀପାବଳି ପରେ ଅଣନିଶ୍ୱାସୀ ହୋଇପଡ଼ିଛି ଦିଲ୍ଲୀ। ବାୟୁର ମାନ ଅତି ନିମ୍ନ ସ୍ତରକୁ ଚାଲିଯିବା ଚିନ୍ତାର ବିଷୟ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ସହରରେ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବାଣ ବିକ୍ରି ଓ ବିସ୍ଫୋରଣ!-->…
ଭରତପୁର ହାଜତ ନିର୍ଯାତନା ମାମଲାରେ ଆସିଲା ମିଛଧରା ଟେଷ୍ଟ ରିପୋର୍ଟ
ଭୁବନେଶ୍ବର : ଭରତପୁର ହାଜତ ନିର୍ଯାତନା ମାମଲାରେ ଆସିଲା ମିଛଧରା ଟେଷ୍ଟ ରିପୋର୍ଟ । ଗୁଜୁରାଟ ଗାନ୍ଧୀନଗର DFSLରୁ ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଆସିଛି । ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ପାଞ୍ଚ ଜଣଙ୍କ ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଆସିଛି । ସେହିପରି!-->…
ନିଶା ଛଡ଼ାଇବାକୁ ଯୁବକଙ୍କୁ ପିଟିପିଟି ହତ୍ୟା !
ଭୁବନେଶ୍ବର: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା। ଏୟାରପୋର୍ଟ ଥାନା ଅଞ୍ଚଳର ଏକ ନିଶା ନିବାରଣ କେନ୍ଦ୍ର ନାଁରେ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ। ମୃତ ଯୁବକ ୟୁନିଟ୍-୬ ଅଞ୍ଚଳର ବୋଲି ଜଣାପଡିଛି। ସୂଚନା ଅନୁସାରେ ଏହି ଯୁବକ ଜଣକ ଗତକାଲି କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ।!-->…
ଖବର କାଗଜରେ ମୋଦିଙ୍କ ‘ଏକ ହୈ ତେ ସେଫ୍ ହୈ’ ନାରା, ଟାର୍ଗେଟ କଲେ ବିରୋଧୀ
ମହାରାଷ୍ଟ୍ର ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ବାକ୍ ଯୁଦ୍ଧ ଓ ନାରାବାଜୀ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ 'ବଣ୍ଟେଙ୍ଗେ ତୋ କଟେଙ୍ଗେ'ର ସ୍ଲୋଗାନ ପରେ ପ୍ରଧାନମନ୍ତ୍ରୀ ମୋଦି ଏକ!-->…
ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
ସମ୍ବଲପୁର : ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସମ୍ବଲପୁର ସଦର ଥାନା କୁଦପାଲି ନିକଟରେ ଆଜି ସନ୍ଧ୍ୟାରେ ଏକ ପିକ୍ଭ୍ୟାନ୍କୁ ଏକ କଣ୍ଟେନର ପଛରୁ ଧକ୍କା ଦେବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।
ପିକ୍ଅପ୍ ଭ୍ୟାନନରେ ମୋଟ ୯ ଜଣ ଶ୍ରମିକ!-->!-->!-->…
ଅନାସ୍ଥା ପ୍ରସ୍ତାବ ନୋଟିସ ପରେ ବିଷ ପିଇ ଦେଲେ ସରପଞ୍ଚ
ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ତାଳପାଲି ପଞ୍ଚାୟତର ସରପଞ୍ଚ ଉର୍ମିଳା ସେଠଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ଆଜି ବିଷ ପିଇ ଦେଇଛନ୍ତି। ତାଙ୍କୁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ତାଙ୍କ!-->…
ସମାଜସେବୀ ଦେବୀଦତ୍ତ ମହାପାତ୍ରଙ୍କ ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ
କାମାକ୍ଷାନଗର : ଏ ଯୁବକଙ୍କ ନାଁ ହେଉଛି ଦେବୀଦତ୍ତ ମାହାପାତ୍ର । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଜଣେ ସମାଜସେବୀ ତଥା ପ୍ରୋଗ୍ରାମ ଆରେଞ୍ଜର । ଦେବୀଦତ୍ତଙ୍କ ମୃତ୍ୟୁକୁ ତିନି ସପ୍ତାହ ବିତି ଗଲାଣି l ଯେଉଁ ଭିଡିଓ ଆପଣମାନେ ଦେଖିଲେ ତାହା ମୃତ୍ୟୁ ପୂର୍ବର । ତେବେ ଭିଡିଓଟି ଭାଇରାଲ!-->…