Sign in
Sign in
Recover your password.
A password will be e-mailed to you.
ଆତଙ୍କବାଦୀଙ୍କ ସହ ଲଢ଼େଇ କରି ସେନା ଅଧିକାରୀ ସହିଦ, ୩ ପାରା କମାଣ୍ଡୋ ଆହତ
ଶ୍ରୀନଗର : ଜମ୍ମୁ-କଶ୍ମୀରର କିସ୍ତୱାରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଦେଖିବାକୁ ମିଳିଛି। ଆତଙ୍କବାଦୀଙ୍କ ସହ ଲଢ଼େଇ କରିବା ବେଳେ ସ୍ଥଳ ସେନାର ଜଣେ ଅଧିକାରୀ ସହିଦ ହୋଇଛନ୍ତି। ସେହିପରି ଗୁଳି ମାଡ଼ରେ ଆଉ ୩ ଜଣ ପାରା କମାଣ୍ଡୋ ମଧ୍ୟ ଆହତ ହୋଇଛନ୍ତି।!-->…
ବନ୍ଧୁକ ଦେଖାଇ ସୁନା ଚେନ୍ ନେଇଗଲେ ୬ ଦୁର୍ବୃତ୍ତ
କଟକ: ମାଡ଼ମାରି ଫାଙ୍କା ଗୁଳି ଚଳାଇ ଲୁଟିନେଲେ ସୁନା ଚେନ୍ । ନରାଜ-ବିଦ୍ୟାଧରପୁର ପାହାଡ଼ ନିକଟରେ ଆତଙ୍କ ଖେଳାଇଲେ ଲୁଟେରା । ଏକ ଦମ୍ପତ୍ତିଙ୍କ ଠାରୁ ବନ୍ଧୁକ ଦେଖାଇ ସୁନା ଚେନ୍ ନେଇଗଲେ ୬ ଦୁର୍ବୃତ୍ତ । ଏନେଇ ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ଉକ୍ତ ଦମ୍ପତ୍ତି ।
ସୂଚନା ଅନୁସାରେ,!-->!-->!-->…
ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହ ଗିରଫ
ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ତଥା ଭାରତର ମୋଷ୍ଟ ୱାଣ୍ଟେଡ ଅର୍ଶଦୀପ ସିଂହ ଓରଫ ଅର୍ଶ ଡାଲ୍ଲାକୁ କାନାଡା ପୁଲିସ୍ ଗିରଫ କରିଛି। ଗତ ମାସରେ କାନାଡାରେ ହୋଇଥିବା ଗୋଟିଏ ଗୁଳିକାଣ୍ଡ ଘଟଣାରେ ସ୍ଥାନୀୟ ପୁଲିସ ତା’କୁ ଗିରଫ କରିଥିବା ଜଣାପଡ଼ିଛି।ମିଲଟନ ଟାଉନରେ ଅକ୍ଟୋବର ୨୭ କିମ୍ବା ୨୮!-->…
ମାନିଲାନି ଇସ୍କନ; କଲା ଅଦିନିଆ ରଥଯାତ୍ରା
ବହୁ ବିବାଦ ପରେ ମଧ୍ୟ ମାନିଲାନି ଇସ୍କନ। ଗତକାଲି ଆମେରିକା ହ୍ୟୁଷ୍ଟନ୍ରେ କରିଛି ଅଦିନିଆ ରଥଯାତ୍ରା। ‘ଫେଷ୍ଟିଭାଲ ଅଫ ବ୍ଲିସ’ ନାଁରେ ରଥଯାତ୍ରା କରିଛି ଇସ୍କନ। ରଥରେ ଚତୁର୍ଦ୍ଧା ମୂର୍ତ୍ତି ନଥିଲେ ବି ରାଧାକୃଷ୍ଣଙ୍କ ମୂର୍ତ୍ତି ରଖି ନନ୍ଦିଘୋଷ ଭଳି ଅବିକଳରଥ!-->…
ରାଜଧାନୀରେ ମାତିଲେ ଲୁଟେରା, ଝରକା ଭାଙ୍ଗି ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ
ଭୁବନେଶ୍ୱର : ରାଜଧାନୀରେ ମାତିଲେ ଲୁଟେରା । ଝରକା ଭାଙ୍ଗି ନେଇଗଲେ ସୁନା ଅଳଙ୍କାର । ଭୁବନେଶ୍ବର ଶ୍ରୀଗଣେଶ ବିହାର ଅଞ୍ଚଳରେ ଲୁଟ୍ ହୋଇଛି । ଅବସରପ୍ରାପ୍ତ କର୍ମଚାରୀଙ୍କ ଘରେ ପଶି କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଶାବଳରେ ଝରକା ତାଡିବା ପରେ ବୃଦ୍ଧ!-->…
୧୧ରେ ଶପଥ ନେବେ ନୂଆ ସିଜେଆଇ ସଞ୍ଜୀବ ଖାନା
ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ନଭେମ୍ବର ୧୧ରେ ଶପଥ ଗ୍ରହଣ କରିବେ ସଞ୍ଜୀବ ଖାନା। ସୋମବାର ସକାଳ ୧୦ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥପାଠ କରାଇବେ। ବର୍ତ୍ତମାନର ପ୍ରଧାନ!-->…
ପବିତ୍ର ଅଁଳା ନବମୀ, ଓଡିଆଣୀ ବେଶରେ ଶ୍ରୀରାଧା
ପୁରୀ: ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଅଁଳା ନବମୀ ଭାବରେ ପାଳନ କରାଯାଏ । ଏହାକୁ ଅକ୍ଷୟ ନବମୀ ବୋଲି ମଧ୍ୟ କୁହାଯାଏ । ଆଜି ରାଧାପାଦ ମଧ୍ୟ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି ଶ୍ରଦ୍ଧାଳୁ । ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ବ ରହିଛି ।!-->…
ମସ୍କୋ ଉପରେ ୟୁକ୍ରେନର ସବୁଠୁ ବଡ଼ ଆକ୍ରମଣ, ୩ ବିମାନବନ୍ଦରରେ ଉଡ଼ାଣ ବାଧାପ୍ରାପ୍ତ
କିଭ୍: ରୁଷ୍-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନାହିଁ। ଇତି ମଧ୍ୟରେ ମସ୍କୋ ଉପରେ ଏପର୍ଯ୍ୟନ୍ତର ସବୁଠୁ ବଡ଼ ଆକ୍ରମଣ କରିଛି ୟୁକ୍ରେନ। ରବିବାର ୟୁକ୍ରେନ ପ୍ରାୟ ୩୪ଟି ଡ୍ରୋନ୍ ଜରିଆରେ ମସ୍କୋ ଉପରେ ଆକ୍ରମଣ କରିଛି। ୨୦୨୨ ମସିହାରେ ଯୁଦ୍ଧ ଆରମ୍ଭରୁ ରୁଷ୍ର ରାଜଧାନୀ ଉପରେ ଏହା!-->…
ଧରା ପଡ଼ିଲା ବାବା ସିଦ୍ଦିକିଙ୍କୁ ଗୁଳି କରିଥିବା ବ୍ୟକ୍ତି, ନେପାଳ ଖସି ଯିବାକୁ ଚେଷ୍ଟା କରୁଥିଲା
ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ବିଚ୍ ରାସ୍ତାରେ ଗୁଳି କରିଥିବା ବ୍ୟକ୍ତିକୁ ଶେଷରେ ପୁଲିସ୍ ଆଜି ଗିରଫ କରିଛି। ଅକ୍ଟୋବର ୧୨ରେ ସିଦ୍ଦିକିଙ୍କୁ ମୁମ୍ବାଇରେ ଥିବା ତାଙ୍କ ପୁଅଙ୍କ ଅଫିସ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିଲା।ଘଟଣା!-->…
ଚାମ୍ପିୟନ୍ସ ଟ୍ରଫି: ଭାରତକୁ କୋର୍ଟକୁ ଟାଣିବ ପାକିସ୍ତାନ
ନୂଆଦିଲ୍ଲୀ : ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚମରସୀମାରେ ପହଞ୍ଚିଛି। ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନର ହକ ପାଇଥିବା ବେଳେ ଭାରତ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଇସଲାମାବାଦ ଯିବାକୁ ମନା କରୁଛି।ଏ ସମ୍ପର୍କରେ ବିସିସିଆଇ କ୍ରିକେଟର ସର୍ବୋଚ୍ଚ!-->…