Sign in
Sign in
Recover your password.
A password will be e-mailed to you.
ମହାମାୟୀ ପୀଠରେ ବିଶ୍ୱଶାନ୍ତି ନାମ ଯଜ୍ଞ, ଘୃତଯଜ୍ଞ ଅନ୍ନଯଜ୍ଞ ଉଦଯାପିତ : ଶତାଧିକ ଭକ୍ତଙ୍କ ସମାଗମ
ବାଲିଗୁଡା, : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ଭଗାମୁଣ୍ଡା ସ୍ଥିତ ମହାମାୟୀ ପୀଠରେ ବିଶ୍ୱ ଶାନ୍ତି ନାମ ଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ କାର୍ଯ୍ୟକ୍ରମ ରବିବାର ଉଦଯାପିତ ହୋଇଯାଇଛି l ପ୍ରଥମ ଦିନ ବିଲ୍ଲ ବରଣ, ଅଧିବାସୀ ସହ କଳସ ଯାତ୍ରା ମହା ଆଡମ୍ବର ରେ ହୋଇ ଥିଲା l ମହାମାୟୀ ମନ୍ଦିର!-->…
ଚକଲାପଦର ପଞ୍ଚାୟତର ୮ଖଣ୍ଡ ଗାଁ ପିଲାଙ୍କୁ ହାଇସ୍କୁଲ ଅପହଞ୍ଚ, ୮ମ ପରେ ପାଠ ଛାଡୁଛନ୍ତି ଛାତ୍ରୀ
ଉମରକୋଟ /ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକ ଆଦିବାସୀ ବହୁଳ ବ୍ଲକ ଭାବେ ପରିଚିତ । ଝରିଗାଁ ବ୍ଲକରେ ସଚେତନତା ଅଭାବ ଯୋଗୁଁ ବ୍ଳକର ଶିକ୍ଷା ହାର ଆଶାନୁରୂପ ନୁହଁ।ଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ!-->…
ନୂତନ ଗ୍ରାମ ପଞ୍ଚାୟତ ଗଠନ ଦାବିରେ ଜନ ଆନ୍ଦୋଳନ
ବାଲିଗୁଡା : ନୂତନ ଗ୍ରାମ ପଞ୍ଚାୟତ ଗଠନ ଦାବିରେ ତେଜିଲା ଜନ ଅସନ୍ତୋଷ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କୁ ଗଲେ ଅଞ୍ଚଳବାସୀ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହେବାପରେ ନୂତନ ଗ୍ରାମପଞ୍ଚାୟତ ଗଠନ ନିମନ୍ତେ ଆବେଦନ କଲେ ମଗଡୀଙ୍ଗିଆ ଅଞ୍ଚଳ ବାସୀ । କନ୍ଧମାଳ ଜିଲ୍ଲା କ.!-->…
ଟିପିଏସ୍ଓଡିଏଲ୍ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ପଥପ୍ରାନ୍ତ ନାଟକ ଆୟୋଜିତ : ନାଟକ ମାଧ୍ୟମରେ ଦିଆଯାଉଛି ଦୁର୍ନୀତି ବିରୋଧୀ…
ବ୍ରହ୍ମପୁର : ଭିଜିଲାନ୍ସ ସଚେତନତା ମାସ ପାଳନ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ (ନୁକ୍କଡ଼ ନାଟକ) ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଦ୍ଵାରା!-->…
ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ସୁଗଡବାଡିରେ ପୁଷ୍ଟି ଖାଦ୍ୟ ମେଳା
ଫୁଲବାଣୀ : ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ରାଇକିିଆ ଶ୍ରୀ ଅନ୍ନ୍ କାର୍ଯ୍ୟକ୍ରମ ର ମିଳିତ ଉଦ୍ୟମ ଏବଂ ଜିଲ୍ଲା କୃଷି ବିଭାଗ ଙ୍କ ଆର୍ଥିକ ସହାୟତା ରେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଦୁଇଦିନିଆ ଖାଦ୍ୟ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି!-->…
ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ : ଶିଶୁ ମହୋତ୍ସବ ଉପଲକ୍ଷେ ପ୍ରତିଯୋଗିତା
ହିଞ୍ଜିଳିକାଟୁ ୯/୧୧ : ହିଞିଳିକାଟୁ ପୌରପରିଷଦ ଅନ୍ତର୍ଗତ ସର୍ବପୁରାତନ ନୃତ୍ୟ ଅନୁଷ୍ଠାନ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ତରଫରୁ ଶିଶୁ ପ୍ରତିଭା ଅନ୍ନେଷଣ କାର୍ଯ୍ୟକ୍ରମ ଶନିବାର ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ମୀ ନୃସିଂହ କଳାମନ୍ଦିର ସଭାପତି ନୃସିଂହ!-->…
ବିଭିନ୍ନ ଦାବୀ ନେଇ ଟିଟାନିୟମ ଭୂ -ବିସ୍ଥାପିତ କଲ୍ୟାଣ ସମିତିର ଆନ୍ଦୋଳନ
ଛତ୍ରପୁର : ଛତ୍ରପୁର ଉପକଣ୍ଠ ସରାଫ ଏଜେନ୍ସି ପ୍ରା. ଲିଃ ଟିଟାନିୟମ କମ୍ପାନୀ ଏବେ ବନ୍ଦ ହେବାର ଆଶଙ୍କା କରାଯାଉଛି, ଗୋଟେ ପଟେ କମ୍ପାନୀ ବିଭିନ୍ନ ଆଳ ଦେଖାଇ କର୍ମଚାରୀ ମାନଙ୍କୁ ଛଟେଇ କରିବା ନିମନ୍ତେ ଗୋଟିଏ ପରେ ଗୋଟିଏ ନୋଟିସ ଜାରି କରୁଥୁବା ବେଳେ ଅନ୍ୟ ପଟେ କର୍ମଚାରୀ ମାନେ ନିଜ ପେଟ!-->…
ଗଞ୍ଜାମରେ ସୁରତ ଓଡିଆ ଟେକ୍ସଟାଇଲ୍ ଶିଳ୍ପ ପାର୍କ ନିର୍ମାଣ ପାଇଁ ଆଲୋଚନା
ଛତ୍ରପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସାମନ୍ତପଲ୍ଲୀ ଠାରେ ମା’ ତାରାତାରିଣୀ ଟେକ୍ସଟାଇଲ୍ ସହଯୋଗରେ ସୁରତ ଓଡିଆ ଟେକ୍ସଟାଇଲ୍ ଶିଳ୍ପ ପାର୍କ ନିର୍ମାଣ ପାଇଁ ଶିଳ୍ପଦ୍ୟୋଗୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ଗଞ୍ଜାମ ଜିଲ୍ଲାର ଟେକ୍ସଟାଇଲ୍ ଶିଳ୍ପଦ୍ୟୋଗୀମାନଙ୍କ ମଧ୍ୟରୁ ସିତାରାମ!-->…
କଲେଜ ଓ ଡିଆରଡିଏ ଛକଠାରେ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ନିମନ୍ତେ କେନ୍ଦ୍ର ସଡକ ଓ ପରିବହନ…
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟ ଛକ ଠାରୁ ଡିଆରଡିଏ ଛକ ଜାତୀୟ ରାଜପଥରେ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ କେନ୍ଦ୍ର ସଡକ ଓ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରିଙ୍କୁ ଛତ୍ରପୁର ବିଧାୟକ!-->…
ଜିଲ୍ଲା କ୍ରିକେଟ ସଂଘ ତରଫରୁ ଭିଜନ-୨୪ କ୍ରିକେଟ ଟୁର୍ଣ୍ଣାମେଂଟର ଶୁଭାରମ୍ଭ
ମାଲକାନଗିରି, ୯।୧୧ ମାଲକାନଗିରି ଜିଲ୍ଲା କ୍ରିକେଟ ସଂଘ ତରଫରୁ ଆଜି ଭିଜନ-୨୪ କ୍ରିକେଟ ଟୁର୍ଣ୍ଣାମେଂଟର ଶୁଭାରମ୍ଭ ହୋଇ ଯାଇଛିା ଏହି ଟୋର୍ଣାମେଂଟରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରିକେଟ ସଂଘ ସଭାପତି ଏମ୍ଡି ଫାରୁକ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲୋ ସେହିପରି ସମ୍ମାନୀତ ଅତିଥି ଭାବେ!-->…