ଚିକିଟୀ ଅଞ୍ଚଳରେ ବାଘ ଭ୍ରମଣ ଯୋଗୁଁ ଆତଙ୍କ ସୃଷ୍ଟି

ଚିକିଟୀ : ବ୍ରହ୍ମପୁର ବନଖଣ୍ତ ଅଧିନସ୍ଥ ଚିକିଟୀ ବ୍ଳକରେ ବାଘର ଭ୍ରମଣ ଯୋଗୁଁ ଲୋକେ ଆତଙ୍କିତ ହୋଇଥିବା ଜଣାପଡିଛି। ଗତ କିଛିଦିନ ଧରି ଚିକିଟୀ ଅଞ୍ଚଳରେ ତିନି ଟିକିଆ ହାତି ପୋଲ ଉପଦ୍ରବ ଲାଗିରହିଥିବା ବେଳେ ଏବେ ପୁଣି ମହାବଳ ବାଘର ପାଦ ଚିହ୍ନ ଠାବ ହେଲାପରେ ଚିକିଟୀ ଅଞ୍ଚଳରେ କୋକୁଆ ଭୟ

ବାସିନୀଠାରେ ଯାଦବ ସମାଜର ଗୋଷ୍ଟାଷ୍ଟମୀ ପାଳିତ

ନବରଙ୍ଗପୁର : ନବରଙ୍ଗପୁର ବ୍ଲକ ବାସିନୀ ପଞ୍ଚାୟତ ଠାରେ ଜିଲ୍ଲା ଯାଦବ ମହାସଭା ଆନୁକୁଲ୍ୟରେ ବାସିନୀ ଓ ଚଟାହାଣ୍ଡି ପଞ୍ଚାୟତ ଯାଦବ ସମାଜ ମିଳିତ ପ୍ରଚେଷ୍ଟାରେ ଗୋଷ୍ଟାଷ୍ଟମୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଛି। ପୂର୍ବାହ୍ନ ରେ ଗ୍ରାମ ର ମହିଳା ମାନଙ୍କ ଦ୍ଵାରା କଳସ ଯାତ୍ରା ସ୍ଥାନୀୟ

ସଚେତନତା ହିଁ କର୍କଟକୁ ହରାଇବାର ପ୍ରଥମ ସୋପାନ

ବ୍ରହ୍ମପୁର,:ଜାତୀୟ ସ୍ତରରେ କ୍ୟାନ୍ସର ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି । ଏହି ରୋଗରେ ଆକ୍ରାନ୍ତ ରୋଗୀ ଏବଂ ମୃତ୍ୟୁ ସଂଖ୍ୟା ପ୍ରତି ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ମଧ୍ୟ କିଛି ବର୍ଷ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ

ଖମନଖୋଲ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗାଇବାକୁ ଦାବି

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମନଖୋଲ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗାଇଦେବାକୁ ଦାବି କରିଛନ୍ତି ଅଂଚଳବାସୀ । ବାଲିଗୁଡା ବ୍ଳକ ତଥା କନ୍ଧମାଳ ଜିଲାର ସୀମାନ୍ତ ପଞ୍ଚାୟତ ହେଉଛି ଖମନଖୋଲ ଓ ଲଣ୍ଡାଗାଁ। ଖମନଖୋଲ ସ୍ବାସ୍ଥ୍ୟକେନ୍ଦ୍ର ଉପରେ

ଗୋପାଷ୍ଟମୀ ଓ ଦୀପାବଳି ମିଳନ ଉତ୍ସବ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି  ଅଗ୍ରୱାଲ ସଭା ଟ୍ରଷ୍ଟ ଏବଂ ଗୋପାଳ ଗୋଶାଳା କମିଟି ଦ୍ବାରା ମିଳିତ ଭାବେ  ଆୟୋଜିତ ଶ୍ରୀ ଶ୍ରୀ ଗୋପାଷ୍ଟମୀ ମହୋତ୍ସବ ଏବଂ ଦୀପାବଳି ମିଳନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶସ୍ତି କରଣ ଏବଂ ଶକ୍ତି ମନ୍ତ୍ରୀ କନକ

ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି

ବାରିପଦା : ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଡାକ୍ତର ପ୍ରିୟଙ୍କା ମାରାଣ୍ଡି। ଆଜି ସେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ବାଙ୍ଗିରିପୋଷିରେ ପହଞ୍ଚିଛନ୍ତି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ମୟୂରଭଞ୍ଜ ଯାଇଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମପତ୍ନୀ ଡାକ୍ତର

ଖୁବ୍‍ଶୀଘ୍ର ନବୀନଙ୍କ ଜିଲା ଗସ୍ତ

ଭୁବନେଶ୍ବର : ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଜିଲା ଗସ୍ତକୁ ନେଇ ଚର୍ଚ୍ଚା ଲାଗି ରହିଛି। ମାତ୍ର ଖୁବ୍‍ଶୀଘ୍ର ଜିଲା ଗସ୍ତ ନେଇ ତାରିଖ ଚୂଡ଼ାନ୍ତ ହେବ ବୋଲି ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି। ଶ୍ରୀ ମୁଦୁଲି କହିଛନ୍ତି ଯେ,

ରାଜଧାନୀରେ ଲଭ୍‌ ଜିହାଦ୍‌ ଘଟଣା; ବନ୍ଧା ହେଲେ ଅଭିଯୁକ୍ତ

ଭୁବନେଶ୍ବର : ରାଜଧାନୀରେ ଲଭ୍ ଜିହାଦ ଘଟଣା ସାମନାକୁ ଆସିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମୀର ମନସୁରଙ୍କୁ ଗତକାଲି ପୁଲିସ୍‌ ଅଟକ ରଖିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି। କୋର୍ଟ ଚାଲାଣ ପୂର୍ବରୁ ଅଭିଯୁକ୍ତଙ୍କ ମେଡିକାଲ ଚେକଅପ୍

ଚଳିତ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଆରମ୍ଭ ହେବ ଜାତୀୟ ଶିକ୍ଷା ନୀତି

ଭୁବନେଶ୍ବର : ଉଚ୍ଚଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ ଅନୁବନ୍ଧିତ

୭ ବର୍ଷ ପରେ ଯୋଗାଣ ବିଭାଗରୁ ଭିଭି ଯାଦବ ବିଦା, ଏସଏନ ଗିରିଶ ପଂଚାୟତିରାଜ ସଚିବ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍ ଅଫିସରସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି । ଦୀର୍ଘ ୭ବର୍ଷ ପରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ପଦବୀରୁ ଆଇଏଏସ୍ ଭିଭି ଯାଦବଙ୍କୁ ହଟାଇଛନ୍ତି ରାଜ୍ୟ ସରକାର । ଆଉ ମାତ୍ର ୧୦ଦିନ ପରେ ରାଜ୍ୟରେ ଧାନ ସଂଗ୍ରହ