Sign in
Sign in
Recover your password.
A password will be e-mailed to you.
ହେମନ୍ତ ସୋରେନ ବ୍ୟକ୍ତିଗତ ସଚିବଙ୍କ ଘରେ ଆୟକର ଚଢ଼ାଉ
ରାଞ୍ଚି : ଅଡୁଆରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ବ୍ୟକ୍ତିଗତ ପରାମର୍ଶଦାତା ତଥା ପିଏ। ତାଙ୍କ ଘରେ ପଶିଲା ଆୟକର ବିଭାଗ। ପିଏ ସୁନୀଲ ଶ୍ରୀବାସ୍ତବ ଓ ତାଙ୍କ ସହ ଜଡିତ ବ୍ୟକ୍ତିଙ୍କ ଘରେ ଆଜି ସକାଳୁ ଆଇଟି ରେଡ୍ ହୋଇଛି।ସୂଚନା ଅନୁଯାୟୀ, ଆୟକର ବିଭାଗ ସୁନୀଲ ଶ୍ରୀବାସ୍ତବ,!-->…
ମୋଦିଙ୍କ ‘ଏକ ହେ ତୋ ସେଫ୍ ହେ’ ନାରାକୁ କାଉଣ୍ଟର କଲେ ସଞ୍ଜୟ ରାଉତ
ମୁମ୍ବାଇ : ଶିବସେନା(ୟୁବିଟି) ନେତା ସଞ୍ଜୟ ରାଉତ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ହେ ତୋ ସେଫ ହେ ନାରାକୁ ଜୋରଦାର କାଉଣ୍ଟର କରିଛନ୍ତି। ମହାରାଷ୍ଟ୍ର ପୂର୍ବରୁ ହିଁ ସୁରକ୍ଷିତ ରହିଛି। ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟର ଯେଉଁଠିକୁ ଯାଉଛନ୍ତି, ସେଠାରେ ଅସ୍ଥିରତା ସୃଷ୍ଟି!-->…
ମହାକାଶରେ ସୁସ୍ଥ ଅଛନ୍ତି ସୁନୀତା, ସ୍ପଷ୍ଟ କଲା ନାସା
ନୂଆଦିଲ୍ଲୀ : ସୁନୀତା ୱିଲିୟମ୍ସଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ନାସା ସ୍ପଷ୍ଟ କରିଛି ଯେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ଥିବା ସମସ୍ତ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ନାସାର ମହାକାଶ ଅଭିଯାନ ନିର୍ଦ୍ଦେଶାଳୟର ମୁଖପାତ୍ର ଜିମି ରସେଲ!-->…
ରାଜଧାନୀରେ ଗୁଳିମାଡ଼: ଜଣେ ମୃତ, ଧରାପଡ଼ିଲେ ୩ ନାବାଳକ
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ବିଚ୍ ରାସ୍ତାରେ ଚାଲିଛି ଗୁଳି। ଏଥିରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ତାଙ୍କର ଦୁଇ ସହଯୋଗୀ ଆହତ ହୋଇଛନ୍ତି। ଉତ୍ତର ପୂର୍ବ ଦିଲ୍ଲୀର କବିର ନଗର ଅଞ୍ଚଳ ଦେଇ ୩ ଜଣ ବନ୍ଧୁ ଗୋଟିଏ ସ୍କୁଟିରେ ଘରକୁ ଫେରୁଥିଲେ। ଏହି ସମୟରେ ଆଉ ଏକ ବାଇକରେ ୩ ଜଣ ଆସି!-->…
କୌଣସି ଶକ୍ତି ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ପୁନଃ ଲାଗୁ କରିପାରିବ ନାହିଁ: ମୋଦୀ
ମୁମ୍ବଇ : ବିଶ୍ବର କୌଣସି ଶକ୍ତି ଜାମ୍ମୁ-କାଶ୍ମୀରରେ ୩୭୦ ଧାରାକୁ ପୁନଃ ଲାଗୁ କରିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଧାରା ୩୭୦କୁ ପୁନଃ ଲାଗୁ କରିବା ଲାଗି ଏକ ପ୍ରସ୍ତାବ ଜାମ୍ମୁ-କାଶ୍ମୀର ବିଧାନସଭାରେ ଗୃହୀତ ହୋଇଥିବାବେଳେ ମୋଦୀ ଶୁକ୍ରବାର ଏପରି!-->…
କରୋନା ପାଣ୍ଠିରେ ହେରଫେର: ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ବିରୋଧରେ ଚାଲିବ ତଦନ୍ତ
ବେଙ୍ଗାଲୁରୁ : କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପାର ଓ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ବି ସିରାମୁଲୁଙ୍କ ଅଡ଼ୁଆ ବଢ଼ିଛି। କୋଭିଡ ୧୦ ପାଣ୍ଠି ହେରଫେର ଅଭିଯୋଗ ଘଟଣାରେ ଉଭୟଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମାଇକେଲ!-->…
ହମାସ ନେତାଙ୍କୁ ଦେଶ ଛାଡ଼ିବାକୁ କାତାରର ନିର୍ଦେଶ
ନୂଆଦିଲ୍ଲୀ : କାତାରରେ ଆତ୍ମଗୋପନ କରୁଥିବା ଆତଙ୍କବାଦୀ ସଂଗଠନ ହମାସର ନେତାମାନଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦେଶ ମିଳିଛି। ହମାସକୁ ସମର୍ଥନ ନ କରିବାକୁ ଆମେରିକାର ନିର୍ଦେଶ ପରେ ଚାପରେ ଆସି କାତାର ଏଭଳି ନିଷ୍ପତ୍ତି ନେଇଛି।ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଯୋଗୁ ଅନେକ ହମାସ ନେତା!-->…
ଆସିକା ପୋଲିସର ଦବଙ୍ଗଗିରି ବାବୁଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହେବ କେବେ….?
ଏ.ସପି ଙ୍କ ପ୍ରତିଶୃତି ନାଲିଫିତା ତଳେ ଦବିଗଲାକି ……??
ରାୟଗଡ଼ା ଚନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀ ଛାତ୍ରଙ୍କର ଝୁଲନ୍ତା ଶବ ଉଦ୍ଧାର…
ରାୟଗଡ଼ା : ତା : ୦୯/୧୧/୨୪ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ଥାନା ଚନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ବିଦ୍ୟାଳୟରେ ଗତକାଲି ଅଧ୍ୟନରେ ଜଣେ ଛାତ୍ର ନିଜ ବେକରେ ଟାୱାଲ ଯୋଗୁଁ ଆତ୍ମହତ୍ୟା କରିଥିବା ଓ ଝୁଲନ୍ତା ଅବସ୍ଥାରେ ଥିବା!-->!-->!-->…
ଭିନ୍ନକ୍ଷମ ସହାୟତା କେନ୍ଦ୍ର ନିମନ୍ତେ ଗୃହ କିମ୍ବା ଜମି ପ୍ରଦାନ ନିମନ୍ତେ ରାଜ୍ୟ ଇସ୍ପାତ,ଖଣି,ବାଣିଜ୍ୟ ଓ ପରିବହନ…
ବ୍ରହ୍ମପୁର : ମୁକ୍ତ ଆକାଶ ଭିନ୍ନକ୍ଷମ ଉନ୍ନୟନ ସଂଗଠନ ଦୀର୍ଘ ୧୫ ବର୍ଷ ହେବ ବ୍ରହ୍ମପୁର ଅଂଚଳରେ ଭିନ୍ନକ୍ଷମ ଭାଇ ଓ ଭଉଣୀ ମାନଙ୍କୁ ନେଇ ଗଠନ କରିଆସୁଛି ଏବଂ ଏହି ଅନୁଷ୍ଠାନ ସରକାରଙ୍କ ଦ୍ବାରା ପଞ୍ଜିକୃତ ବ୍ରହ୍ମପୁରର ଏକମାତ୍ର ଅନୁଷ୍ଠାନ । ଭିନ୍ନକ୍ଷମ ମାନଙ୍କ ସମସ୍ୟା ଓ ଜୀବନ!-->!-->!-->…