ଗୋପାଳପୁରରେ ଧୂମାଧାମରେ ପାଳିତ ହେବ ବଇତ ବନ୍ଧାଣ ଉତ୍ସବ

ବ୍ରହ୍ମପୁର :ଚଳିତ ବର୍ଷ ଗୋପାଳପୁରରେ ଧୂମଧାମରେ ପାଳିତ ହେବ ବଇତ ବନ୍ଧାଣ ଉତ୍ସବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯିବ। ଓଡ଼ିଆ ଗର୍ବ ଗୌରବ ଗାଥାର ସ୍ମରଣକୁ ଉଜ୍ଜୀବିତ ରଖିବା ପାଇଁ ଏଭଳି କରାଯିବ।ଆଜି ବ୍ରହ୍ମପୁର ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ

ବିଜେପିରେ ଯୋଗଦେବାକୁ କେନ୍ଦ୍ରକରି ଯୁବକଙ୍କୁ ମାଡ ଘଟଣା, ଜଣେ ଗିରଫ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମ ଛକ ନିକଟରେ ସେପ୍ଟେମ୍ବର ୭ ତାରିଖ ସନ୍ଧ୍ୟାରେ ବିଜେପିରେ ଯୋଗ ଦେବାକୁ କେନ୍ଦ୍ରକରି ୫ ଜଣ ଯୁବକ ମିଶି ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ଜଗତ ମୋହନ ସାହୁଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଜଗତ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ

ଓ୍ବାରେଣ୍ଟ ବଳରେ ୫ ଗିରଫ

ହିଞ୍ଜିଳିକାଟୁ : ହତ୍ୟା ଉଦ୍ୟମ, ଚୋରୀ ଓ ମାରପିଟ୍ ଭଳି ଘଟଣାରେ ସଂପୃକ୍ତ ଥାଇ ଦୀର୍ଘ ବର୍ଷ ଧରି ଫେରାର ଥିବା ୫ ଜଣ ଅଭିଯୁକ୍ତଙ୍କୁ ଓ୍ବାରେଣ୍ଟ ବଳରେ ହିଞ୍ଜିଳି ପୁଲିସ ଗୁରୁବାର ବିଳମ୍ବିତ ରାତିରେ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ମାନେ ହେଲେ ହିଞ୍ଜିଳି ଥାନା ବଳରାମପୁର ଗ୍ରାମର

ଗୁଜବ : ଦିଗପହଣ୍ଡି ,ଚିକିଟି ଅଞ୍ଚଳରେ ମହାବଳ ବାଘର ଆତଙ୍କ

ବ୍ରହ୍ମପୁର : କିଛି ଦିନ ହେବ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ,ଚିକିଟି ଅଞ୍ଚଳରେ ମହାବଳ ବାଘର ଆତଙ୍କ ଦେଖା ଦେଇଛି…ବୋଲି ଗୁଜବ ସୃଷ୍ଟି ହୋଇଛି | ତେଣୁ ଲୋକ ମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖା ଦେଇଛି।ଏହାର ସୁଯୋଗ ନେଇ କିଛି ପୁରୁଣା ଓ ଅନ୍ୟ ରାଜ୍ୟର କିଛି ଭିଡ଼ିଓ କୁ ସୋସିଆଲ ମିଡ଼ିଆ ରେ

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀଙ୍କ ନବରଙ୍ଗପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ

ନବରଙ୍ଗପୁର : କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର ନବରଙ୍ଗପୁର ଦୁଇ ଦିନିଆ ଜିଲା ଗସ୍ତରେ ଆସି ଆଜି ପାପଡ଼ାହାଣ୍ଡି ବ୍ଲକ ର ଅଙ୍ଗନବାଡ଼ି କେନ୍ଦ୍ର, ମୈଦଲପୁର ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ,ନବରଙ୍ଗପୁର ସଦର ମହକୁମା ମୁଖ୍ୟ

ମଣ୍ଡେଇ ମହୋତ୍ସବ୨୦୨୪ ପାଳନ ଉପଲକ୍ଷେ ମଣ୍ଡେଇ ପଡିଆ ହିର୍ଲିଠାରେ ଭୂମି ପୂଜନ

ନବରଂଗପୁର : ଆସନ୍ତା ଡ଼ିସେମ୍ବର ୬ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ମଣ୍ଡେଇ ମହୋତ୍ସବ ପାଳନ ଉପଲକ୍ଷେ ଆଜି ମଣ୍ଡେଇ ପଡିଆ ହୀର୍ଲି ଠାରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସକାଳ ୯.୦୦ ଘ ସମୟରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଙ୍କ ପୌରହିତ୍ୟରେ

ବସ ଦୁର୍ଘଟଣାରେ ଖଜୁରୀପଡ଼ା ବ୍ଳକର ଚାଳକ ମୃତ : ସାଂସଦ ଓ ବିଧାୟକଙ୍କ ଦୁଃଖ ପ୍ରକାଶ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରୁ ରାମଦୂତ ନାମକ ବସ ଓଡି ୦୨ ୮୧୯୯ ଆଜି ପୂର୍ବାହ୍ନରେ ଖଜୁରୀପଡା ଅତିକ୍ରମ କରି ନୟାଗଡ ରାସ୍ତାରେ ଦଶପଲ୍ଲା ଅତିକ୍ରମ କରି ଯାଉଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା l ଫଳରେ ଗାଡି ଚାଳକ କନ୍ଧମାଳ ଜିଲ୍ଲା

ପଞ୍ଚାୟତ କାମ ଭାଗବଣ୍ଟାକୁ କେନ୍ଦ୍ରକରି ସରପଞ୍ଚ ଓ ସମିତିସଭ୍ୟାଙ୍କ ସ୍ବାମୀ ହାତାହାତି

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର : ରୁଦ୍ଧଦ୍ବାର ବୈଠକରେ ସରପଞ୍ଚଙ୍କ ସହ ବିଡ଼ିଓଙ୍କ ଆଲୋଚନା ହିଞ୍ଜିଳିକାଟୁ : ପୁରସ୍କାର ସ୍ବରୁପ ମିଳିଥିବା ଅର୍ଥରାଶିରେ ହେବାକୁ ଥିବା ପଞ୍ଚାୟତ ଉନ୍ନୟନ ମୂଳକ କାମ ଭାଗବଣ୍ଟାକୁ କେନ୍ଦ୍ରକରି ଚାଲିଲା ହଟ୍ଟଗୋଳ। ଆପୋଷ ସମାଧାନ ପାଇଁ

ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅକଲ୍ୟାଣ୍ଡରେ ଅବସ୍ଥାପିତ ହେବାକୁ ଥିବା କନସୁଲେଟ ଜେନେରାଲ

ଭୁବନେଶ୍ଵର: ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ନ୍ୟୁଜିଲ୍ୟାଣ୍ଡ ସ୍ଥିତ ଅକଲ୍ୟାଣ୍ଡରେ କନସୁଲେଟ ଜେନେରାଲ ରୂପେ ଅବସ୍ଥାପିତ ହେବାକୁ ଥିବା ମଦନ ମୋହନ ସେଠୀ ସାକ୍ଷାତ କରିଛନ୍ତି। ସାକ୍ଷାତକାର

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: କିଛି ଦିନ ବ୍ୟବଧାନରେ ପୁଣି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଲଘୁଚାପରେ ପରିଣତ ହେବା ପରେ ପଶ୍ଚିମ ଦିଗକୁ ଗତି କରିବ ବୋଲି ସୂଚନା ମିଳିଛି । ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲଘୁଚାପ ଆସନ୍ତା