୨୦୨୫ କ୍ୟାଲେଣ୍ଡର ବର୍ଷରେ ରାଜ୍ୟ କର୍ମଚାରୀଙ୍କୁ ମିଳିବ ୨୬ ସରକାରୀ ଛୁଟି ଓ ୮ ଇଚ୍ଛାଧୀନ ଛୁଟି

ଭୁବନେଶ୍ବର : ରାଜ୍ୟ ସରକାର ଆଜି ମଙ୍ଗଳବାର ୨୦୨୫ ମସିହା ପାଇଁ ଛୁଟି କ୍ୟାଲେଣ୍ଡର ଜାରି କରିଛନ୍ତି। ୨୦୨୫ ଇଂରାଜୀ ବର୍ଷରେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ୨୬ଟି ସରକାରୀ ଛୁଟିଦିନ ଓ ୮ଟି ଇଚ୍ଛାଧୀନ ଛୁଟି(ଯେକୌଣସି ଗୋଟିଏ ଦିନ) ମିଳିବ। ଅବଶ୍ୟ ଏହି ସମସ୍ତ ଛୁଟିରେ ରବିବାର, ଦ୍ୱିତୀୟ ଓ

ଉଭୟ ଉପର ଓ ତଳ ପଡ଼ିଆରେ ଜମିବ ବାଲିଯାତ୍ରା, ଏଥର ଲାଗିବ ବିଦେଶୀ ପର୍ଯ୍ୟଟକଙ୍କ ଗହଳି

କଟକ ୧୨।୧୧: ସଜେଇ ହେଉଛି ବାଲିଯାତ୍ରା ପଡ଼ିଆ । ଉଭୟ ଉପର ଓ ତଳ ପଡ଼ିଆରେ ଜମିବ ଯାତ୍ରା । ଆସନ୍ତା ୧୫ରୁ ଆରମ୍ଭ ହେବାକୁ ଯାଉଛି ଏସିଆର ସର୍ବ ବୃହତ ମୁକ୍ତାକାଶ ବାଣିଜ୍ୟ ମେଳା ବାଲିଯାତ୍ରା । ସବୁଠି ପ୍ରସ୍ତୁତି ଜୋରଦାର । କେଉଁଠି ଟେଣ୍ଟ ବନ୍ଧା ଚାଲିଛି ତ ଆଉ କେଉଁଠି ରାସ୍ତାଘାଟ

ଜୟ ନାରାୟଣଙ୍କ କଟାକ୍ଷ; ‘ବିଜେଡିର ଆୟୁଷ କମ୍‌, ଏବେ ଆଇସିୟୁରେ’

ଭୁବନେଶ୍ବର : ‘ବିଜେଡି ଏବେ ICUରେ, ଥିଲେ ତ୍ କଂଗ୍ରେସ ସହ ମିଶିବ।’ ଆଜି କିଛି ଏଭଳି ଭାବେ ବିଜେଡିକୁ କଟ୍ଟାକ୍ଷ କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜୟ ନାରାୟଣ।ସେ କହିଛନ୍ତି,

ନୂଆ କୁଳପତି ଚୟନ ପ୍ରକ୍ରିୟାରେ ବିଳମ୍ବ କରୁଛି ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର : ରାଜ୍ୟର ତିନି ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଚଳିତମାସ ଶେଷ ସପ୍ତାହରେ ସରିବ। କିନ୍ତୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନୂଆ କୁଳପତି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ ନକରି ପକାଇ ରଖିଛି। ଏହି ବିଳମ୍ବ ଯୋଗୁଁ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ-୧୯୮୯ର ପ୍ରାବଧାନ ଆଧାରରେ

ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା

ଭୁବନେଶ୍ବର : ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା। କଟକ ସାଇବର ଥାନାରେ ଏତଲା ଦେଲେ ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ବାରମ୍ବାର ସୋଶାଲ ମିଡ଼ିଆରେ ଅରୁଚିକର ମନ୍ତବ୍ୟ ଦେଉଥିବା ଅଭିଯୋଗ କରିଛି ସଂଘ।ଓଡ଼ିଶାରେ ଓଡ଼ିଆ ଫିଲ୍ମ

ଶ୍ରୀମନ୍ଦିର ଭିତରକୁ ପଶିଗଲେ ଅଣହିନ୍ଦୁ ମହିଳା, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିରର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଭେଦକରି ଶ୍ରୀମନ୍ଦିର ଭିତରକୁ ପଶିଗଲେ ଅଣହିନ୍ଦୁ ମହିଳା। ତେବେ ଉକ୍ତ ଅଣହିନ୍ଦୁ ଜଣଙ୍କ ଚାଈନିଜ ଭାଷାରେ କଥାବାର୍ତ୍ତା ହେଉଥିବା ଜଣାପଡିଛି। ଲୋକଙ୍କ ଭିଡ ଭିତରେ ଅଣହିନ୍ଦୁ ଜଣକ

ମହାନଦୀରୁ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ : କଟକ ମହାନଦୀ ଘାଟରୁ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର। କାଳିଆବୁଦା ନିକଟ ମହାନଦୀ ଘାଟରୁ ମିଳିଛି ନାବାଳକଙ୍କ ମୃତଦେହ। ଛାତ୍ର ଜଣକ ଗତକାଲି ଘରୁ ସାଇକେଲ ଧରି ବାହାରକୁ ଯାଇଥିଲେ। ଘରକୁ ନଫେରିବାରୁ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ।ପୁଲିସ ସୂଚନା ଅନୁସାରେ

ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଠକେଇ, ୨ ଯୁବକ ଥାନାରେ ଅଟକ

ଭୁବନେଶ୍ବର : ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଠକେଇ ଅଭିଯୋଗ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ନାଁ ନେଇ ଚାକିରୀ କରାଇ ଦେବା କହି ଠକେଇ ଅଭିଯୋଗ। ଏହି ଘଟଣାରେ ୨ ଜଣ ଯୁବକଙ୍କୁ ପାଟଣାଗଡ଼ ଥାନାରେ ଅଟକ ରଖିଛି ପୁଲିସ। ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ଚାକିରୀ କରାଇ

ମାଟି ଖୋଳୁ ଖୋଳୁ ଖସିଲା ଅତଡ଼ା; ୪ ମୃତ, ଫସିଛନ୍ତି ବହୁ ମହିଳା ଓ ଶିଶୁ

ଊକ୍ଷ୍ନୌ : ଉତ୍ତରପ୍ରଦେଶରେ ଆଜି ବେଶ୍‌ ଧୁମଧାମରେ ପାଳିତ ହେଉଛି ଦେବଠାନ ପର୍ବ। ମାତ୍ର ଏହା ପୂର୍ବରୁ କାସଗଞ୍ଜରେ ଘଟିଛି ଅଘଟଣ । ମାଟି ଅତଡ଼ା ଖସି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ମହିଳା ଓ ଜଣେ ଯୁବତୀ ଅଛନ୍ତି। ଏବେ ବି ବହୁ ମହିଳା ଓ ଶିଶୁ

ଏକୁଜଟ୍ ନରହିଲେ କଂଗ୍ରେସ ଛଡ଼ାଇ ନେବ ସଂରକ୍ଷଣ; ମହାରାଷ୍ଟ୍ରରେ ଇଣ୍ଡି ମେଣ୍ଟକୁ ଘେରିଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ବିଜେପି ୪୦୦ ଆସନ ଜିତିଲେ ସମ୍ୱିଧାନ ବଦଳାଇ ଦେବ ଏବଂ ସଂରକ୍ଷଣ ଛଡ଼ାଇ ନେବ ବୋଲି ଇଣ୍ଡି ମେଣ୍ଟ ଲୋକସଭା ନିର୍ବାଚନ ବେଳେ ପ୍ରଚାର କରିଥିଲା । ଯାହାର ପ୍ରଭାବ ମହାରାଷ୍ଟ୍ର, ୟୁପି ପରି ରାଜ୍ୟରେ ଦେଖିବାକୁ ମିଳିଥିଲା । ଯେଉଁଥି ପାଇଁ ବିଜେପି ଏବଂ ଅନ୍ୟ ସହଯୋଗୀ ଦଳଙ୍କୁ କମ ଆସନ