Sign in
Sign in
Recover your password.
A password will be e-mailed to you.
ଚୋରା ସୁନା କାରବାର ର ସମ୍ରାଟଙ୍କ ଉପରେ ଇଡ଼ି ଓ ପୋଲିସ ର ଚଢ଼ାଉ କେବେ…..?
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବଜାର ସାହିର ଚୋରା ସୁନା କାରବାର କରୁଥିବା ସମ୍ରାଟ ବା ମନ୍ତ୍ରୀ ଆଖ୍ୟା ପାଇଥିବା ବ୍ୟକ୍ତିଙ୍କ ଉପରେ ଇଡ଼ି ଓ ଆଇଟି ବିଭାଗ ପକ୍ଷରୁ ଚଢ଼ାଉ କେବେ ହେବ ହେବ..?। ପୂର୍ବରୁ ଆସିକା ବଜାର ସାହିରେ ବହୁ ସୁନା ଦୋକାନ ରହିଥିଲା। ବର୍ତ୍ତମାନ କିଛି ହାତ ଗଣତି!-->…
ବେଧଡକ ଚାଲିଛି ଗଛ କଟା, ଲଣ୍ଡା ହୋଇଗଲାଣି ଜଙ୍ଗଲ, ନିଘୋଡ଼ ନିଦ୍ରାରେ ବନ ବିଭାଗ..
ପୋଡ଼ୁ ଚାଷ ନିମନ୍ତେ ଗଛ କାଟୁ ଥିବା ମତ ରଖିଲେ ବାଲିମେଳା ରେଞ୍ଜର ।
ମାଲକାନଗିରିରେ ସୁରକ୍ଷାକର୍ମୀଙ୍କୁ ସଫଳତା ମାଓବାଦୀଙ୍କ ବଡ଼ ଅସ୍ତ୍ରଭଣ୍ଡାର ଠାବ…
ମାଲକାନଗିରି :ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ରବିବାର ସକାଳେ ଡିଭିଏଫ୍ (DVF) ଯବାନଙ୍କ ପକ୍ଷରୁ କାଲିମେଳା ଥାନା ଅଧୀନ ଗୁଣ୍ଠାବଡ଼ା ଓ କଦମଗୁଡ଼ା!-->…
ସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁ ଅଲାରନାଥ ଯାତ୍ରା ଅବସରରେ ଭାରିଯାନ ଚଳାଚଳ ଉପରେ କଟକଣା
ପୁରୀ : ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁ ଅଲାରନାଥଙ୍କ ଯାତ୍ରା ଅବସରରେ ଭାରୀ ଯାନ (ହେଭି ଭେହିକିଲ) ଚଳାଚଳ ଉପରେ କଟକଣା ଜାରି । ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷ ମହାପ୍ରଭୁ ଅଲାରନାଥଙ୍କ ଯାତ୍ରା ଅବସରରେ ଜିଲ୍ଲାପାଳ!-->…
ମହାନଦୀ ପ୍ରସଙ୍ଗ ଟ୍ରିବୁନାଲରେ ୭ ରାଉଣ୍ଡ ଆଲୋଚନା ଶେଷ, ଅସନ୍ତା ୧୧ରେ ପରବର୍ତ୍ତି ଶୁଣାଣି
ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗ ଟ୍ରିବୁନାଲରେ ଆଜିର ଶୁଣାଣି ଉପରେ ଉଭୟ ଓଡ଼ିଶା ଓ ଛତିଶଗଡର ବୈଷୟିକ ଟିମ ପ୍ରାୟ ୭ ରାଉଣ୍ଡ ଆଲୋଚନା କରିଛନ୍ତି । ପ୍ରାୟ ଦୁଇ ରାଜ୍ୟ ମଧ୍ୟରେ ଜଳ ବିବାଦକୁ ନେଇ ଅସହମତି ଥିବା ଅନେକ ବିଷୟରେ ସହମତି ପ୍ରକାଶ ପାଇଛି । ଜଳ ବଣ୍ଟନ, ଚାହିଦା ଓ ଜଳ ସନ୍ତୁଳିତ ଉପରେ!-->…
ଟିଇଟି ପ୍ରଶ୍ନପତ୍ର ଲିକ୍ ; ପରୀକ୍ଷାର୍ଥୀ ଅସନ୍ତୋଷ
ମହାରାଷ୍ଟ୍ର : ପୁଣି ଲିକ୍ ହେଲା ପ୍ରଶ୍ନପତ୍ର। ମହାରାଷ୍ଟ୍ରରେ ହେବାକୁ ଥିବା ଟିଇଟି(ଶିକ୍ଷକ ଯୋଗ୍ୟତା ପରୀକ୍ଷା)ପୂର୍ବରୁ ପ୍ରଶ୍ନପତ୍ର ଅଭିଯୋଗ। ଆସନ୍ତାକାଲି ଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥାଆନ୍ତା। କିନ୍ତୁ ୨୪ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ ଘଟଣା ସାମ୍ନାକୁ ଆସିଛି। ଘଟଣା!-->…
ଭାରତ ଆସିବେ ଡୋନାଲ୍ଡ ଟ୍ରମ୍ପ!
ନୂଆଦିଲ୍ଲୀ : ଭାରତ ଗସ୍ତ କରି ପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୭ ମସିହା ସୁଦ୍ଧା ଭାରତ ଗସ୍ତ କରିପାରନ୍ତି ବୋଲି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସୂଚିତ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, “ଆମେ ଆଶା!-->…
ପାକିସ୍ତାନରେ ଭୂକମ୍ପ ଝଟକା
ପାକିସ୍ତାନ : ଭେନେଜୁଏଲାର ଶକ୍ତିଶାଳୀ ଭୂକମ୍ପ ପରେ ଆଜି ସକାଳେ ପାକିସ୍ତାନରେ ପୁଣି ଭୂକମ୍ପ ଝଟକା । ଯାହାର ତୀବ୍ରତା ୫.୫ ଥିବା ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳୁଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୩୫ କିଲୋମିଟର ତଳେ ଥିବା!-->…
ମୌସୁମୀ ପ୍ରକୋପ, ଭୂସ୍ଖଳନ ପାଇଁ ସତର୍କତା ଜାରି କଲା ଆଇଏମଡି
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ, ଗୁଜରାଟ ସମତେ ଦେଶର ଅନେକ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହୋଇଛି । ଖୁବ୍ ଶୀଘ୍ର ମଧ୍ୟ ଉତ୍ତରପ୍ରଦେଶ ଏବଂ ରାସ୍ଥାନରେ ମୌସୁମୀ ବାୟୁ ପ୍ରବେଶ କରିବାକୁ ଯାଉଛି । ମୌସୁମୀ ଯୋଗୁଁ ଅନେକ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ପଶ୍ଚିମବଙ୍ଗ ଏବଂ ସିକିମ!-->…
ପୁଣି ଆମେରିକା-ଇରାନ ମୁହାଁମୁହିଁ, ଇରାନ ପ୍ରଥମେ ଶାନ୍ତି ଚୁକ୍ତି ଉଲଂଘନ କରିଛି କହିଲେ ଟ୍ରମ୍ପ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା । ପୁଣି ଇରାନ -ଆମେରିକା ଭୟଙ୍କର ଯୁଦ୍ଧ । ହର୍ମୁଜ ପ୍ରଣାଳୀରେ ମାଲବାହୀ ଜାହାଜ ଉପରେ ଆକ୍ରମଣ ପରେ ଇରାନର ମିସାଇଲ୍ ଓ ଡ୍ରୋନ୍ କେନ୍ଦ୍ର ଉପରେ ଆମେରିକା ହମଲା କରିଛି । ଇରାନ ମଧ୍ୟ ଏହାର ଜବାବ ଦେଇଛି । ହର୍ମୁଜ୍ ପ୍ରଣାଳୀରେ ଏକ!-->…