ଖାଇକୁ ଖସିଲା କାର୍, ୪ ମୃତ

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶ ଚମ୍ବାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚମ୍ବା ଚୁରାହର ନକରୋଡ-ହିମଗିରି ରାସ୍ତାରେ ଏକ କାର୍ ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ଧାର ରାତିରେ ହୋଇଥିବା ଦୁର୍ଘଟଣା ବିଷୟରେ ସ୍ଥାନୀୟ ଲୋକ ଏବଂ

କରାଚିରେ ଆତ୍ମଘାତୀ ଆକ୍ରମଣ, ୪ ସୁରକ୍ଷାକର୍ମୀ ଓ ୬ ଆତଙ୍କୀ ନିହତ

କରାଚି : ପାକିସ୍ତାନରେ ଆତ୍ମଘାତୀ ହମଲା । କରାଚି ଥିବା ଅର୍ଦ୍ଧସାମରିକ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୪ ସୁରକ୍ଷା କର୍ମୀ ଏବଂ ୬ ଆତଙ୍କବାଦୀ ନିହତ ହୋଇଛନ୍ତି । ତାଲିବାନ ସହ ଯୋଡି ହୋଇଥିବା ଜମାତ-ଉଲ-ଆହରାର ନିଜକୁ ଏହି ଘଟଣା ପାଇଁ ଦାୟୀ କରିଛି । ସୂଚନା

ଜାପାନରେ ଭୂକମ୍ପ, ତୀବ୍ରତା ୬.୧

ଜାପାନ : ଆଜି ସକାଳେ ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଉତ୍ତର-ପୂର୍ବ ଜାପାନର ତୀବ୍ରତା ୬.୧ ଥିବା ଜଣାପଡିଛି । କିନ୍ତୁ ଏହି ଭୂକମ୍ପ ପରେ କୌଣସି ସୁନାମୀ ଚେତାବନୀ ଜାରି କରାଯାଇନାହିଁ । ବର୍ତ୍ତମାନ ଏହି ଭୂକମ୍ପ ଯୋଗୁଁ କ୍ଷୟକ୍ଷତି କିମ୍ବା ମୃତାହତର କୌଣସି ସୂଚନା

ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧,୪୩୦କୁ ବୃଦ୍ଧି

ଭେନେଜୁଏଲା: ଭେନେଜୁଏଲାରେ ପ୍ରଳୟ । ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧,୪୩୦କୁ ବୃଦ୍ଧି । ଧ୍ୱଂସାବଶେଷ ତଳେ ଜୀବନ ପାଇଁ ସଂଗ୍ରାମ । ବଡ଼ ବିପର୍ଯ୍ୟୟର ସାମ୍ନା କରିଛି ଭେନେଜୁଏଲା । ଗତ ବୁଧବାର ସନ୍ଧ୍ୟାରେ ଦେଶରେ ଅନୁଭୂତ ହୋଇଥିବା ଦୁଇଟି ଶକ୍ତିଶାଳୀ ଭୂକମ୍ପ ଯୋଗୁଁ

ମହାନଦୀରେ ବୁଡି ତିନି ଯୁବକ ନିଖୋଜ

କଟକ : ମହାନଦୀରେ ଅଘଟଣ । ମହାନଦୀରେ ବୁଡି ତିନି ଜଣ ଯୁବକ ନିଖୋଜ ହୋଇଥିବା ଜଣାଯାଇଛି । ଜଗତପୁର ସାତବାଟିଆ ଅଞ୍ଚଳରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ତିନି ଯୁବକ କଲେଜ ଛାତ୍ର ବୋଲି ପ୍ରାଥମିକ ଭାବେ

ପୂର୍ବତନ ସାଂସଦଙ୍କ ପୁଅ ପରିଚୟ ଦେଇ ଠକେଇ

ଭୁବନେଶ୍ଵର:ପୂର୍ବତନ ସାଂସଦଙ୍କ ପୁଅ କହି ଠକେଇ। ଏଭଳି ହାଇ ପ୍ରୋଫାଇଲ ଠକକୁ  ଗିରଫ କରିଛି ଭୁବନେଶ୍ଵର ଇନ୍‌ଫୋସିଟି ପୋଲିସ। ଲୋକଙ୍କୁ ପୂର୍ବତନ ସାଂସଦ କୃପାସିନ୍ଧୁ ଭୋଇଙ୍କ ପୁଅ କହି ଠକେଇ କରୁଥିଲେ। କାର୍ ସର୍ଭିସ କମ୍ପାନୀ ନାମରେ ୫କୋଟି ଠକେଇ ତାଙ୍କ ନାଁରେ ଅଭିଯୋଗ କରାଯାଇଛି।

ବିଶ୍ବବିଦ୍ୟାଳୟରୁ ମହାବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କଲେ ୬୧ ଅଧ୍ୟାପକ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ୬୧ ଓଡ଼ିଶା ଶିକ୍ଷା ସେବା(କଲେଜ ଶାଖା) ଅଧିକାରୀଙ୍କ ପ୍ରତ୍ୟାବର୍ତ୍ତନ କରାଯାଇଛି। ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟକୁ ଉନ୍ନୀତ ହୋଇଥିବା ଅଧ୍ୟାପକଙ୍କ ପ୍ରତ୍ୟାବର୍ତ୍ତନ ନିଷ୍ପତ୍ତି ନିଆଯାଇଛି। ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଦେବସ୍ନାନ ପୂର୍ଣ୍ଣିମା ଲାଗି ପୁରୀ ବେଳାଭୂମିରେ ପୁଲିସ ପକ୍ଷରୁ ସୁରକ୍ଷା ନିର୍ଦେଶନାମା

ପୁରୀ : ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ପୁରୀ ବେଳାଭୂମିରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ଏକ Public Safety Notice ଜାରି କରାଯାଇଛି ।

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ଝାରସୁଗୁଡ଼ା : ସ୍ତ୍ରୀକୁ ପିଟିପିଟି ସ୍ୱାମୀ ମାରିଦେଇଥିବା ନେଇ ଅଭିଯୋଗ ଆସିଛି ।   ଝାରସୁଗୁଡ଼ା ସଦର ଥାନା ହଂଶାମୁରା କଣ୍ଟାପାଲି, ଘୁନଘୁଟି ପଡ଼ାରେ ଅଭାବନୀୟ ଘଟଣା ।  ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ ।  ଗତକାଲି ରାତିରେ କୌଣସି କାରଣକୁ ନେଇ ସ୍ୱାମୀ

ପାଉଁଶ ଗଦା ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର

ରାଉରକେଲା : ପାଉଁଶ ଗଦା ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର । ରାଉରକେଲା ବୀରମିତ୍ରପୁର ଥାନା ରାମପାଲ୍ ଛକ ନିକଟସ୍ଥ ଧାନ ମିଲ ପାଉଁଶ ଗଦାରୁ ମିଳିଲା ମହିଳାଙ୍କ ମୃତଦେହ । ଧାନ ମିଲରୁ ବାହାରୁଥିବା ଗରମ ଚଷୁକୁ ନିଆଁ ଲଗାଇ ପୋଡ଼ୁଥିବା ବେଳେ ଧାନ ମିଲର ଜଣେ