ମାଲକାନଗିରି ସୁନା ଦୋକାନରୁ ଲୁଟ୍ ଘଟଣା : ଦୀର୍ଘ ୫ ବର୍ଷ ପରେ କନ୍ୟାକୁମାରୀରୁ ଦୁଇ ଚୋର ଗିରଫ, ଦୁଇଶହ ଗ୍ରାମ ସୁନା…

ମାଲକାନଗରି : ମାଲକାନଗରି ନିଶା ଯୁକ୍ତ ମିଠା ଖୁଆଇ ମାଲକାନଗିରି ରେ ଏକ ସୁନା ଦୋକାନ ରୁ ଗତ ୫ବର୍ଷ ତଳେ ଚୋରି ହୋଇଥିବା ସୁନା ଓ ଦୁଇ ଚୋର ଙ୍କୁ ଦୀର୍ଘ ୫ ବର୍ଷ ପରେ କେରଳ ରାଜ୍ୟ କନ୍ୟାକୁମାରୀ ରୁ ଗିରଫ କରିଛି ମାଲକାନଗିରି ପୋଲିସ । ସେମାନଙ୍କ ନିକଟରୁ ଦୁଇଶହ ଗ୍ରାମ ସୁନା ବିସ୍କୁଟ

କାଳିପଲ୍ଲୀ ଚାଷୀଙ୍କୁ ନୂଆ ପରିଚୟ ଦେଉଛି କିଆଫୁଲ

ଟାଟା ଷ୍ଟିଲ ଫାଉଣ୍ଡେସନ ସହଯୋଗରେ ସୁଦୃଢ ହେଉଛି ଜୀବିକା ବ୍ରହ୍ମପୁର : ଗାଁ ରୁ ସହର ଯାଏ କିଆ ଫୁଲର ବାସ୍ନା ବିଷୟରେ କିଏ ନ ଜାଣେ। ମନ୍ଦିରରେ ଠାକୁର ପୂଜା ଠାରୁ ଆରମ୍ଭ କରି ଘର ସଜ୍ଜା ପର୍ଯ୍ୟନ୍ତ ସବୁଠି ମହକୁ ଥାଏ କିଆ ଫୁଲର ବାସ୍ନା। ସେଥିପାଇଁ କଥା କଥାରେ ଲୋକେ କୁହନ୍ତି,

ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପ୍ରତ୍ୟାହାର ଓ ବୈଜ୍ଞାନିକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ଦାବୀ

ମାନବ ଅଧିକାର ସୁରକ୍ଷା ମଞ୍ଚର ବିକ୍ଷୋଭ ବ୍ରହ୍ମପୁର : ଚଳିତ ବର୍ଷ ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟ ପୁସ୍ତକରେ ଯେଉଁଭଳି ହଜାର ହଜାର ତୃଟି ଉଲ୍ଲେଖ ରହିଛି, ତାହା ସଭ୍ୟ ସମାଜରେ ଆଦୌ ସହଜରେ ଗ୍ରହଣୀୟ ହୋଇପାରୁନାହିଁ l ପ୍ରକାଶ ଯେ, ତୃଟି ଗୁଡିକୁ ଏକ ଷଡ଼ଯନ୍ତ୍ର

ମୌସୁମୀ ଋତୁର ମୁକାବିଲା ପାଇଁ ଟିପିଏସ୍ଓଡିଏଲ୍ ପ୍ରସ୍ତୁତ

-- ଛଅଟି ସର୍କଲରେ ମୁତୟନ ଅଛନ୍ତି ୫,୯୨୫ ଜଣିଆ ଉତ୍ସର୍ଗୀକୃତ ଦଳ-- ରଣନୀତିକ ସ୍ତରରେ ମହଜୁଦ ରହିଛି ଜରୁରୀକାଳୀନ ସାମଗ୍ରୀ ଏବଂ ଉପକରଣ-- ତ୍ୱରିତ ପଦକ୍ଷେପ ପାଇଁ ଛଅଟି ମୋବାଇଲ୍ ସବଷ୍ଟେସନ୍ ଏବଂ ଦୁଇଟି ଟାୱାର ୱାଗନ୍ ରଖାଯାଇଛି-- ୧୧ କେଭି ଏବଂ ୩୩ କେଭି ଲାଇନର ଡ୍ରୋନ ଆଧାରିତ ସର୍ଭେ--

ସଂରକ୍ଷିତ ଜଙ୍ଗଲରୁ ଲଘୁ ଖଣିଜ ଦ୍ରବ୍ୟ ବେଆଇନ ଚାଲାଣ : ୨ଟ୍ରାକ୍ଟର ସହିତ ୨ଗିରଫ

ନୟାଗଡ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଗୋଛା ସଂରକ୍ଷିତ ଜଙ୍ଗଲରୁ ଲଘୁ ଖଣିଜ ଦ୍ରବ୍ୟ ବେଆଇନ ଚାଲାଣ ହେଉଥିବା ଖବର ପାଇ ଡିଏଫଓଙ୍କ ନିର୍ଦ୍ଦେଶରେ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକଙ୍କ ନେତୃତ୍ୱରେ ବନପାଳ ସରିତା ବରାଳ, ବନରକ୍ଷୀ ଅର୍ଧେନ୍ଦୁ ପରିଡ଼ା, ଅନିଲ କୁମାର ପାତ୍ରଙ୍କ ସମେତ

ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅରାଜ୍ୟ ଗୋପଗୋପାଳ ସମାଜ

ନୟାଗଡ଼:ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ମହୀତମା ଗ୍ରାମରେ ଅବସ୍ଥିତ ପ୍ରାଚୀନ ଶ୍ରୀ ରାଧାମାଧବ ଜୀଉଙ୍କ ପବିତ୍ର ମନ୍ଦିର ପରିସରରେ ‘ନଅ ରାଜ୍ୟ ଗୋପଗୋପାଳ ସମାଜ’ର ଏକ ବିଶାଳ ବେହେରା ସମ୍ମିଳନୀ ଅତ୍ୟନ୍ତ ସାମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ଗୋପାଳ ସମାଜର ଭାଇଭଉଣୀ ମାନଙ୍କ ମଧ୍ୟରେ

ନିଜ ବିଭାଗରୁ ସବ୍‌ସିଡି ନେଇ ବିବାଦରେ କେନ୍ଦ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀ ନିଜ ବିଭାଗରୁ ବିଭିନ୍ନ ଯୋଜନା ବାବଦକୁ ୯୯ ଲକ୍ଷ ୬୦ ହଜାର ଟଙ୍କା ନେଇଥିବା ଜଣାପଡ଼ିବା ପରେ ବିବାଦ ସୃଷ୍ଟି ହୋଇଛି।ସୂଚନାନୁଯାୟୀ ବାଣିଜ୍ୟିକ କୃଷିର ବିକାଶ ପାଇଁ ଫାର୍ମ କରିଥିବା ବ୍ୟକ୍ତିବିଶେଷଙ୍କୁ

ସେସେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେଲେ ମୋଦି

ନୂଆଦିଲ୍ଲୀ : ସେସେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେଲେ ପ୍ରଧାନମନ୍ତ୍ରୀ ମୋଦି । ସେସେଲ୍ସର ରାଷ୍ଟ୍ରପତି ଡ. ପାଟ୍ରିକ ହର୍ମିନି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ “ଗାର୍ଡିଆନ ଅଫ ଦି ବ୍ଲୁ ହୋରାଇଜନ’ ପ୍ରଦାନ କରିଛନ୍ତି । ପରିବେଶ ସଂରକ୍ଷଣ,

ସାଉଦି ଆରବରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୪ ମୃତ

ନୂଆଦିଲ୍ଲୀ : ହେଲିକପ୍ଟର କ୍ରାଶ୍ ରେ ୧୪ ମୃତ । ସାଉଦି ଆରାମକୋର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି । ସାଉଦି ଆରବର ପୂର୍ବ ପ୍ରଦେଶରେ ଥିବା ପ୍ରମୁଖ ତୈଳ କମ୍ପାନୀ ‘ସାଉଦି ଆରାମକୋ ଦ୍ବାରା ପରିଚାଳିତ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ ତାନୁରା