ମୋବାଇଲ ପାଇଁ ଭାଇ ଓ ବାପାକୁ ହାଣିଦେଲା ପୁଅ

ଉଦଳା : ସାମାନ୍ୟ ମୋବାଇଲ ପାଇଁ ବାପା ଓ ଭାଇକୁ ହାଣିଦେଲା ପୁଅ ।  ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଶିରାଥଳି ଗାଁରେ ଅଭାବନୀୟ ଘଟଣା ଘଟିଛି ।  ଉଭୟ ଗୁରୁତରଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି ।  ଗାଁର ସଦାନନ୍ଦ ବାରିକଙ୍କ ସାନପୁଅ ସୁଶାନ୍ତ ରାସ୍ତାରୁ ଏକ ମୋବାଇଲ ପାଇଥିଲେ ।

କାଲି ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ଆଜି ସକାଳ ୭ଟା ୧୫ରେ ସେନାପଟା ଲାଗି ନିମନ୍ତେ ଦଇତାପତି ସେବାୟତ ମାନେ ଶ୍ରୀ ମନ୍ଦିର କୁ ପ୍ରବେଶ କରିଥିଲେ l ଗତକାଲି ରାତିରେ ରତ୍ନ ସିଂହାସନରେ କୋଠ ସୁଆସିଆଙ୍କ ଦ୍ୱାରା ଚାର ମାଳ ବନ୍ଧା କାର୍ଯ୍ୟ କରାଯାଉଥିବାରୁ ଗତକାଲି ରାତ୍ର ପହୁଡ଼ ହୋଇନାହିଁ

୪ ବର୍ଷର ଶିଶୁ ଉପରେ ଚଢ଼ିଗଲା ମିନିଟ୍ରକ୍, ମାଆ ଆଗରେ ଚାଲିଗଲା ପିଲାର ଜୀବନ

ଉମରକୋଟ: ମାଆ ଆଖି ଆଗରେ ଚାଲିଗଲା ଛୁଆର ଜୀବନ । ୪ ବର୍ଷର ଶିଶୁ ଉପରେ ଚଢ଼ିଗଲା ମିନିଟ୍ରକ୍। ଘଟଣାସ୍ଥଳରେ ଶିଶୁର ମୃତ୍ୟୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୁରୁଣା ବସ ଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଝରିଗାଁ ବ୍ଲକ ଡଙ୍ଗରିଗୁଡା ପଂଚାୟତ କୋଇଗାଁ ଅଞ୍ଚଳର ଜଣେ ମହିଳା

ଏକ ପେଡ୍ ମା କେ ନାମ ଓ ପ୍ରଧାନମନ୍ତ୍ରୀଙ୍କ ୧୩୫ତମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼ ,୨୮/୬(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନିକଟସ୍ଥ କୋଟଣୀ ଶିଳାସ୍ଥିତ ଡିପି ଆଗ୍ରୋ ଇକୋ ରିଟ୍ରିଟ କମ୍ପାନୀ ଆନୁକୂଲ୍ୟରେ ଓ କମ୍ପାନୀ ଅଧ୍ୟକ୍ଷା ଦୀପ୍ତି ପ୍ରଭା ସାହୁଙ୍କ ଆବାହକତ୍ୱରେ ରବିବାର ଦିନ କୋଟଣିଶୀଳା ସ୍ଥିତ ଡିପି ଆଗ୍ରୋ ଇକୋ ରିଟ୍ରିଟ

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ପୋଲିସ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଗୁରୁତର ଅଭିଯୋଗ ଉଠିଛି । ଏହି ଘଟଣା ସମ୍ପର୍କରେ ପୋଲିସ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ

ଗଳା କାଟି ମାଆ ଓ ଝିଅଙ୍କୁ ବୀଭତ୍ସ ହତ୍ୟା

କରଞ୍ଜିଆ: ମାଆ ଓ ଝିଅଙ୍କୁ ବୀଭତ୍ସ ହତ୍ୟା । ସନ୍ଦେହ ଜନକ ଅବସ୍ଥାରେ ଘର ଭିତରୁ ମାଆ ଝିଅଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ । ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଡକେଇପାଳ ଗ୍ରାମର ମୁକ୍ତାଝରୀ ସାହିର ଚୈତ୍ଯନ ଟୁଡୁ ଗତକାଲି ଦିନ ୧୦ଟାରେ ବାହାରକୁ ଯାଇଥିଲେ । ଦିନ ୨ଟାରେ ଘରକୁ

ଅଲାରନାଥଙ୍କ ପୀଠରେ ଟ୍ରାଫିକ୍ କଟକଣା; ତିନୋଟି ସ୍ଥାନରେ ହେବ ପାର୍କିଂ

ପୁରୀ:ମହାପ୍ରଭୁ ଶ୍ରୀଜଗନ୍ନାଥ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ଗୁପ୍ତସେବା ପାଇଥାନ୍ତି । ଏହି ସମୟରେ ଭକ୍ତମାନେ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି । ଶାସ୍ତ୍ରରେ ବର୍ଣ୍ଣିତ ଅଛି, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ

ବିବାହ ଭୋଜିରେ ମଟନ ବଦଳରେ ଚିକେନ ଦେଲେ ବୋଲି ବେକ କାଟିଦେଲେ

ବାଲେଶ୍ବର: ମଟନ ବଦଳରେ ଚିକେନ ଦେଲେ ବୋଲି ୪ ନାବାଳକ ହାଣିଦେଲେ କ୍ୟାଟରିଂ ବୟର ବେକକୁ । ବାଲେଶ୍ବର ରେମୁଣା ଥାନା ଅଠାନ୍ତର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର କ୍ୟାଟରିଂ ବୟଙ୍କୁ ଫକୀରମୋହନ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା

ନୟାଗଡ ଜେଲ ହସ୍ପିଟାଲରେ ବିଚିତ୍ର ବ୍ୟବସ୍ଥା। : ଔଷଧ ଦେଉଛନ୍ତି କଏଦୀ

ନୟାଗଡ:ନୟାଗଡ଼ ଜିଲ୍ଲା ମୁଖ୍ୟ କାରାଗାରରେ ସାଙ୍ଘାତିକ ସ୍ଥିତି ।ଜେଲର ଚାରିକାନ୍ଥ ମଧ୍ୟରେ ସବୁକିଛି ଠିକ୍ ଚାଲୁଥିବା ଜଣାପଡିଥିଲେ ମଧ୍ୟ ବାସ୍ତବରେ ବହୁ ବେଆଇନ କାର୍ଯ୍ୟ ଚାଲୁଥିବା ଅଭିଯୋଗ ଆସିଛି। ବିଶେଷ କରି ଜେଲ ମଧ୍ୟରେ କଏଦୀ ମାନଙ୍କୁ ଯୋଗାଇ ଦିଆଯାଉଥିବା ସ୍ବାସ୍ଥ୍ୟସେବାକୁ ନେଇ ଏବେ

ବଜ୍ରାଘାତରେ ମା’–ଝିଅଙ୍କ ମୃତ୍ୟୁ, ନିନାଶପାଣୀ ଗ୍ରାମରେ ଶୋକର ଛାୟା

ଉମରକୋଟ/ରାଇଘର : ରାଇଘର ମୁଣ୍ଡିବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନିନାଶପାଣୀ ଗ୍ରାମରେ ଏକ ହୃଦୟବିଦାରକ ଓ ଅଭାବନୀୟ ଘଟଣା ଘଟିଯାଇଛି। ବଜ୍ରାଘାତରେ ମା’ ଓ ଝିଅଙ୍କ ଅକାଳ ମୃତ୍ୟୁ ଘଟିଥିବା ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତକ ଦୁଇଜଣ ହେଲେ ଦୈମତୀ ମୁଦୁଲି ଓ ତାଙ୍କ ଝିଅ