Sign in
Sign in
Recover your password.
A password will be e-mailed to you.
ଜୁଲାଇରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ
ନୂଆଦିଲ୍ଲୀ: ଏହି ବର୍ଷ, ଦେଶର ବିଭିନ୍ନ ରାଜ୍ୟରେ ଜୁଲାଇ ମାସରେ ମୋଟ ୧୨ ଦିନ ପାଇଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଜୁଲାଇରେ ଚାରିଟି ରବିବାର ଏବଂ ଦୁଇଟି ଶନିବାର ଛୁଟି ବ୍ୟତୀତ, ବିଭିନ୍ନ ସ୍ଥାନୀୟ ପର୍ବ ପାଇଁ ମୋଟ ଛଅଟି ଛୁଟି ରହିବ। ତେବେ ଚଳିତ କ୍ୟାଲେଣ୍ଡରରେ ଜୁଲାଇ ମାସ ସବୁଠାରୁ କମ୍!-->…
ତାମିଲନାଡୁ ଗ୍ୟାସ ଲିକ୍ ଦୁର୍ଘଟଣା: ଓଡ଼ିଶା ଫେରିଲେ ୬୨ ଶ୍ରମିକ
ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ଘଟିଥିବା ଭୟାବହ ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଓଡ଼ିଆ ଶ୍ରମିକମାନେ ଶେଷରେ ସୁରକ୍ଷିତ ଭାବେ ନିଜ ମାଟିକୁ ଫେରିଛନ୍ତି। ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ ଏବଂ ଶ୍ରମ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶନିବାର!-->…
ପ୍ରତିବାଦ ସମୟରେ ଟଳିପଡିଲେ ବିଜେପି ସାଂସଦ ହର୍ଷ ମହାଜନ
ସିମଲା: ହିମାଚଳ ପ୍ରଦେଶର ରାଜ୍ୟ ସଭା ସାଂସଦ ହର୍ଷ ମହାଜନ ଶନିବାର ଦିନ ସିମଲାରେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ। ସେ ସିମଲା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ବାହାରେ ଭାରତୀୟ ଜନତା ପାର୍ଟିର ପ୍ରତିବାଦରେ ଯୋଗ ଦେବାକୁ ଆସିଥିଲେ। ବିଡିସି ଅଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଠନରେ!-->…
ରାଜଗାଙ୍ଗପୁରରେ ଶାନ୍ତିଶୃଙ୍ଖଳାର ସହ ମହରମ୍ ଶୋଭାଯାତ୍ରା ସମ୍ପନ୍ନ: ସୁରକ୍ଷା ବଳୟରେ ୯ଟି ଆଖଡ଼ା, ଡ୍ରୋନ୍ ଓ…
ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ପବିତ୍ର ମହରମ୍ ପର୍ବ ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନା ଓ ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି। କର୍ବଲାର ଅମର ଶହୀଦଙ୍କ ସ୍ମୃତିଚାରଣ ପୂର୍ବକ ସହରରେ ଆୟୋଜିତ ଏହି ପାରମ୍ପରିକ ଶୋଭାଯାତ୍ରାରେ ମୋଟ ନଅଟି ଆଖଡ଼ା ସାମିଲ ହୋଇଥିଲେ। ଗତ!-->…
ଶ୍ରୀମନ୍ଦିରରେ ଆଜି ରାତି ସାଢ଼େ ଦଶଟାରୁ ଆସନ୍ତାକାଲି ଦିନ ଗୋଟାଏ ଯାଏ ଦର୍ଶନ ବନ୍ଦ
ପୁରୀ : ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି । ସାଢେ ୧୪ ଘଣ୍ଟା ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ରାତି ସାଢ଼େ ଦଶଟାରୁ ଆସନ୍ତାକାଲି ଦିନ ଗୋଟାଏ ଯାଏ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ!-->…
ବାଲିଗୁଡାରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ତରଫରୁ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳନ ହୋଇଯାଇଛି l ଏଥିରେ ସଂଘ ର କାଳିନ୍ଦୀ ଚରଣ ପଣ୍ଡା ଓ ଅନନ୍ତ କୁମାର ଦାସ ଙ୍କ ସମେତ ଜିଲ୍ଲା ପ୍ରଚାରକ,ସହ ବିଭାଗ ପ୍ରଚାରକ,!-->…
ଯୁବତୀଙ୍କୁ ପୋଡ଼ି ମାରି ଦେବାକୁ ଉଦ୍ୟମ
ରାଉରକେଲା : ଯୁବତୀଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ । ଏକତରଫା ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଯୁବତୀଙ୍କ ଘରେ ନିଆଁ ଲଗାଇଲା ପ୍ରେମିକ । ରାଉରକେଲା ବିଶ୍ରା ଥାନା ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରେ ନୃଶଂସ କାଣ୍ଡ । କିଞ୍ଜିରକେଲାର ରଜତ କିରୋ ଜାରାଟୋଲା!-->…
ଦଳିତ ମହିଳା ପାଚିକାଙ୍କ ନିଯୁକ୍ତିକୁ ନେଇ ବିବାଦ
କଣ୍ଟାବାଞ୍ଝି : ବଲାଙ୍ଗୀରରେ ରାଜନଗର ରିପିଟ୍ । ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇଲେ ଲୋକ । ଦଳିତ ଶ୍ରେଣୀର ମହିଳା ପାଚିକାଙ୍କ ନିଯୁକ୍ତିକୁ ନେଇ ବିବାଦ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଘୁଷୁରାମୁଣ୍ଡା ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା!-->…
ଏମ୍ସରେ ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଆକ୍ରମଣ
ଭୁବନେଶ୍ବର : ରୋଗୀ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ । ଡାକ୍ତରଙ୍କୁ ଆକ୍ରମଣ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମାଡ଼ । ଭୁବନେଶ୍ବର ଏମ୍ସ ହସ୍ପିଟାଲ ପରିସର ପାଲଟିଲା ରଣକ୍ଷେତ୍ର । ବିଷ ପିଇ ଗୁରୁତର ଅବସ୍ଥାରେ ଯାଆଁଳା ଓଗାଳପଡ଼ାର ଶିବଶଙ୍କର ବେହେରା ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଜି ସକାଳୁ!-->…
ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଶ୍ରୀମନ୍ଦିରରେ ହାଇ-ଟେକ୍ ନଜର ଓ ଡିଜିଟାଲ୍ ସର୍ଭେଲାନ୍ସ
ପୁରୀ : ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଜୁନ୍ ୨୯ରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଚଳିତ ବର୍ଷ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପ୍ରାୟ ୩ ରୁ ୪ ଲକ୍ଷ ଭକ୍ତଙ୍କ ସମାଗମ!-->…