ସ୍ନାନ ବେଦୀରେ ଗଜବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନ ବେଦୀରେ ସ୍ନାନ ପରେ ସୋମବାର ସନ୍ଧ୍ୟାରେ ପୁରୀରେ ଶ୍ରୀଜୀଉ ମାନେ ଏକ ସ୍ୱତନ୍ତ୍ର ବେଶରେ ଦର୍ଶନ ଦେଇଛନ୍ତି। ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ବଡ଼ ଭାଇ ପ୍ରଭୁ ବଳଭଦ୍ରଙ୍କୁ ହାତୀ ବେଶ କିମ୍ବା ଗଜାନନ ବେଶରେ ସଜ୍ଜିତ କରାଯାଇଥିବା ବେଳେ ଭଉଣୀ

ବାପା-ଭଉଣୀ ଆଗରେ ଯୁବକଙ୍କୁ ପିଟି ପିଟି ହତ୍ୟା

ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ବିଭତ୍ସ ହତ୍ୟା କାଣ୍ଡ । ଖଣ୍ଡଗିରି ଥାନା ଠାରୁ ମାତ୍ର କିଛି ଦୂର କୋଳଥିଆ ଅଞ୍ଚଳରେ ଜଣେ ଯୁବକଙ୍କୁ ଲୁହାରଡରେ ପିଟି ପିଟି ହତ୍ୟା କରିଛନ୍ତି ଦୁର୍ବୁତ୍ତମାନେ । ମୃତ ଯୁବକ ହେଲେ କୃଷ୍ଣଚନ୍ଦ୍ର ପାଢ଼ୀ ଓରଫ ବୁଦ୍ଧି (୨୦) । କୃଷ୍ଣଚନ୍ଦ୍ରଙ୍କ ସମେତ ତାଙ୍କ

ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ମୟୂରଭଞ୍ଜ: ଶିକ୍ଷକଙ୍କ ପାଇଁ ଚାଲି ଚାଲି ଆସି ବ୍ଲକ ଶିକ୍ଷା ଅଧିକାରୀଙ୍କୁ କଲେ ଗୁହାରି। ଡହଡହ ଖରାରେ ଛାତ୍ରଛାତ୍ରୀ ଦୁଇ କିଲୋମିଟର ଚାଲିଚାଲି ଆସି ‘ଆମକୁ ମାଷ୍ଟର୍ ଦିଅ’ କହି ଜଣାଇଲେ ଗୁହାରି। ଶିକ୍ଷକ ନିଯୁକ୍ତିକୁ ନେଇ କଲେ ଦାବି। ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଦେଖିବାକୁ ମିଳିଛି ଏଭଳି

ଅଷ୍ଟମ ଶ୍ରେଣୀ ବହିରେ ‘ନିମ୍ବୋଡ଼ା ନିମ୍ବୋଡ଼ା’ ଗୀତ, ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ତ୍ରୁଟିପୂର୍ଣ୍ଣ ବହି ବଣ୍ଟାଯିବା ପରେ ସାରା ରାଜ୍ୟ ସହ ଦେଶରେ ମଧ୍ୟ ଓଡିଶା ସରକାରଙ୍କ ଛବି ଖରାପ ହେବାରେ ଲାଗିଛି। ଏହା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଜ୍ୟର ସରକାରୀ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ

ରଥଯାତ୍ରାକୁ ନଜରରେ ରଖି ପୁରୀରେ ୫୦ ଫେକ୍ ହୋଟେଲ୍ ବୁକିଂ ୱେବସାଇଟ ବ୍ଲକ

ପୁରୀ: ଜୁଲାଇ ୧୬ ତାରିଖରେ ହେବାକୁ ଥିବା ରଥଯାତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ଆଶା ରହିଛି। ଏହାକୁ ନଜରରେ ରଖି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ବୃଦ୍ଧି ପାଉଥିବା ଅନଲାଇନ୍ ହୋଟେଲ ବୁକିଂ ଠକେଇର ମୁକାବିଲା ପ୍ରୟାସକୁ ତ୍ୱରାନ୍ୱିତ କରିଛି। ଫଳରେ ଗତ ସପ୍ତାହରେ ପ୍ରାୟ

ରାଜସୁନାଖଳା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ

ନୟାଗଡ଼ (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ରୀ ଜଗନ୍ନାଥ ଜୀଉଙ୍କ ସ୍ନାନ ପୂର୍ଣ୍ଣିମା ନୀତି ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସମ୍ପାଦକ ଜଗନ କୁମାର ନାୟକ ଓ କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ମହାପାତ୍ରଙ୍କ ମିଳିତ

ଜନଶୁଣାଣୀ ଶିବିର ଅନୁଷ୍ଠିତ

ନୟାଗଡ଼ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ପଞ୍ଚାୟତ ସମିତି ସଭାଗୃହରେ ବ୍ଲକ ଉନ୍ନୟନ ଅଧିକାରୀ ମନୋଜ ନାୟକଙ୍କ ଆବାହକତ୍ୱରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥ, ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର , ଜିଲ୍ଲା ପରିଷଦ

କୋରାପୁଟରେ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ, ‘ପ୍ରଶାସନିକ ତଥ୍ୟର ସମ୍ଭାବନା’ ଉପରେ ଆଲୋଚନା

କୋରାପୁଟ : ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ପକ୍ଷରୁ ଆଜି ସ୍ଥାନୀୟ ଡି.ଏନ.କେ ସଦଭାବନା ସଭାଗୃହରେ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି। ଯୋଜନା ଓ ପରିସଂଖ୍ୟାନ ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ

ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ

ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସୋମବାର ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଭକ୍ତଙ୍କ ଚଳ ଚଞ୍ଚଳ ସହ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା। ମନ୍ଦିର ପରିସରସ୍ଥ ସ୍ନାନ ମଣ୍ଡପକୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡି ପହଣ୍ଡିରେ ବିଜେ

ଲମତାପୁଟ ବ୍ଲକରେ ମିଳିତ ଜନଶୁଣାଣି ଶିବିର: ୫୪ଟି ଅଭିଯୋଗର ଶୁଣାଣି

ଲମତାପୁଟ : ଲମତାପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସପି) ରୋହିତ ବର୍ମା ପ୍ରମୁଖ ଯୋଗଦେଇ