ଆକ୍ସନ୍ ମୋଡରେ ମନ୍ତ୍ରୀ, ଫୋନରେ ଅଧିକାରୀଙ୍କୁ କଲେ ତାଗିଦ୍

ବାଙ୍ଗିରିପୋଷି : ଆକ୍ସନ୍ ମୋଡରେ ମନ୍ତ୍ରୀ, ଫୋନ୍ ରେ କରୁଛନ୍ତି ତାଗିଦ୍ । କହୁଛନ୍ତି ଯେଉଁ ଭଳିଆ ରାଜପଥ ମରାମତି କାମ କରୁଛନ୍ତି ,ଆପଣଙ୍କୁ ଜେଲ ପଠେଇ ଦେବା କଥା । ଏମିତି କଣ କାମ କରାଯାଏ । ଏଭଳି ଅନେକ କଥା କହୁଛନ୍ତି ଖୋଦ୍ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ସିଧା…

ଏନକ୍ଲୋଜରରୁ ବାହାରି ଘଞ୍ଚ ଜଙ୍ଗଲ ଗଲା ‘ଜିନତ୍’

ବାରିପଦା: ଏନ୍‌କ୍ଲୋଜର୍‌ରୁ ବାହାରିଲା ବାଘୁଣୀ ‘ଜୀନ୍ନତ’। ଶିମିଳିପାଳର ଉତ୍ତର ଡିଭିଜନ୍ କୋର୍‌ ଏରିଆକୁ ଛଡ଼ାଗଲା। ରାତି ୯ଟା ୩୦ରେ ଛଡ଼ାଯାଇଥିବା ନେଇ ଶିମିଳିପାଳ RCCF ସୂଚନା ଦେଇଛନ୍ତି। ତେବେ ୨୪ ଘଣ୍ଟିଆ ମନିଟରିଂରେ ରହିବ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ‘ଜୀନ୍ନତ’। ଏବେ…

ଚୋରା ଗାଡି ବିକ୍ରି ର ପେଣ୍ଠ ସ୍ଥଳି କନ୍ଧମାଳ: ବିକ୍ରି ହୋଇଛି ଦାମୀ ଗାଡି…

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ କିଛି ଦିନ ହେବ ଛୋଟ ଛୋଟ କଲେଜ ପିଲା ମାନେ ଦାମି ମଟର ସାଇକେଲ ଧରି ଫୁଲବାଣୀ ସହରରେ ହାଇପ୍ଷିଡରେ ବୁଲୁଥିବା ଦେଖିବାକୁ ମିଳୁଛି । ଉକ୍ତ ମଟର ସାଇକେଲ ସବୁ ରାଜଧାନୀ ଭୁବନେଶ୍ବର ଉପକଣ୍ଠରୁ ଚୋରି କରି କିଛି ଅସାଧୁ ବ୍ୟକ୍ତି କନ୍ଧମାଳ…

ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲା: ୬ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ…

ବାଲିଗୁଡା, : ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାରେ ସୋମବାର ରାୟ ଶୁଣାଇଛନ୍ତି ଗଞ୍ଜାମ ଜିଲା ଓ ଦୌରାଜଜ୍ ରୂପଶ୍ରୀ ଚୌଧୁରୀ। ଏହି ମାମଲାରେ ୬ ଜଣ ଅଭିଯୁକ୍ତ ରାମ ନାରାୟଣ ନାହାକ, କାହ୍ନୁ ଚରଣ ସାହୁ, କେ.ବିଶ୍ୱଜିତ୍…

ପୂର୍ବତନ ସଙ୍ଘ ଚାଳକ ରମେଶ ଚନ୍ଦ୍ର ସାହୁଙ୍କ ପରଲୋକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ବରିଷ୍ଠ କର୍ମକର୍ତ୍ତା ତଥା ପୂର୍ବତନ ସଙ୍ଘ ଚାଳକ ରମେଶ ଚନ୍ଦ୍ର ସାହୁଙ୍କ ରବିବାର ଭୋରରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୮୦ ବର୍ଷ ହୋଇଥିଲା ।କନ୍ଧମାଳ ଜିଲ୍ଲାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘକୁ ସକ୍ରିୟ…

ବନଜୋସ୍ନା ସାହିତ୍ୟ ସଂସଦର ସାଧାରଣ ପରିଷଦ ବୈଠକ

ଫୁଲବାଣୀ: ଫୁଲବାଣୀ ତଥା କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜୋ୍ୟସ୍ନା ସାହିତ୍ୟ ସଂସଦର ସାଧାରଣ ପରିଷଦ ବୈଠକ ଏବଂ ଏହାର ୧୭ ତମ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁଣି ସଭାପତି ଭାବରେ ପ୍ରଶାନ୍ତ କୁମାର ବେହେରା, ଏବଂ ମୁଖ୍ୟ ସମ୍ପାଦକ ଭାବରେ…

ଅଙ୍ଗନବାଡି କର୍ମୀ ସମାବେଶ : ଡିସେମ୍ବର ୧୯ ରେ ଆନ୍ଦୋଳନ ଚେତାବନୀ

ସମ୍ବଲପୁର/ କୁଚିଣ୍ଡା : ସରକାର ଦିନକୁ ଦିନ ଅଙ୍ଗନବାଡି କର୍ମୀ ଙ୍କ ଉପରେ କାର୍ଯ୍ୟଭାର ବଢାଇ ଚାଲିଛନ୍ତି l ହେଲେ ସେମାନଙ୍କ ଭତ୍ତା ବୃଦ୍ଧି ହେଉ ନାହିଁ l ସାମାଜିକ ନିରାପତ୍ତା ଯୋଜନା ରେ ସାମିଲ କିମ୍ବା ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆ ଯାଉ ନାହିଁ l ତେଣୁ ଏ ଦିଗରେ ପଦକ୍ଷେପ…

ଜିଲ୍ଲାସ୍ତରୀୟ ୟୁଥ ରେଡ଼କ୍ରସ ଶିବିର ଉଦଘାଟିତ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ଅବସ୍ଥିତ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ୟୁଥ ରେଡ଼ କ୍ରସ ଶିବିର ଉଦଘାଟିତ ହୋଇଯାଇଛି । ଏହି ଭଦଘାଟନୀ ଉତ୍ସବରେ ଜିଲ୍ଲାରେ ରେଡ କ୍ରସ ଚେୟାରମେନ ତଥା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧକ୍ଷ୍ୟ ଡଃ ସୁବାଶ…

ସାଇ ପ୍ରଭୁଜି ଗ୍ଲୋବାଲ ସ୍କୁଲର ତୃତୀୟ ବାର୍ଷିକ ଉତ୍ସବ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହି ସ୍ଥିତ ସାଇ ପ୍ରଭୁଜି ଗ୍ଲୋବାଲ ସ୍କୁଲର ତୃତୀୟ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ କରି ଶ୍ରୀ ଜଗନ୍ନାଥଙ୍କ…