ଭଦ୍ରକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଭଦ୍ରକ: ଭଦ୍ରକ ଉତ୍ତେଜନା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିଲେ । ଭଦ୍ରକ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଏ ନେଇ ଭଦ୍ରକ ଏସପି ସୂଚନା ଦେଇଛନ୍ତି । ବ୍ୟାପକ ଉତ୍ତେଜନା ପରେ ନିୟନ୍ତ୍ରଣରେ ଭଦ୍ରକ ପୁରୁଣା ଥାନା

ଭାଷଣ ଦେବା ବେଳେ ଅସୁସ୍ଥ ହୋଇପଡ଼ିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଷ୍ଟେଜ ଉପରେ ହଠାତ୍‌ ଅସୁସ୍ଥ ହେଲେ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ। ଆଜି ସେ ଜମ୍ମୁ-କଶ୍ମୀରର କଠୁଆରେ ଆୟୋଜିତ ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥତା ସତ୍ତ୍ୱେ ସେ ନିଜର ଭାଷଣ ଶେଷ କରିବା ସହ ବିଜେପିକୁ ସମାଲୋଚନା

ଗାଡ଼ି ଚେକିଂ ବେଳେ ମିଳିଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର: ଗାଡ଼ି ଚେକିଂ ବେଳେ ମିଳିଲା ପୁଳାପୁଳା ଟଙ୍କା । ଓମ୍‌ଫେଡ୍‌ ଛକ ନିକଟରେ କାର୍‌ରୁ ଟଙ୍କା ଜବତ କଲା ପୋଲିସ । ୪ ଲକ୍ଷ ୭୭ ହଜାର ଟଙ୍କା ଜବତ ସହ ଜଣେ ଯୁବକକୁ ଅଟକ ରଖିଛି ପୋଲିସ । ବ୍ୟକ୍ତି ଜଣଙ୍କ ହେଲେ ଦିବ୍ୟଜ୍ୟୋତି ନାୟକ। ପୋଲିସ ତାଙ୍କୁ ଅଟକ ରଖି ଟଙ୍କା ବାବଦରେ ପଚରାଉଚରା

ଆନ୍ଦୋଳନରୁ ଓହରିଲେ ନର୍ସିଂ ଅଫିସର, ଆଜିଠୁ ସ୍ବାସ୍ଥ୍ୟସେବା ସ୍ବାଭାବିକ

ଭୁବନେଶ୍ୱର : ଆନ୍ଦୋଳନରୁ ଓହରିଲେ ନର୍ସିଂ ଅଫିସର । ଆଜିଠୁ ସ୍ବାସ୍ଥ୍ୟସେବା ସ୍ବାଭାବିକ । ୪ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ସଂଘ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ନର୍ସିଂ ସଂଘ ସାଧାରଣ ସଂପାଦକ । ଗତକାଲି ରାତି

ଡ୍ରୀଙ୍କିଙ୍ଗ ଡ୍ରାଇଭିଙ୍ଗ ଯାଞ୍ଚ ଥାନାରେ ବାଇକ ଅଟକ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନସ୍ଥ ଅଣ୍ଡାଳି ଜାମବାହଲ ପଞ୍ଚାୟତ ସହରାଇଟୋଲି ନିକଟରେ ରାସ୍ତା ଉପରେ ଡ୍ରୀଙ୍କିଙ୍ଗ ଡ୍ରାଇଭିଙ୍ଗ ଯାଞ୍ଚ ହେଉଥିବା ବେଳେ ଗୋଟିଏ ସ୍କୁଟି ଯାହାର ନମ୍ବର OD 09 U7195 ରେ ଦୁଇଜଣ ଯୁବକ ସଲଙ୍ଗାବାହାଲ ରୁ ରାଉଲକେଲା ଯାଉଥିବା ବେଳେ

ନାଲି ଫିତା ତଳେ ଚିକିଟି ମଦ ମୃତ୍ୟୁ ଘଟଣା…!!

ଗଞ୍ଜାମ ଜିଲ୍ଲା ରେ ପୁଣି ମଦ ମାଫିଆ ସକ୍ରିୟ, ଅବାଧ ରେ ଚାଲିଛି ପୁଣି ବେପାର….ବ୍ରହ୍ମପୁର: ଚିକିଟି ମଦ ମୃତ୍ୟୁ ପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଅବକାରୀ ଓ ପୋଲିସ ଜୋରଦାର ଚଢ଼ାଉ କରିଥିଲେ । ବିଭାଗୀୟ ମନ୍ତ୍ରୀ ମଧ୍ୟ ଗଞ୍ଜାମ ଜିଲ୍ଲା କୁ ଆସି ସମୀକ୍ଷା କରି ଦୋଷୀ କୁ ଛଡାଯିବ

ବ୍ଳକ ସ୍ତରିୟ ଜାତୀୟ ପ୍ରାଣୀଧନ ମେଳା ଅନୁଷ୍ଠିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବସଷ୍ଟାଣ୍ଡ ଠାରେ ଥିବା ମାଁ ଭୈରବୀ କଲ୍ୟାଣୀ ମଣ୍ଡପ ଠାରେ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଟିକାବାଲି ତରଫରୁ ବ୍ଳକ ସ୍ତରିୟ ଜାତୀୟ ପ୍ରାଣୀଧନ ମେଳା ଅନୁଷ୍ଠିତ ହୋଇଯାଇଛି ଏହି ମେଳାରେ ଉଦ୍ୟାନ ବିଭାଗ, କୃଷି ବିଭାଗ, ପଶୁ ଚିକିତ୍ସାଳୟ

ସଧବା ପାଉଛି ବିଧବାଭତ୍ତା..! :ବିଧବା ମହିଳାଙ୍କୁ ଭତ୍ତା ଏଠାରେ ସାତସପନ…

ଉମରକୋଟ /ଝରୀଗାଁ : ଗରିବ ବିଧବା ମହିଳାଙ୍କୁ ରାଜ୍ୟ ସରକାର ସହାୟତା ପାଇଁ ବିଧବା ଭତ୍ତା ପ୍ରଦାନ ଓଡ଼ିଶାର ସବୁ ଜ଼ିଲ୍ଲାରେ ପ୍ରୋଗତିରେ ଥିବାବେଳେ, ଏମିତି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଛି ଯୋଉଁଥିରେ ଜଙ୍ଗଳ ଘେରା ପରିବେଶରେ ମୂଳ ନିବାସୀ ଜନ ଜାତି ବସବାସ କରି ଆସୁଛନ୍ତି।

ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ, ଚାରିଆଡେ ଗଦା ହୋଇଛି କୁଢ କୁଢ ଆବର୍ଜନା : ସ୍ବଚ୍ଛତା ନା ରେ ଚାଲିଛି…

ହିଞ୍ଜିଳିକାଟୁ ୨୭!୯ ସରକାରୀ ନିର୍ଦ୍ଦେଶାନାମା ପ୍ରକାରେ ୧୭ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ର ପୂର୍ବ ଦିନ ପ୍ରତ୍ୟେକ ପଞ୍ଚାୟତ ଠାରୁ ଆରମ୍ଭ କରି ମୁନିସିପାଲଟୀ ସହ ସରକାରୀ କାର୍ଯ୍ୟାଳୟରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି । ହେଲେ କିଛି ସ୍ଥାନରେ