କେରଳରୁ ଦାଦନ ଶ୍ରମିକଙ୍କ ମରଶରୀର ଆଣିବାରେ ପଦାରେ ପଡ଼ିଲା ସାଂସଦଙ୍କ ମିଛ ପ୍ରଚାର

ବାଲିଗୁଡା : ପଦାରେ ପଡ଼ିଲା କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ମିଛ ବାହାବା । କେରଳରୁ ଦାଦନ ଶ୍ରମିକଙ୍କ ମର ଶରୀର ଆଣିବାରେ ସାଂସଦଙ୍କ ସହାୟତା ମିଛ । କୌଣସି ସହାୟତା ମିଳିନଥିବା ବେଳେ ଶବ ଆଣିବାରେ ମଧ୍ୟ ସାଂସଦ କୌଣସି ସହାୟତା କରିନଥିବା କହିଛନ୍ତି ମୃତକଙ୍କ ପରିବାର ଲୋକେ ।

ଏସଏସଡି ହାଇସ୍କୁଲର କର୍ମଚାରୀଙ୍କ ଭିତରେ ଚାଲିଥିବା ଅନ୍ତଃକନ୍ଦଳର ସ୍ଥାୟୀ ସମାଧାନ

ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡା ବ୍ଲକ ପଣସପୁଟ ଏସଏସଡି ହାଇସ୍କୁଲର କର୍ମଚାରୀଙ୍କ ଭିତରେ ଚାଲିଥିବା ଅନ୍ତଃକନ୍ଦଳ ର ସ୍ଥାୟୀ ସମାଧାନ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ କାର୍ଯ୍ୟରତ ସିସିଏ ଏବଂ ସ୍କୁଲର ପ୍ରଧାନ ଶିକ୍ଷକଙ୍କ କିଛିଦିନ ପୂର୍ବେ ଅନ୍ତଃକନ୍ଦଳ ଆରମ୍ଭ ହୋଇଥିଲା । ପ୍ରଧାନ

ରାଉରକେଲା ଗଣଦୁଷ୍କର୍ମ ଘଟଣାରେ ଜେଲ୍ ଗଲେ ୬ ଅଭିଯୁକ୍ତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ଜଣେ ୧୭ ବର୍ଷର ବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ସ୍ୱତନ୍ତ୍ର POCSO କୋର୍ଟ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଯାହା ପରେ ସମସ୍ତଙ୍କୁ ଜେଲ ପଠାଇଦିଆଯାଇଛି। ଏହି ୬ ଜଣଙ୍କୁ ଗଣଦୁଷ୍କର୍ମ ଘଟଣାରେ ଗିରଫ କରାଯିବା ପରେ ରଘୁନାଥପାଲି ପୋଲିସ

ଜମ୍ମୁ କଶ୍ମୀରରେ ନସ୍ରଲ୍ଲା ସମର୍ଥନରେ ରାଲି, ପିଡିପି ଉପରେ ବର୍ଷିଲା ବିଜେପି

ଜମ୍ମୁ କଶ୍ମୀରରେ ପଡ଼ିଛି ମଧ୍ୟପ୍ରାଚ୍ୟ ହିଂସାର ପ୍ରଭାବ। ଲେବାନରର ସମର୍ଥିତ ସଂଗଠନ ହେଜବୁଲାର ମୁଖ୍ୟ ହାସନ ନସ୍ରଲ୍ଲାର ମୃତ୍ୟୁକୁ ବିରୋଧ କରି ଆଜି ଜମ୍ମୁ କଶ୍ମୀରରେ କିଛି ଲୋକ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଜମ୍ମୁ କଶ୍ମୀର ବୁଡଗାମରେ ଏହି ପ୍ରତିବାଦ ସଭା କରାଯାଇଛି। ଶହ ଶହ

ପୁଣି ଖୋଲିବ ସ୍ମିତାରାଣୀ ମୃତ୍ୟୁ ରହସ୍ୟ

ଯାଜପୁର: ପୁଣି ଖୋଲିବ ସ୍ମିତାରାଣୀ ମୃତ୍ୟୁ ମାମଲା । ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ତଦନ୍ତ ହେବ । ଆଜି ଯାଜପୁର ବଡଚଣାରେ ବିଜେପି ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପିର ସଦସ୍ୟତା ଅଭିଯାନ

ବିଜେପିରେ ମିଶିଲେ ଦଶପଲ୍ଲା ଏନ୍‌ଏସି ଉପାଧ୍ୟକ୍ଷ

ଦୁଇ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନ୍‌ଏସିର ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ ଆଜି ବିଜେପିରେ ଯୋଗ ଦେଇଛନ୍ତି। କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବିଜେପିର ସମସ୍ତ ବ୍ଲକ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଶ୍ରୀ ଦାସ ବିଜେପିରେ ଯୋଗ

‘୨୪ ବର୍ଷରେ ବିକାଶ ନାଁରେ ବିନାଶ କରିଛି ବିଜେଡି’-ମୁଖ୍ୟମନ୍ତ୍ରୀ

ଯାଜପୁର: ‘ବିକାଶ ନାଁରେ ଓଡିଶାର ବିନାଶ କରିଛି ବିଜେଡି । ଓଡିଶାକୁ ଲୁଟିଛି । ଯାଜପୁରକୁ ବହୁ ପଛକୁ ନେଇଯାଇଛି ।’ ଆଜି ଯାଜପୁର ବଡଚଣାରେ ବିଜେଡି ପ୍ରତି ସ୍ବର ଶାଣିତ କରି କିଛି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାଜପୁର ବଡଚଣାରେ ଆୟୋଜିତ ବିଜେପି ସଦସ୍ୟତା ଗ୍ରହଣ

ଆମେରିକାରେ ଘୂର୍ଣ୍ଣିବାତ୍ୟା ‘ହେଲେନ୍‌’ ନେଲା ୫୦ରୁ ଅଧିକ ଜୀବନ, ମେକ୍ସିକୋରେ ‘ଜନ୍‌’ର ତାଣ୍ଡବ

ଆମେରିକାରେ ଧ୍ୱଂସର ତାଣ୍ଡବ ରଚିଛି ଘୂର୍ଣ୍ଣିବାତ୍ୟା ‘ହେଲେନ୍‌’ । ଏଥିରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ବାସହୀନ ହୋଇପଡ଼ିଛନ୍ତି । ସେପଟେ ମେକ୍ସିକୋରେ ଘୂର୍ଣ୍ଣିବାତ୍ୟା ‘ଜନ୍‌’ ମଧ୍ୟ ବହୁ ବିନାଶ ଘଟାଇଛି । ଦକ୍ଷିଣ-ପଶ୍ଚିମ ମେକ୍ସିକୋରେ ଶନିବାର ହଜାର

ଆସୁଛି ଆଉ ଏକ ଲଘୁଚାପ!

ଅକ୍ଟୋବର ୬ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପାଣିପାଗ ବିଭାଗ ପକ୍ଷରୁ ୨୭ ସେପ୍ଟେମ୍ବରରୁ ୧୦ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟର ପାଣିପାଗକୁ ନେଇ କରାଯାଇଥିବା ବିସ୍ତାରିତ ପରିସର ଆକଳନରେ ଏହି କଥା କୁହାଯାଇଛି।

ଖୁବଶୀଘ୍ର ନିଯୁକ୍ତ ହେବେ ବୋର୍ଡ ଓ ନିଗମ ଅଧ୍ୟକ୍ଷ

ଭୁବନେଶ୍ବର: ଖୁବଶୀଘ୍ର ନିଯୁକ୍ତ ହେବେ ବୋର୍ଡ ଏବଂ ନିଗମ ଅଧ୍ୟକ୍ଷ । ବରିଷ୍ଠ ତଥା ଅବସରପ୍ରାପ୍ତ ଅଧିକାରୀଙ୍କୁ ଏଥିରେ ସାମିଲ କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସାମଲ କହିଛନ୍ତି, ସଦସ୍ୟତା ଅଭିଯାନ ପରେ ଯୋଗ୍ୟ ଅଭିଜ୍ଞ ଲୋକଙ୍କୁ ବୋର୍ଡ ଏବଂ