Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ
ମାଲକାନଗିରି : ଆଜି ଜିଲ୍ଲା ପ୍ରଶାସନ ଓ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହୀଦଙ୍କ ପ୍ରତି!-->…
ମଣ୍ଡି ସୁପରିଚାଳନା ନିମନ୍ତେ ନୋଡାଲ ଅଫିସର ଓ ସୁପରଭାଇଜିଂ ଅଫିସରଙ୍କ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର
ଖରିଫ ବିକ୍ରୟ ବର୍ଷ ୨୦୨୩-୨୪ ନିମନ୍ତେ ଧାନର ମାନକ ପ୍ରଶିକ୍ଷଣ ଶିବିର
ମାଲକାନଗିରି : ମାଲକାନଗିରି ଜିଲ୍ଲାସ୍ତରୀୟ ୨୦୨୩-୨୪ ଖରିଫ ବିକ୍ରୟ ବର୍ଷ ପାଇଁ ମଣ୍ଡି ସୁପରିଚାଳନା ଓ ଧାନର ମାନକ ପ୍ରଶିକ୍ଷଣ ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ!-->!-->!-->…
ସଂଗ୍ରାମୀ ଶହିଦ୍ ଲକ୍ଷ୍ମଣ ନାୟକ ବନ୍ଦୀ ଥିବା ମଣ୍ଡଳ କାରାଗାରରେ ଜୟନ୍ତୀ ପାଳିତ
ବନ୍ଦୀ ସ୍ମୃତି ମନ୍ଦିରରେ ନୂତନ ବସ୍ତ୍ର ଅର୍ପଣ କରିଥିଲେ ମନ୍ତ୍ରୀ ଶ୍ରୀ ଜେନାବ୍ରହ୍ମପୁର : ବ୍ରହ୍ମପୁର ମଣ୍ଡଳ କାରାଗାରରେ ସଂଗ୍ରାମୀ ଶହୀଦ୍ ଲକ୍ଷ୍ମଣ ନାୟକଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି। ପରାଧୀନ ଭାରତର ଅବିଭକ୍ତ କୋରାପୁଟ!-->…
କନ୍ଧମାଳ ପାଲଟିଛି ଗମ୍ବୁଶିଆ ମାଛର ଗନ୍ତାଘର
ଫୁଲବାଣୀ: ରାଜ୍ୟବ୍ୟାପୀ ଅନେକ ଜିଲ୍ଲା ପାଇଁ ଗମ୍ବୁଶିଆ ମାଛ ଦ୍ଵାରା ମଶା ବାହିତ ରୋଗ ନିର୍ମୂଳ ପାଇଁ ପ୍ରେରଣା ସାଜିଛି କନ୍ଧମାଳ । ୧୨ ଟି ବ୍ଲକ ତଥା ଜିଲ୍ଲା ମୁଖ୍ୟାଳୟ ରେ ଏହି ମାଛ ଉତ୍ପାଦନ କରି ଜିଲ୍ଲାର କୋଣ ଅନୁକୋଣରେ ଏହାର ବ୍ୟବହାର କରି ମଶା ବଂଶ ନିପାତ୍ତ କରିବା ସହ ଅନ୍ୟ ଜିଲ୍ଲା!-->…
ଦିଲ୍ଲୀରେ ଓଡ଼ିଶା ପର୍ବ-୨୦୨୪ ଆରମ୍ଭ, ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ଓଡ଼ିଶା ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ ପକ୍ଷରୁ ଶୁକ୍ରବାର ଠାରୁ ଦିଲ୍ଲୀରେ ଆରମ୍ଭ ହୋଇଛି ‘ଓଡ଼ିଶା ପର୍ବ ୨୦୨୪' । ଜବାହରଲାଲ ନେହେରୁ ଷ୍ଟାଡିୟମର ଗେଟ୍ ନଂ ୧୪ରେ ତିନିଦିନ ଧରି ହେବାକୁ ଥିବା ଏହି ଭବ୍ୟ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ!-->…
ପୋଢୁଆଁ ହେବେ ବଡ଼ ଠାକୁର; ମାମୁ ଘରୁ ଗଲା ଭାର
ପୋଢୁଆଁ ହେବେ ବଡ଼ ଠାକୁର। ଏଥିପାଇଁ ମହାପ୍ରଭୁଙ୍କ ମାମୁ ଘର କଟକ ନିଆଳିର ଶ୍ରୀମାଧବନନ୍ଦ ଜିଉ ମନ୍ଦିରରୁ ପୁରୀ ଯାଇଛି ପୋଢୁଆଁ ଭାର।
ମହାପ୍ରଭୁଙ୍କ ଖଣ୍ଡୁଆ ପାଟଠାରୁ ଆରମ୍ଭ କରି ପିଠା ପାଇଁ ବିରି, ନଡିଆ, ଗୁଡ, ଛେନା, କଦଳୀ, ସହିତ ବିଭିନ୍ନ ପ୍ରକାରର ଫୁଲ,ଫଳ ଓ ଦୟଣା!-->!-->!-->…
ଘନ କୁହୁଡି ନେଇ ୩ ଜିଲ୍ଲାକୁ ଆଲର୍ଟ
ଭୁବନେଶ୍ୱର: ରାଜ୍ୟରେ ଏବେ ଶୀତର ପ୍ରକୋପ ଧୀରେ ଧୀରେ ବଢିବାରେ ଲାଗିଛି । ଚାରିଆଡେ ସକାଳ ସମୟରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି । ଆଗାମୀ ୫ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ହେଲେ ଆସନ୍ତା ୨୭ରେ ୪ଟି ଜିଲ୍ଲାରେ ବର୍ଷା ହେବାନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ!-->…
ସୁକମାରେ ୧୦ ନକ୍ସଲଙ୍କୁ ନିପାତ ପରେ ନାଚିକି ଧୂଳି ଉଡ଼ାଇଲେ ଯବାନ
ଛତିଶଗଡ଼ ସୁକମାରେ ଆଜି ଯବାନଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୧୦ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି ଯବାନ। ନକ୍ସଲଙ୍କ ବିରୁଦ୍ଧରେ ଏହି ସଫଳ ଅପରେସନ ପରେ DRG (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ) ଯବାନମାନେ ମନଭରି ଖୁସି ମନାଇଛନ୍ତି।!-->…
ରେଳବାଇ ପୁଲିସ ଦ୍ବାରା ୧୨୦ କୁଇଣ୍ଟାଲ ଗଞ୍ଜେଇ ଜବତ, ୧୬ ଅଭିଯୁକ୍ତ ଗିରଫ
କୋରାପୁଟ: ଗଞ୍ଜେଇ ଚାଷ ଓ ଚାଳାଣକାରୀଙ୍କ ହବ୍ ଅବିଭକ୍ତ କୋରାପୁଟ ଜିଲ୍ଲା। ବିଭିନ୍ନ ମାଧ୍ୟମ, ପଦ୍ଧତିରେ ଚାଳାଣ ଜାରି ରହିଛି। ସଡ଼କ ପଥରେ ବିଭିନ୍ନ ବସ୍, ଭ୍ୟାନ୍, ଟ୍ରକ୍ ଓ ବାଇକରେ ଚାଳାଣ ବେଳେ ଧରା ପଡ଼ୁଥିବାରୁ ନୂଆନୂଆ ପଇଁତରା ମାଫିଆମାନେ ପ୍ରୟୋଗ କରୁଛନ୍ତି। ସଡ଼କ ପଥ ଛାଡ଼ି ଏବେ!-->…
ବାଇକକୁ ମୁହାଁମୁହିଁ ପିଟିଲା ଟ୍ରକ୍ ; ୪ମୃତ
ଜୟପୁର: ମର୍ମନ୍ତୁଦ ଦୁର୍ଘଟଣା । ମାଡ଼ିଗଲା ଟ୍ରକ୍, ୪ମୃତ। ଜୟପୁର ସଦର ଥାନା ଅନ୍ତର୍ଗତ ଜବାକନାଡ଼ି ଠାରେ ଜାତୀୟ ରାଜପଥରେ ଏକ ବାଇକକୁ ମାଲବାହୀ ଟ୍ରକ ଧକ୍କା ଦେଇଥିଲା । ୪ ଜଣ ବାଇକରେ ଯାଉଥିବାବେଳେ ଏକ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ!-->…