Sign in
Sign in
Recover your password.
A password will be e-mailed to you.
‘ଓଡ଼ିଶା ଯାତ୍ରୀ’ ଆପ୍ ଉନ୍ମୋଚିତ
ଭୁବନେଶ୍ବର: ଉବେର ଏବଂ ଓଲା କମ୍ପାନୀର କ୍ୟାବ୍ କୁ ଟକ୍କର ଦେବାକୁ ଉନ୍ମୋଚିତ ହେଲା ‘ଓଡ଼ିଶା ଯାତ୍ରୀ’ ଆପ୍ । ଏହାକୁ ଉନ୍ମୋଚନ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ଏହି ‘ଓଡ଼ିଶା ଯାତ୍ରୀ’ ଆପ୍ ଜରିଆରେ ସାଧାରଣ ଲୋକେ ବୁକ୍ କରି ଅଟୋ ଓ କାର୍ ରେ!-->!-->!-->…
ଆୟୁଷ୍ମାନ ଭାରତ ବନ୍ଦ କରି ଦିଲ୍ଲୀ ମଡେଲ ଲାଗୁ କରନ୍ତୁ : କେଜ୍ରିୱାଲ
ନୂଆଦିଲ୍ଲୀ : ତେଜୁଛି ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ରାଜନୀତି। କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦିଲ୍ଲୀରେ କାର୍ଯ୍ୟକାରୀ ନହେବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମାଲୋଚନା ପରେ ତୁରନ୍ତ କାଉଣ୍ଟର ଆଟାକ୍ କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆୟୁଷ୍ମାନ ଭାରତ!-->…
୮୪୩ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ଚିଠି
ମୟୂରଭଞ୍ଜ: ଗତ ଆର୍ଥିକ ବର୍ଷରେ ମୟୂରଭଞ୍ଜ ଜିଲ୍ଲାକୁ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାମ ଆସିଥିଲା । ହେଲେ ଜିଲ୍ଲାରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତା ମୂଳ ଲକ୍ଷ୍ୟରୁ ୬୫ ପ୍ରତିଶତ ପଛରେ ରହିଛି । ଫଳରେ ହଜାର ହଜାର ହିତାଧିକାରୀ!-->…
ନିଃସର୍ତ୍ତ କଥା ସତ ହେଲା : ନଳବଣ୍ଟା ରେ ବେଆଇନ ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ ଘଟି ଯୁବକର ପାପୁଲି ଉଡିଲା…!
ଘଟଣା କୁ ଚାପି ଦେବାକୁ ଚାଲିଛି ଯୋଜନା...!!
ହତ୍ୟା ଅଭିଯୁକ୍ତ ଅଭିନେତା ଦର୍ଶନଙ୍କୁ ମିଳିଲା ଜାମିନ
ନିଜର ଫ୍ୟାନ ରେଣୁକାସ୍ୱାମୀଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା କରିବା ଅଭିଯୋଗରେ ଜେଲରେ ଥିବା ଅଭିନେତା ଦର୍ଶନ ତୁଗୁଦୀପଙ୍କୁ କର୍ଣ୍ଣାଟକା ହାଇକୋର୍ଟ ଆଜି ଅନ୍ତରୀଣ ଜାମିନ ଦେଇଛନ୍ତି। ନିଜର ଚିକିତ୍ସା ପାଇଁ ସେ ୬ ସପ୍ତାହର ଜାମିନ ପାଇଛନ୍ତି।
ଜେଲରେ ଥିବା ଦର୍ଶନ ସ୍ପାଇନ ଜନିତ!-->!-->!-->…
ଓ.ଏ.ଏସ୍ କୃତୀ ପରୀକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା
ଫୁଲବାଣୀ : ନିକଟରେ ପ୍ରକାଶ ପାଇଥିବା ଓ.ଏ.ଏସ୍ ପରୀକ୍ଷାରେ କନ୍ଧମାଳ ଜିଲାର ୧୩ ଜଣ କୃତିତ୍ୱ ଲାଭ କରିଥିବା ବେଳେ ସମସ୍ତ କୃତୀ ପରୀକ୍ଷାର୍ଥୀଙ୍କୁ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଫୁଲବାଣୀ ବିଧାୟକଙ୍କ ମିଳିତ ଆନୁକୂଲ୍ୟରେ ଆଜି ଏକ ସମ୍ବର୍ଦ୍ଧନା ସଭା ଫୁଲବାଣୀ ଆଇ.ଟି.ଡ଼ି.ଏ ସମ୍ମିଳନୀ!-->…
ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତି, ଆସନ୍ତା ୫ରେ ଆସିବ ପ୍ରଥମ ସକ୍ରିୟ ସଦସ୍ୟ ତାଲିକା
ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତି । ସକ୍ରିୟ ସଦସ୍ୟତା ଅଭିଯାନ ପରେ ଏବେ ସାଙ୍ଗଠନିକ ନିର୍ବାଚନ ଲାଗି ପ୍ରସ୍ତୁତି ଚାଲିଛି । ଏଥିପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଙ୍ଗଠନ ପର୍ବ – ୨୦୨୪ ରାଜ୍ୟ କର୍ମଶାଳା ଆୟୋଜନ କରିଛି ଦଳ । କର୍ମଶାଳାରେ ରାଜ୍ୟ ସଭାପତିଙ୍କ ଠୁ!-->…
ମାଆଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ
ଫୁଲବାଣୀ : କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇଁ ଭାରତ ଫୁଲବାଣୀ ତରଫରୁ ମା ଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ ସରକାରୀ ପଲିଟେକନି କ କଲେଜ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇ ହୋଇଥିଲା l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ସରକାରୀ!-->…
ମା ମହୁରୀକାଳୁଆ ଯାତ୍ରାତ୍ସୋବ ପାଇଁ ଶୁଭଖୁଣ୍ଟି ସ୍ଥାପନ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡା ଗ୍ରାମରେ ମା ମହୁରୀ କାଳୁଆଙ୍କ ଯାତ୍ରାତ୍ସୋବ ସକାଶେ ଗ୍ରାମ ବଡ଼ସାହି ଠାରେ ଶୁକ୍ରବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଚଳିତ ବର୍ଷ ମା ଙ୍କ ଯାତ୍ରା ନଭେମ୍ବର ୬ ତାରିଖ ଠାରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ୮ ଦିନ ବ୍ୟାପି!-->…
ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଉତ୍ସବ
ଫୁଲବାଣୀ : ଜିଲ୍ଲାପାଳ, କନ୍ଧମାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଙ୍କ ଆଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କ ଉପସ୍ଥିତିରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କନ୍ଧମାଳ ଓ ଜିଲ୍ଲା ପ୍ରଶାସନ କନ୍ଧମାଳ ପକ୍ଷରୁ କନ୍ଧମାଳ ଜିଲ୍ଲାର ନିର୍ମାଣ ଶ୍ରମିକ ମାନଙ୍କୁ ନେଇ ଏକ ସହାୟତା!-->…