୨ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ; ଗାଁରେ ପାଳିବେ ଦିପାବଳୀ

କେନ୍ଦୁଝର: ଗାଁରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ ସ୍ବତନ୍ତ୍ର ବିମାନରେ ଆସି ରାଇସୁଆଁ ଏୟାର ଷ୍ଟ୍ରିପ୍‌ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରେ ପ୍ରଶାସନ ପକ୍ଷରୁ ତାଙ୍କୁ…

ଗୁଣିଗାରେଡି ସନ୍ଦେହ: ନାବାଳକର ଆଙ୍ଗୁଳି କାଟି ଦେଲେ ଦୁର୍ବୁତ୍ତ

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଲେଞ୍ଜିପୁଟ ଗାଁରେ ଘଟିଛି ଅଭାବନୀୟ ଘଟଣା । ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ କିଛି ଦୁର୍ବୃତ୍ତ ପିଲାଟିକୁ ଟେକିନେଇ ଆଙ୍ଗୁଳି କାଟିଦେଇଥିବା ଅଭିଯୋଗ ହୋଇଛି । ମୂର୍ମୂଷ ଅବସ୍ଥାରେ ଘର ପାଖ ନାଳ ନିକଟରୁ ପିଲାଟିକୁ ଉଦ୍ଧାର କରିଛନ୍ତି…

ଦୀପାବଳିରେ ପରସ୍ପରକୁ ମିଠା ଦେଲେ ଭାରତ ଓ ଚାଇନା ସେନା, ପାଟ୍ରୋଲିଂ ଆରମ୍ଭ

ସେନା ପ୍ରତ୍ୟାହାର ଓ ଭିତ୍ତିଭୂମି ଉଚ୍ଛେଦ ପରେ ଭାରତ ଓ ଚାଇନା ମଧ୍ୟରେ ଦୀପାବଳି ଠାରୁ ଆରମ୍ଭ ହୋଇଛି ନୂଆ ସମ୍ପର୍କ। ଦୀର୍ଘ ୪ ବର୍ଷ ହେଲା ବାସ୍ତବ ନିୟନ୍ତ୍ରଣ ରେଖା ବା ଏଲଏସିରେ ଲାଗି ରହିଥିବା ତିକ୍ତତାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଚୁକ୍ତି ଅନୁସାରେ ବୁଧବାର ସେନା ପ୍ରତ୍ୟାହାର ଶେଷ…

ଘଉଡାଇବାବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା, ଘଟଣାସ୍ଥଳରେ ଚାଲିଗଲା ଜୀବନ

ଘଉଡାଇବାବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା । ହାତୀ ଆକ୍ରମଣରେ ଯୁବକ ମୃତ। ଢେଙ୍କାନାଳ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋଟ ଗାଁରେ ଅଘଟଣ l ମୃତକ ହେଲେ ସେହି ଗାଁର ନିଧିଆ ଦେହୁରୀ । ଗତକାଲି ସଂନ୍ଧ୍ୟାରେ ବିଲକୁ ଯାଇଥିବା ବେଳେ ସେହି ସମୟରେ ବନବିଭାଗ ଓ ଗ୍ରାମବାସୀ ମିଶି ହାତୀ ଘଉଡ଼ାଉ…

ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭଦ୍ରକର ଅଧିଷ୍ଠାତ୍ରୀ ମା’ ଭଦ୍ରକାଳୀ

ଭଦ୍ରକ: କାଳୀପୂଜା ପାଇଁ ଉତ୍ସବମୁଖର ହୋଇ ଉଠିଛି ଭଦ୍ରକ ସହର । ଏହି ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ହୋଇଉଠି ଚଳଚଞ୍ଚଳ । ଆଜି ପବିତ୍ର କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ବେଦମାତା ବେଶରେ ଦର୍ଶନ ଦେଉଛନ୍ତି । ମା’ ଭଦ୍ରକାଳୀ ଆଜି…

‘ଭାରତ-ଚାଇନା ସମ୍ପର୍କ ଆହୁରି ସୁଧୁରିବ, ଅପେକ୍ଷା କର’

ଦୀର୍ଘ ୪ ବର୍ଷ ପରେ ପୂର୍ବ ଲଦାଖର ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରେ ଫେରିଛି ଶାନ୍ତି। ଉକ୍ତ ଅଞ୍ଚଳରୁ ଭାରତ-ଚାଇନା ନିଜ ନିଜ ସୈନ୍ୟ ପ୍ରତ୍ୟାହାର କରି ସାରିଛନ୍ତି। ଏହାଦ୍ୱାରା ଉଭୟ ଦେଶ ସମ୍ପର୍କରେ ଅଧିକ ସୁଧାର ଆସିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କିନ୍ତୁ ଏଥିପାଇଁ…

ବାରହା ଶିକାର କଲା ବାଘୁଣୀ ‘ଯମୁନା’

ମୟୂରଭଞ୍ଜ: ନୂଆ ଜାଗା ସହ ଧିରେ ଧିରେ ଖାପ ଖୁଆଉଛି ଯମୁନା। ଖୋଲାରେ ବିଚରଣ କରିବା ସହ ଏବେ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ନୂଆ ବାଘୁଣୀ ଯମୁନା ତାର ପ୍ରଥମ ଶିକାର କରିଛି। ସ୍ଵତନ୍ତ୍ର ଏନକ୍ଲୋଜର ଭିତରେ ହରିଣ ଆଉ କିଛି ବାରହା ଛଡା ଯାଇଥିବା ବେଳେ ଯମୁନା ବାରହାକୁ ତାର ପ୍ରଥମ ଶିକାର…

ଟ୍ରେନ ବଗିରୁ ଗୁଳି ମିଳିବା ଘଟଣା: ପ୍ରାଥମିକ ତଦନ୍ତରୁ ଏହା ଦେଶୀ ଗୁଳି ବୋଲି ସନ୍ଦେହ

ପୁରୀ: ପୁରୀ ରେଳଷ୍ଟେସନ ଟ୍ରେନ ବଗିରୁ ଗୁଳି ମିଳିବା ଘଟଣା । ପ୍ରାଥମିକ ତଦନ୍ତରୁ ଏହା ଦେଶୀ ଗୁଳି ବୋଲି ଜଣାପଡୁଛି । ୧୫ଟି ପ୍ୟାକେଟରେ ୧୫୦ଟି ଗୁଳି ରହିଥିଲା । ଏହାର ବାଲେଷ୍ଟିକ ପରୀକ୍ଷା କରାଯିବ। ଗୁଳି କେଉଁଠୁ ଆସିଲା, କିଭଳି ଆସିଲା, କେଉଁ ପରିସ୍ଥିତିରେ ପୁରୀ ଷ୍ଟେସନରୁ…

ଶ୍ରମଯୋଗୀ କଏଦୀଙ୍କୁ ମିଳିବ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ

କଟକ: ଏଣିକି ଜେଲରେ ଶ୍ରମ କରୁଥିବା କଏଦୀଙ୍କୁ ମିଳିବ ପୋଷାକ ଯୁକ୍ତ ଖାଦ୍ୟ। ଯେଉଁଥିରେ ଦିନକୁ ଦିଆଯାଉଥିବା ଖାଦ୍ୟରେ ଆହୁରି ଅଧିକ ୩୭୦ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଦିଆଯିବ। ଆଜି କିଛି ଏପରି ଶୁଣାଣି ହୋଇଛି ହାଇକୋର୍ଟରେ। ଜେଲରେ ଅଧିକ ଶ୍ରମ କରୁଥିବା କଏଦୀଙ୍କୁ ଏଣିକି ଦିନକୁ ଅଧିକ କ୍ୟାଲୋରୀ…

ରାଷ୍ଟ୍ରୀୟ ଏକତା ଦିବସରେ ବର୍ଷିଲେ ମୋଦି, କହିଲେ- ଭାରତ ସହ ଲାଗିଲେ ଛାଡ଼ିବୁନି

ଗୁଜରାଟ କେୱାଡିଆରୁ ଆତଙ୍କବାଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନାଲିଆଖି। ଯିଏ ବି ଭାରତ ସହ ଲାଗିବ ତାକୁ ଛଡ଼ାଯିବନି। ଆତଙ୍କୀଙ୍କୁ ଏଭଳି ଢଙ୍ଗରେ ଖୋଲା ଚେତାବନୀ ଦେଇଛନ୍ତି ପିଏମ୍ ମୋଦି। ଏଥିସହ ଅର୍ବାନ ନକ୍ସଲକୁ ଟାର୍ଗେଟ କରିଛନ୍ତି। ଭାରତ ୱାନ ନେସନ ୱାନ ଇଲେକ୍ସନ ଓ ସେକୁଲାର ସିଭିଲ କୋଡ…