Sign in
Sign in
Recover your password.
A password will be e-mailed to you.
ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମ
ଫୁଲବାଣୀ : କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ଅବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜନ୍ମଦିନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପୋଲିସ ହାଇସ୍କୁଲର!-->…
ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ଜୀବନ ପ୍ରମାଣପତ୍ର ଦାଖଲ
ଫୁଲବାଣୀ : ବାଲିଗୁଡା ଉପ କୋଷାଗାର କାର୍ଯ୍ୟାଳୟଠାରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ରରେ ସହାୟତରେ କାର୍ଯ୍ୟ ଆରମ୍ଭ ହୋଇଛି I ଏହି ଅବସରରେ ଉପକୋଷାଗାର ଅଧିକାରୀ ସୁଧାକର କହଁର, ମିନତି କୁମାରୀ ମିଶ୍ର,ତପନ କୁମାର ଦିଗାଳ,!-->…
ଧୁମଧାମରେ ମା ଶ୍ୟାମାକାଳୀ ପୂଜା ପାଳନ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ରେ ମା ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି l ମାର୍କେଟ ରୋଡ, ମଝିବଜାର, ନୀଳକଣ୍ଠ ସାହି, ରିକପଲ୍ଲୀ ରେ ଏହା ଦେଖିବାକୁ ମିଳିଛି l ଦୀପାବଳି ରେ ମାଙ୍କ ପୂଜା ପରେ ମଧ୍ୟ ରାତ୍ରରେ ମାଙ୍କ ମୁଖ ଉନ୍ମୋଚନ କରାଯାଇଥିଲା l ବଙ୍ଗୀୟ ଢଙ୍ଗରେ!-->…
ଜିଓ କମ୍ପାନୀର ଅଜବ ନୀତି ! ଫାଇବ-ଜିର ରିଚାର୍ଜ ରେ ଫୋର-ଜି ନେଟୱାର୍କର…!
ଵ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ରେ ଜଣେ ଗ୍ରାହକ ନିଜର ମୋବାଇଲ ରେ ୪ ଜି ସେବାରୁ ୫ ଜି ପାଇଁ ରିଚାର୍ଜ କରି ହଟହଟା ହେବାର ଦେଖିବାକୁ ମିଳୁଛି। ଦୀର୍ଘ ବର୍ଷ ହେଲା ଜଣେ ଜିଓ ଗ୍ରାହକ ଜିଓ କମ୍ପାନୀର ସିମ ବ୍ୟବହାର କରି ଆସୁଛନ୍ତି । ଗ୍ରାହକ ତାଙ୍କର ୨୯୯ ରିଚାର୍ଜ ବଦଳରେ ୩୪୯ ଟଙ୍କାର!-->…
ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ : ବିକଶିତ ଭାରତ ପାଇଁ ନୀତି ନିୟମ ପ୍ରକାରେ କାର୍ଯ୍ୟ…
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଦୁର୍ନୀତି ନିବାରଣ ସପ୍ତାହ ଚଳିତ ମାସ ୨୮ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି । ଏହି ଅବସରରେ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା!-->…
ସମ୍ପର୍କୀୟ ପୁତୁରା ବିଧବାଖୁଡିର ଲୁଟିନେଲା ସୁନା ଗହଣା : ୨ ମହିଳା ଗିରଫ
ବାଲିଗୁଡା : ସମ୍ପର୍କୀୟ ପୁତୁରା ବିଧବା ଖୁଡିର ସୁନା ଗହଣା ଲୁଟି ନେବା ଭଳି ଏକ ବିଶ୍ୱାସ ଘାତକତା କାର୍ଯ୍ୟ କରି ପୋଲିସ ହାତରେ ଦୁଇ ମହିଳା ବନ୍ଧା ହୋଇଛନ୍ତି । ଘଟଣାଟି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ଅଞ୍ଚଳରେ!-->…
ଫୁଲବାଣୀ : ଦୁର୍ନୀତି ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
ଫୁଲବାଣୀ : କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ତରଫରୁ ଦୁର୍ନୀତି ନିବାରଣ କାର୍ଯ୍ୟକ୍ରମ କେବି ହିଷ୍ଟ କଲେଜ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇ ଯାଇ ଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ କେବି ହିଷ୍ଟସ କଲେଜର!-->…
ଆମ୍ବ ଟାକୁଆ ଖାଇ ଦୁଇ ମୃତ, ୬ ଗୁରୁତର,ଗୁରୁତର ୬ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର …
ଅନାହାର ଏହାର କାରଣ ନୂହତ..??
ମନୋଜ ପଣ୍ଡା ହେଲେ କନ୍ଧମାଳ ସାଂସଦ ପ୍ରତିନିଧି…
ଫୁଲବାଣୀ : କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ପ୍ରତିନିଧି ଭାବେ ଖଜୁରୀପଡ଼ା ବ୍ଳକ ପାଇଁ ମନୋଜ କୁମାର ପଣ୍ଡାଙ୍କୁ ଦାୟିତ୍ଵ ଦିଆଯାଇଛି l ଶ୍ରୀ ପଣ୍ଡା ବିଜେପି ଦଳରେ ଆଜକୁ ୨୫ ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି ଏବଂ ଜିଲ୍ଲା ସମ୍ପାଦକ ଦାୟିତ୍ଵରେ ମଧ୍ଯ ଅଛନ୍ତି l!-->!-->!-->…