ଦାଉଦ ସହ ସଂପର୍କ ଅଭିଯୋଗ : ନବାବ ମଲ୍ଲିକଙ୍କ ପାଇଁ ପ୍ରଚାର କରିବନି ବିଜେପି

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ମେଣ୍ଚଗୁଡ଼ିକ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଏନସିପି ନେତା ନବାବ ମଲ୍ଲିକଙ୍କୁ ଟିକେଟ ଦେବା ନେଇ ଏବେ ମହାଯୁତି ମେଣ୍ଟରେ ବଡ଼ ବିବାଦ ଦେଖାଦେଇଛି । ଅଣ୍ଡରଓ୍ବାର୍ଲଡ ଡନ ଦାଉଦ ଇବ୍ରାହିମ ସହିତ…

କୋଲାବ ଡ୍ୟାମକୁ ଡେଇଁ ମହିଳା ନିଖୋଜ

କୋରାପୁଟ : କୋଲାବ ଡ୍ୟାମକୁ ଡେଇଁ ମହିଳା ନିଖୋଜ । କୋରାପୁଟରେ କୋଲାବ ଜଳଭଣ୍ଡାରକୁ ଡେଇଁଲେ ମହିଳା । ୨୬ନଂ ଜାତୀୟ ରାଜପଥ ଦୁରୁ ଗୁଡ଼ା ବ୍ରିଜରେ ନିକଟରେ ନିଜ ଜୋତା ଓ ମୋବାଇଲ ରଖି ଜଳଭଣ୍ଡାରକୁ ଡେଇଁଛନ୍ତି । ଘଟଣା ସ୍ଥଳରେ ଟାଉନ ପୋଲିସ ସହ ଅଗ୍ନିଶମ ବିଭାଗ ପଂହଁଚି ଉଦ୍ଧାର କାର୍ଯ୍ୟ ଜାରି…

ସୀମାରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

ଦୀପାବଳି ପର୍ବରେ ସାରା ଦେଶରେ ଉତ୍ସବର ମାହୋଲ। ପିଲାମାନଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ, ଦୀପାବଳି ପାଇଁ ସମସ୍ତେ ଉତ୍ସାହିତ। କିନ୍ତୁ ଏତେ ବଡ଼ ପର୍ବ ଦିନରେ ମଧ୍ୟ ଆମର ଯବାନମାନେ ସୀମାରେ ନିୟୋଜିତ ଅଛନ୍ତି ଏବଂ ଦେଶକୁ ସୁରକ୍ଷା ଦେଇ ସେମାନଙ୍କର କର୍ତ୍ତବ୍ୟ ପାଳନ କରୁଛନ୍ତି। ଏଭଳି ସ୍ଥିତିରେ…

ନିଶା ଦେଇ ନାବାଳିକାକୁ ଗଣ ଦୁଷ୍କର୍ମ ମାମଲା, ୫ ଅଭିଯୁକ୍ତଙ୍କୁ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱରରେ ନାବାଳିକାକୁ ଗଣ ଦୁଷ୍କର୍ମ ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ନାବାଳିକା ଅଛନ୍ତି । ଅଭିଯୋଗ ଅନୁଯାୟୀ, ଗତ ୧୬ ତାରିଖରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା ।…

ସାମ୍ବାଦିକଙ୍କୁ ଛୁରୀ ଭୁଷି ନିର୍ମମ ଭାବେ ହତ୍ୟା

ଜାତୀୟ ନ୍ୟୁଜ ଏଜେନ୍ସି ANI ପାଇଁ କାମ କରୁଥିବା ସାମ୍ବାଦିକ ଦିଲୀପ ସୈନିଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କୁ କିଛି ଲୋକ ଘର ଭିତରେ ପଶି ଛୁରୀ ଭୁଷି ହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶର ଫିତେପୁର ଜିଲ୍ଲାର ଭିତୋର ରୋଡ ନିକଟରେ ଥିବା ବିସାଉଲି ଠାରେ ଏପରି ଘଟଣା ଘଟିଛି। …

୭ ଦିନିଆ ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ‘Tourism Odyssey: Strengthening ties with Diaspora and Industry Leaders” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସାତ ଦିନିଆ ଲଣ୍ଡନ ଗସ୍ତ କରିବେ। ଗସ୍ତର ଉଦ୍ଦେଶ୍ୟ ହେଉଛି…

ମୁନା-ଜୟନାରାୟଣଙ୍କ ବାକ୍‌ଯୁଦ୍ଧ

ଭୁବନେଶ୍ବର: ଜନସମ୍ପର୍କ ପଦଯାତ୍ରାରେ ନବରଙ୍ଗପୁରରେ ରାଜ୍ୟସଭା ସାଂସଦ ମୁନା ଖାନ୍‌ଙ୍କ ମନ୍ତବ୍ୟ ରାଜ୍ୟ ରାଜ୍ୟନୀତିକୁ ସରଗରମ କରିଥିବାବ‌େଳେ ବ‌ିଜେପି ପକ୍ଷରୁ ଜୟନାରାୟଣ ମିଶ୍ର ଏହାର ପାଲଟା ଜବାବ ଦେଇଛନ୍ତି। ଜୟନାରାୟଣ କହିଛନ୍ତି ୨୦୨୯ ପର୍ଯ୍ୟନ୍ତ ବିଜେଡି ରହିବ କି ନାହିଁ…

ସୁନ୍ଦରଗଡ଼ ଗଣସଂହାର ମାମଲାରେ ୧୩ ଅଟକ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଗଣସଂହାର ମାମଲାରେ ୧୩ ଅଟକ । ଅନୁଗୁଳ ଜିଲ୍ଲା ବଅଁରପାଳ ରେଲୱେ ଷ୍ଟେସନରୁ ୭ ପୁରୁଷ ଓ ୬ ମହିଳାଙ୍କୁ ଆଣି ପଚରାଉଚରା କରୁଛି ପୋଲିସ । ଅକ୍ଟୋବର ୨୯ ରାତିରେ ରାତିରେ ସୁନ୍ଦରଗଡ଼ ସଦରଥାନା କରମଡିହି ପଞ୍ଚାୟତ ପଡ଼ିଆରେ ଶୋଇଥିବାବେଳେ ମହାରାଷ୍ଟ୍ର…

କଂଗ୍ରେସ ଛାଡ଼ିବାର କିଛି ଘଣ୍ଟା ପରେ ରବି ରାଜା ବିଜେପିରେ ସାମିଲ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ବ୍ରିହାନ ମୁମ୍ବାଇ ମ୍ୟୁନସିପାଲ କର୍ପୋରେସନରେ ଏକଦା ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରୁଥିବା ରବି ରାଜା କଂଗ୍ରେସ ସହ ସବୁ ସମ୍ପର୍କଚ୍ଛିନ୍ନ କରିଛନ୍ତି। ସେ କଂଗ୍ରେସ ଛାଡ଼ିବାର କିଛି ଘଣ୍ଟା ପରେ ଦୀପାବଳି…