ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର : ଆଜି ଆଲୋକର ପର୍ବ ଦୀପାବଳି । ଗାଁଠୁ ସହର ସବୁ ଚଳଚଞ୍ଚଳ। ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘର । ଆନନ୍ଦ, ଆଲୋକ, ଉତ୍ସାହ, ସୁଖ, ସମୃଦ୍ଧିକୁ ନେଇ ଆସିଛି ଦୀପାବଳି । ଏହି ଅବସରରେ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୀପାବଳି…

ଆଜି ଆଲୋକର ପର୍ବ ଦୀପାବଳି, ଗାଁ ଠୁ ସହର ଚଳଚଞ୍ଚଳ

ଭୁବନେଶ୍ଵର: ଆଜି ଆଲୋକର ପର୍ବ ଦୀପାବଳି । ଚଳଚଞ୍ଚଳ ଗାଁ ଠୁ ସହର । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ସବୁ ଗଳିକନ୍ଦି । ଆଜିର ପବିତ୍ର ଦିନରେ ପିତୃପୁରୁଷଙ୍କ ସ୍ମରଣ କରି ବଡ଼ ବଡିଆ ଡକା ହେବ । ସେପଟେ କାର୍ତିକ ମାସ ଅମାବ୍ୟାସା ତିଥି ଯୋଗୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି…

ଆଜି ମାଆ ଶ୍ୟାମାକାଳୀଙ୍କ ପୂଜା, ବିଭିନ୍ନ ସ୍ଥାନରେ ସଜେଇ ହୋଇଛି ପୂଜା ମଣ୍ଡପ

ଆଜି ପାଳିତ ହେବ ମାଆ ଶ୍ୟାମାକାଳୀଙ୍କ ପୂଜା ଏଥିପାଇଁ ପଲ୍ଲୀରୁ ସହର ବିଭିନ୍ନ ସ୍ଥାନରେ ପୂଜା ମଣ୍ଡପ ସଜେଇ ହୋଇଛି । ମାଆ କାଳୀଙ୍କ ମନ୍ଦିରରେ ସ୍ବତନ୍ ର ପୂଜାର୍ଚ୍ଚନା ଚାଲିଛି । ବ୍ରହ୍ମପୁରର ନୂଆ ବସ ଷ୍ଟାଣ୍ଡ, ବିଜିପୁର, ଆମ୍ବପୁଆ ଆଦି କାଳୀ ମନ୍ଦିରରେ ପୂଜା ଚାଲିଥିବା ବେଳେ…

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ ରୋକ୍; ଆଇନ ଆଣିବେ ସରକାର

ଭୁବନେଶ୍ବର: ଗତ କିଛି ବର୍ଷ ହେବ ଯାତ୍ରା ପ୍ରତି ପୁଣି ଆକୃଷ୍ଟ ହେଉଛନ୍ତି ଲୋକେ । ହେଲେ ଯାତ୍ରା ଆରମ୍ଭ ହେବା ପୂର୍ବରୁ ହେଉଥିବା ଆଇଟମ୍‌ ଡ୍ୟାନ୍ସକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି । ଫଳରେ ନାନା ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହେଉଛି । ଯାହାକୁ ନେଇ କଠୋର ହୋଇଛନ୍ତି ରାଜ୍ୟ ସରକାର…

ନଭେମ୍ବର ୨୬ରୁ ଆରମ୍ଭ ବିଧାନସଭାର ଶୀତକାଳୀନ ଅଧିବେଶନ 

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ରୁ ଆରମ୍ଭ ହେବାକୁ ଥିବାବେଳେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ବୁଧବାର ବିଧାନସଭା ସଚ୍ଚିବାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ନଭେମ୍ବରରେ ୫ ଏବଂ ଡିସେମ୍ବର ମାସରେ ୨୫ କାର୍ଯ୍ୟ ଦିବସ ରହିବ। ୨୦୨୪-୨୫…

ୱାଇଏସ୍ ଜଗନ ରେଡ୍ଡୀ ଓ ଭଉଣୀ ଶର୍ମିଲା ସମ୍ପତ୍ତି ବିବାଦ; ଝିଅ ସପକ୍ଷରେ ବାହାରିଲେ ମାଆ

ୱାଇଏସଆର୍ କଂଗ୍ରେସ ମୁଖ୍ୟ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀ ଏବଂ ତାଙ୍କ ଭଉଣୀ ତଥା କଂଗ୍ରେସ ନେତ୍ରୀ ୱାଇଏସ୍ ଶର୍ମିଲାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ସମ୍ପତ୍ତି ବିବାଦ ବେଶ ଚର୍ଚ୍ଚାରେ ରହିଛି। ଭାଇ-ଭଉଣୀଙ୍କ ମଧ୍ୟରେ ଚାଲିଥିବା ଏହି ସମ୍ପତ୍ତି ବିବାଦରେ ଏବେ ସେମାନଙ୍କ ମାଆ ୱାଇଏସ୍…

ବଢିଲା କନଷ୍ଟେବଳ ନିଯୁକ୍ତି ଆବେଦନ ତାରିଖ

କଟକ: ଓଡ଼ିଶାର ବିଭିନ୍ନ ବାଟାଲିଅନରେ କନଷ୍ଟେବଳ ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ବୁଧବାର ଥିବାବେଳେ ଏହାକୁ ବୃଦ୍ଧି କରିଛନ୍ତି ମାନ୍ୟବର ହାଇକୋର୍ଟ । ଆବେଦନ ତାରିଖର ସମୟ ସୀମା ନଭେମ୍ବର ୧୫ ପର୍ଯ୍ୟନ୍ତ ବଢିଛି । ଓଡ଼ିଶା ପୋଲିସ ପକ୍ଷରୁ ଆବେଦନର ସମୟସୀମା ୩୦ ଅକ୍ଟୋବର ୨୦୨୪…

ଦୁଇ ଦିନ ତଳେ ମହାନଦୀକୁ ଡେଇଁଥିଲେ, ଆଜି ମିଳିଲା ମୃତଦେହ

ଗତ ସୋମବାର କଟକ ମୁଣ୍ଡଳୀ ବ୍ରିଜ୍ ଉପରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଥିଲେ ଜଣେ ବ୍ୟାଙ୍କ ମ୍ୟାନେଜର। ଦୁଇ ଦିନ ପରେ ତାଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଛି। ମୃତକ ହେଲେ ତାରିଣୀ ପ୍ରସାଦ । ଢେଙ୍କାନାଳ କାବେରା ଗାଁର ତାରିଣୀ ପ୍ରସାଦ ରାଉତ ଏକ ବ୍ୟାଙ୍କରେ ମ୍ୟାନେଜର ଭାବେ କାମ…

ନଭେମ୍ବରରୁ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ଼

ଭୁବନେଶ୍ୱର: ଆସନ୍ତା ମାସରୁ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ମିଳିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୁଧବାର ଦିନ କହିଛନ୍ତି। ଦଶ ଲକ୍ଷରୁ ଅଧିକ ଆବେଦନ ଉପରେ ଯାଞ୍ଚ ଶେଷ ହେବା ପରେ ସରକାର ନୂତନ ରାସନ କାର୍ଡ ପ୍ରଦାନ ଆରମ୍ଭ କରିବେ ବୋଲି…

ଜେଲରେ ରହି ଟିଭି ଚ୍ୟାନେଲକୁ ଲରେନ୍ସ ବିଷ୍ଣୋଇର ଇଣ୍ଟରଭ୍ୟୁ

ଗୋଟିଏ ଘରୋଇ ଟିଭି ଚ୍ୟାନେଲକୁ ଜେଲରେ ରହି ମାଫିଆ ବସ୍‌ ଲରେନ୍ସ ବିଷ୍ଣୋଇ ୨୦୨୨ରେ ଦେଇଥିବା ସାକ୍ଷାତକାର ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ। ଶୁଣାଣି ବେଳେ ଏସଆଇଟି ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟକୁ ଦେଖି ହାଇକୋର୍ଟ ପଞ୍ଜାବ ସରକାରଙ୍କ…