Sign in
Sign in
Recover your password.
A password will be e-mailed to you.
ଭରତପୁରରେ ପତ୍ନୀଙ୍କୁ ବିଷ ଇଞ୍ଜେକ୍ସନ ଦବା ମାମଲା: ଫରେନସିକକୁ ଗଲା ବ୍ୟବହୃତ ସିରିଞ୍ଜ ଓ ଆନାସ୍ଥେସିଆ
ଭୁବନେଶ୍ବର: ଭୁବନେଶ୍ବର ଭରତପୁରରେ ପତ୍ନୀଙ୍କୁ ଓଭରଡୋଜ ଆନେସ୍ଥେସିଆ ଇଞ୍ଜେକ୍ସନ ଦେଇ ଫାର୍ମାସିଷ୍ଟ ସ୍ବାମୀ ମାରିଦେବା ଘଟଣାରେ ପୋଲିସର ଖୋଳତାଡ଼ ଜାରି । ରାଜ୍ୟ ଫରେନସିକ ଲାବକୁ ଗଲା ଜବତ ସିରିଞ୍ଜ ଓ ଆନେସ୍ଥେସିଆ । ଅଭିଯୁକ୍ତଙ୍କ ମୋବାଇଲ ଫୋନ ବି ଯାଞ୍ଚ ପାଇଁ ପଠାଯାଇଛି । ନିଶ୍ଚେତକରେ!-->…
ମୋଦିଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ବିବେକ ଦେବରାୟଙ୍କ ଦେହାନ୍ତ
ନୂଆଦିଲ୍ଲୀ : ଦେଶର ଜଣାଶୁଣା ଅର୍ଥଶାସ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ୍ ବିବେକ ଦେବରାୟଙ୍କ ପରଲୋକ ହୋଇଛି । ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ସେ ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ!-->…
ନିର୍ମାଣଧିନ କେନାଲରୁ ମାଟି ଅତଡା ଧସି ୮ ବର୍ଷର ଝିଅ ମୃତୃ, ବାପା ଗୁରୁତର
ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ନଡିଆଭଙ୍ଗା ପଞ୍ଚାୟତ ବାଉଁଶନଳୀ ଗାଁରେ ଅଘଟଣ । ଶୌଚ ହେବା ପାଇଁ କେନାଲ ବନ୍ଧକୁ ଯାଇଥିବାବେଳେ ବାପା ଓ ଝିଅଙ୍କ ଉପରେ ଖସିପଡିଲା ମାଟି ଅତଡ଼ା । ଯେଉଁଥିରେ ଚାପି ହୋଇ ଘଟଣାସ୍ଥଳରେ ହିଁ ୮ ବର୍ଷ ଝିଅର ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଆହତ!-->…
ସତ୍ୟପାଠରେ ସାଂଘାତିକ ତଥ୍ୟ; ୫ ବର୍ଷରେ ହେମନ୍ତଙ୍କ ବୟସ ବଢ଼ିଛି ୭ ବର୍ଷ
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବାରହେତ ଆସନରୁ ନାମାଙ୍କନ ଦାଖଲ କରିଥିବା ବେଳେ ତାଙ୍କ ସତ୍ୟପାଠରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ଗତ ୫ ବର୍ଷରେ ହେମନ୍ତ ସୋରେନଙ୍କ ବୟସ ବଢ଼ିଛି ୭ ବର୍ଷ।
ଅର୍ଥାତ ୫ ବର୍ଷ ପୂର୍ବେ ତାଙ୍କୁ ୪୨ ବର୍ଷ ହୋଇଥିବା ଉଲ୍ଲେଖ ହୋଇଥିବା ବେଳେ ଏବେ ବୟସ ୪୯!-->!-->!-->…
ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ନାହିଁ: ପୃଥ୍ବୀରାଜ ହରିଚନ୍ଦନ
ପୁରୀ : ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ନୂଆବର୍ଷରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି। ସେ ଆହୁରି କହିଛନ୍ତି ଯେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ନାହିଁ । ପ୍ରାଥମିକ!-->…
ମାର୍କେଟ ବିଲ୍ଡିଂ ଅଣ୍ଡର ଗ୍ରାଉଣ୍ଡରେ ନିଆଁ
ଭୁବନେଶ୍ଵର: ୧ ନମ୍ବର ହାଟ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ମାର୍କେଟ ବିଲ୍ଡିଂ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ । ୪ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡରେ ଏକାଧିକ କପଡା ଦୋକାନ ଜଳିଯାଇଥିବା ନେଇ ସୂଚନା ମିଳିଛି । ତେବେ!-->…
ନଭେମ୍ବର ୨୫ରୁ ସଂସଦର ଶୀତକାଳୀନ ଅଧିବେଶନ
ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ସମ୍ବନ୍ଧରେ ସର୍ବଶେଷ ଅପଡେଟ୍ ଆସିଛି । ସୂଚନା ଅନୁସାରେ ସଂସଦର ଶୀତ ଅଧିବେଶନ ନଭେମ୍ବର ୨୫ରୁ ଆରମ୍ଭ ହୋଇ ଡିସେମ୍ବର ୨୩ପର୍ଯ୍ୟନ୍ତ ଚାଲିବ। ନଭେମ୍ବର ୨୬ ରେ, ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ସଂସଦର ଏକ ମିଳିତ ଅଧିବେଶନ ସମ୍ବିଧାନ ଗୃହ (ପୁରୁଣା ସଂସଦ!-->…
ଅଙ୍ଗଦାନ କରି ଅଲେଖଙ୍କୁ ମିଳିଲା ରାଷ୍ଟ୍ରୀୟ ସମ୍ମାନ, ମୃତ୍ୟୁ ପରେ ରହିବେ ଅମର
ବାଲେଶ୍ୱର : ଅଲେଖଙ୍କୁ ଝୁରୁଛି ଗାଁ ଝୁରୁଛି ଅଞ୍ଚଳ। ଅଲେଖଙ୍କ ମୃତ୍ୟୁରେ ପୂରା ଗାଁ ସ୍ତବ୍ଧ, ସମସ୍ତଙ୍କ ଆଖିରେ ଝରୁଛି ଲୁହ । ଜୀବିତ ଥିବାବେଳେ ସେ ଅଞ୍ଚଳ ପାଇଁ ଯାହା କରିଯାଇଛନ୍ତି ତାହା ସବୁଦିନ ପାଇଁ ଅଞ୍ଚଳବାସୀଙ୍କ ମନରୁ ଲିଭିବନି । ଅଲେଖଙ୍କ ମୃତ୍ୟୁ ପରେ ବି ସେ ସବୁଦିନ ପାଇଁ ଅମର!-->…
ମହାକାଳୀ ବେଶରେ ମା’ ଭଦ୍ରକାଳୀ
ଭଦ୍ରକ: କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ହୋଇଉଠିଛି ଚଳଚଞ୍ଚଳ । ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ । କିନ୍ତୁ ଏହି ପୀଠରେ ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପରେ ଧାରଣ କରୁଥିଲା ବେଳେ ଅନ୍ୟ!-->…
ମା ‘ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ଦୀପାବଳି ଉପଲକ୍ଷେ ଦୀପଦାନ ସହ ପ୍ରସାଦ ବଣ୍ଟନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ମନ୍ଦିର ଚତୁଃପାର୍ଶ୍ଵ ରେ ଥିବା ସମସ୍ତ ବ୍ୟବସାୟୀ ବନ୍ଧୁମାନେ ଏକତ୍ରିତ ହୋଇ ମା 'ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରଥମ ଥର ପାଇଁ ଶ୍ୟାମା କାଳୀ ପୂଜା ଓ ଦୀପାବଳି ଉତ୍ସବ ଉପଲକ୍ଷେ!-->…