Sign in
Sign in
Recover your password.
A password will be e-mailed to you.
ଚାଇନା ପାଇଁ ଚେନାବ ବ୍ରିଜର ତଥ୍ୟ ସଂଗ୍ରହ କରୁଛି ପାକିସ୍ତାନ
ଚାଇନାର ବୋଲକରା ସାଜିଥିବା ପାକିସ୍ତାନର ଭାରତ ବିରୋଧୀ ଷଡ଼ଯନ୍ତ୍ର ପୁଣି ସାମ୍ନାକୁ ଆସିଛି। ଚାଇନା ଗୁଇନ୍ଦା ବିଭାଗ କଥାରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଜମ୍ମୁ-କଶ୍ମୀରରେ ଥିବା ଚେନାବ ବ୍ରିଜଜର ତଥ୍ୟ ସଂଗ୍ରହ କରୁଛି। ଚେନାବ ଠାରେ ଭାରତ ସରକାର ରେଳ ବ୍ରିଜ ନିର୍ମାଣ କରୁଛନ୍ତି। ଏହା ରୈସି!-->…
ବାରରେ ଡ୍ୟାନ୍ସ ହେଲେ ରଦ୍ଦ ହେବ ଲାଇସେନ୍ସ
ଭୁବନେଶ୍ବର: ବାର୍ରେ ଡ୍ୟାନ୍ସ ହେଲେ ରଦ୍ଦ ହେବ ଲାଇସେନ୍ସ ।ଏନେଇ କଡା ଚେତାବନୀ ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବାର୍ରେ ଅଶ୍ଳୀଳ ନୃତ୍ୟ ଯୋଗୁଁ ସୃଷ୍ଟି ହେଉଥିବା ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଅବକାରୀ!-->…
ରିଙ୍କୁଙ୍କ ପାରିଶ୍ରମିକକୁ ୨୪ଗୁଣା ବୃଦ୍ଧି କଲେ ଶାହାରୁଖ
ମୁମ୍ବାଇ: ଆଇପିଏଲ ୨୦୨୫ ପୂର୍ବରୁ କିଛି ଫ୍ରାଞ୍ଚାଇଜ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି। କେକେଆର ଦଳର ଅଧିନାୟକ ଥିବା ଶ୍ରେୟସ ଆୟରଙ୍କୁ ରିଲିଜ କରିଦେଇଛି। ଦଳ ଅତିବେଶୀରେ ୬ ଜଣ ଖେଳାଳିଙ୍କୁ ରିଟେନ କରି ବାକି ସମସ୍ତ ଖେଳାଳିଙ୍କୁ ରିଲିଜ କରି ଦେଇଛି।
ଏହି କ୍ରମରେ ଦେଖିବାକୁ ଗଲେ!-->!-->!-->…
କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ ପ୍ଲାଣ୍ଟ : ମୁଖ୍ୟମନ୍ତ୍ରୀ
କେନ୍ଦୁଝର : କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ ପ୍ଲାଣ୍ଟ । JSW- ପୋସ୍କୋ ମିଳିତ ଭାବେ କରିବେ ଷ୍ଟିଲ ପ୍ଲାଣ୍ଟ । ଏନେଇ JSW- ପୋସ୍କୋ ମଧ୍ୟରେ ହୋଇଛି ଏମଓୟୁ । କେନ୍ଦୁଝରରେ ପ୍ଲାଣ୍ଟ ହେବା MOUରେ ସେମାନେ ମେନ୍ ସନ କରିଛନ୍ତି ।
କେନ୍ଦୁଝର!-->!-->!-->…
ମନ୍ଦିରରେ ଲାଗିବ ଭେଣ୍ଡିଂ ମେସିନ; କ୍ୟୁଆର କୋଡ ସ୍କାନ କଲେ ବାହାରିବ ପ୍ରସାଦ
ଆଉ ପ୍ରସାଦ ପାଇଁ ଲମ୍ବା ଲାଇନ୍ରେ ଛିଡ଼ା ହେବାକୁ ପଡ଼ିବନି। ଭେଣ୍ଡିଂ ମେସିନରୁ ବାହାରିବ ପ୍ରସାଦ ପ୍ୟାକେଟ୍ । କେବଳ କ୍ୟୁଆର କୋଡ ସ୍କାନ କରି ପେମେଣ୍ଟ କଲେ ବାହାରିବ ଲଡୁ ପ୍ୟାକେଟ। ଏପରି ବ୍ୟବସ୍ଥା ମଧ୍ୟପ୍ରଦେଶର ଉଜ୍ଜେୟନସ୍ଥିତ ମହାକାଳେଶ୍ୱର ମନ୍ଦିରରେ ହେବାକୁ ଯାଉଛି।
ମନ୍ଦିରର!-->!-->!-->…
ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା
ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା। ଏନେଇ ଓଡ଼ିଶା ରାଜ୍ୟ ସରକାର ବିଧିବଦ୍ଧ ଭାବେ ଅନୁମୋଦନ ପ୍ରଦାନ କରିଛନ୍ତି। ପ୍ରାଥମିକ ସ୍ତରରେ ଏହା ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ!-->…
କଳ୍ପନା ସୋରେନଙ୍କ ବିରୋଧରେ ଛିଡ଼ା ହୋଇଥିଲେ, ହଠାତ୍ ଜେଏମ୍ଏମ୍ରେ ମିଶିଗଲେ
ଝାଡ଼ଖଣ୍ଡ ନିର୍ବାଚନ ପୂର୍ବରୁ ଚଳଚଞ୍ଚଳ ହେଲାଣି ରାଜନୀତି। ରାଜନୀତିର ପଶାପାଲିରେ ଜେଏଲ୍କେଏମ୍ ପାର୍ଟିକୁ ମିଳିଛି ଶକ୍ତ ଝଟକା। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଅକିଲ ଅଖତର ଜେଏଲ୍କେଏମ୍ ଛାଡ଼ି ଦେଇଛନ୍ତି। ସେ ଏବେ!-->…
ବାତିଲ ହେଲା ଇସ୍କନର ଅଦିନିଆ ରଥଯାତ୍ରା
ଆମେରିକା ହଷ୍ଟନରେ ଅଦିନିଆ ରଥଯାତ୍ରାକୁ ବାତିଲ କଲା ଇସ୍କନ । ହଷ୍ଟନରେ ଇସ୍କନ ପକ୍ଷରୁ ନଭେମ୍ବର ୩ରେ ସ୍ନାନଯାତ୍ରା ଓ ନଭେମ୍ବର ୯ରେ ହେବାକୁ ଥିବା ରଥଯାତ୍ରାକୁ ନେଇ ବିବାଦ ବଢ଼ିଥିଲା । ଜଗନ୍ନାଥ ପ୍ରେମୀ ଓ ପୁରୀ ସେବାୟତଙ୍କ ପକ୍ଷରୁ ତୀବ୍ର ବିରୋଧ ହୋଇଥିଲା । ଏହାକୁ!-->…
ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା; ସ୍ୱାସ୍ଥ୍ୟ ବିଭାଗୀୟ ତଦନ୍ତ ଆରମ୍ଭ
କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆରେ ପ୍ରସ୍ତୁତ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣା । ଆରମ୍ଭ ହେଲା ସ୍ୱାସ୍ଥ୍ୟ ବିଭାଗୀୟ ତଦନ୍ତ । ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ତଦନ୍ତ ଆରମ୍ଭ!-->…
ଇସ୍ରାଏଲ ଉପରେ ପାଲଟା ଆକ୍ରମଣ ପାଇଁ ସେନାକୁ ସବୁଜ ସଙ୍କେତ ଦେଲେ ଖାମେନି
ତେହେରାନ : ଇରାନ ପକ୍ଷରୁ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ହୋଇପାରେ ବୋଲି ବିଭିନ୍ନ ସୁରକ୍ଷା ଏଜେନ୍ସି ଦ୍ବାରା ରିପୋର୍ଟ ପ୍ରକାଶ ପାଇଛି। ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖାମେନି ଦେଶର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦକୁ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ!-->…