Sign in
Sign in
Recover your password.
A password will be e-mailed to you.
ଭୁବନେଶ୍ବରରୁ ବସ୍ ସେବା ସ୍ବାଭାବିକ : କେବଳ ଭଦ୍ରକ, ବାଲେଶ୍ୱର, ରାଜନଗର ଯାତାୟାତ କରୁନି ବସ୍
ଭୁବନେଶ୍ୱର : ସ୍ୱାଭାବିକ ହେଉଛି ବସ ସେବା । କେଵଳ ଭଦ୍ରକ, ବାଲେଶ୍ୱର, ରାଜନଗର ଓ କୋଲକାତାକୁ ଛାଡ଼ି ଅନ୍ୟ ସ୍ଥାନକୁ ବସ ଯିବା ଆସିବା କରୁଛି । ଭୁବନେଶ୍ବର ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଯାତାୟାତ କରୁଛି ବସ୍ । ବ୍ରହ୍ମପୁରକୁ ଭୁବନେଶ୍ୱରରୁ ୫୦ ପ୍ରତିଶତ ଗାଡି ଯିବା ଆସିବା!-->…
ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ସିଂହଦ୍ଵାର ଆଉ ବେଳାଭୂମି
ପୁରୀ: ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ପୁରୀ। ବାତ୍ୟା ଦାନା ପାଇଁ ସୁରକ୍ଷା ଦୃଷ୍ଟିରୁ ପୁରୀକୁ ପର୍ଯ୍ୟଟକମାନଙ୍କୁ ସରକାର ଓ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା। ବାତ୍ୟାର ପ୍ରଭାବ କମିବା ପରେ ପର୍ଯ୍ୟଟକଙ୍କ ପାଇଁ ଥିବା କଟକଣା ପ୍ରତ୍ୟାହୃତ କରାଯାଇଛି।
ତେବେ ବାତ୍ୟା ଲ୍ୟାଣ୍ଡଫଲ୍!-->!-->!-->…
ବାତ୍ୟା ପରେ ମାଡ଼ି ଆସିଲା ଉଚ୍ଚ ଜୁଆର, ପାଣିଘେରରେ ୫୭୧ ପରିବାର
ରାଜନଗର : ବାତ୍ୟା ପରେ ମାଡ଼ି ଆସିଲା ସମୁଦ୍ର ଜୁଆର । ପ୍ରବଳ ବର୍ଷାରେ ବୁଡ଼ିଗଲା ବଗପଟିଆ । ସାତଭାୟା ଥଇଥାନ ଆଶ୍ରୟସ୍ଥଳୀ ବଗପାଟିଆରେ ପଶିଲା ଜୁଆର ପାଣି । ୫୭୧ ପରିବାର ପାଣି ଘେରରେ ରହିଛନ୍ତି । ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାତ୍ୟା ଦାନା!-->…
ଆରମ୍ଭ ହେଲା ଟ୍ରେନ୍ ଚଳାଚଳ
ଭୁବନେଶ୍ଵର: ଆରମ୍ଭ ହେଲା ଟ୍ରେନ୍ ଚଳାଚଳ । କିନ୍ତୁ ହୋଇନି ସ୍ବାଭାବିକ । ବାତ୍ୟା ‘ଦାନା’ ପାଇଁ ୨୦୦ ରୁ ଉର୍ଦ୍ଧ୍ଵ ଟ୍ରେନ ବାତିଲ କରିଥିଲା ପୂର୍ବତଟ ରେଳବାଇ । ଏବେ ବାତିଲ୍ ଟ୍ରେନ୍ ଛଡ଼ା ଅନ୍ୟ ସମସ୍ତ ଟ୍ରେନ୍ ସମୟ ଅନୁସାରେ ଚାଲିବ ବୋଲି ସୂଚନା ଦେଇଛି ପୂର୍ବତଟ ରେଲୱେ । ବିଶାଖାପାଟଣା!-->…
‘ଦାନା’ ବାତ୍ୟା ବେଳେ ଜନ୍ମ ନେଲେ ୧୬୦୦ ଶିଶୁ
ଭୁବନେଶ୍ଵର: ଭୀଷଣ ବାତ୍ୟାର ରୂପ ନେଇ ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁଛି ‘ଦାନା’। କେଉଁଠି ଘର ଦ୍ଵାର ଭାଙ୍ଗି ଲୋକଙ୍କୁ ଦୁଃଖ ଦେଇଯାଇଛି ତ କେଉଁଠି ଦେଇଛି ଖୁସି ଖବର । ବାତ୍ୟା ବେଳେ ରାଜ୍ୟରେ ଜନ୍ମ ନେଇଛନ୍ତି ପ୍ରାୟ ୧୬୦୦ ଶିଶୁ । ଗତକାଲି ରାତିରେ ଏସ୍ଆରସିଙ୍କ!-->…
ସ୍ବାଭାବିକ ହେଲା ଭୁବନେଶ୍ବରରେ ବିମାନସେବା
ଭୁବନେଶ୍ଵର: ସ୍ବାଭାବିକ ହେଲା ଭୁବନେଶ୍ବରରେ ବିମାନସେବା । ବାତ୍ୟା ‘ଦାନା’ ପାଇଁ ଗତକାଲିଠୁ ୪୦ ବିମାନ ସେବାକୁ ବାତିଲ କରାଯାଇଥିବା ବେଳେ ଆଜି ସକାଳ ୮ଟାରୁ ତାହା ସ୍ୱାଭାବିକ ହୋଇଛି। ଏନେଇ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ବାତ୍ୟା ପାଇଁ କାଲି!-->…
ଦୁର୍ବଳ ହେଉଛି ‘ଦାନା’, ସରିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା
ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି। ଗତକାଲି ମଧ୍ୟ ରାତ୍ରିରେ ଏହା ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ମାଡ଼ ହୋଇଥିବା ବେଳେ ଆରମ୍ଭ ହୋଇଯାଇଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଏହି ପ୍ରକ୍ରିୟା ଆଜି ସକାଳେ ଶେଷ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ!-->…
ବନ ବିଭାଗ ପକ୍ଷରୁ କ୍ରେଷ୍ଟେଡ ସର୍ପ ଇଗଲ ଉଦ୍ଧାର…
ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦରମହକୁମା ର ଫୁଲବାଣୀ ପୌର ପରିଷଦ ପେଞ୍ଜିସାହିର ଏକ ବରଗଛ ତଳେଅସୁସ୍ଥ ବିଲୁପ୍ତ ବିରଳ ଚିଲ ପକ୍ଷୀକୁ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ଏହି ହିମାଲୟାନ ଚିଲ ର ବୟସ ପ୍ରାୟ ୩ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଉଛି। ସୂଚନା ଅନୁଯାୟୀ ଏହି!-->!-->!-->…
ଦୁର୍ନୀତି ରେ ଉବୁଟୁବୁ ଗଞ୍ଜାମ ଜିଲ୍ଲା : ଦୁର୍ନୀତି ର ଶୀର୍ଷ ରେ ଜିଲ୍ଲାରେ ଥିବା ତହସିଲ…
ଲାଞ୍ଚ ନାହିଁତ ଶୁଣିବାକୁ ନାରାଜ କର୍ମଚାରୀ...!!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ ସରକାରୀ କାର୍ଯ୍ୟାଳୟ ରେ ବିନା ପିସି ରେ ଛୋଟ ହେଉକି ବଡ଼ କାର୍ଯ୍ୟ ହେଉନାହିଁ। ଏହାର ନଗ୍ନ ନମୁନା ଧରାକୋଟ ତହସିଲ ରେ ଗତ ବୁଧବାର ଦିନ ଦେଖିବାକୁ ମିଳିଛି। ରେକଡ଼ ରୁମର ସିମାଞ୍ଚଳ ମଲ୍ଲିକ!-->!-->!-->!-->!-->…
ବାତ୍ୟା ଦାନା ର ଅବପାତ କୁ ନେଇ ସମସ୍ତ ପ୍ରସ୍ତୁତି…
ଚିକିଟୀ -ପାଣିପାଗ ବିଭାଗ ର ସୂଚନା ପ୍ରକାରେ ସାମୁଦ୍ରିକ ଝଡ଼ "ଦାନା,ଭୀଷଣ ବାତ୍ୟାର ରୂପ ନେବ। ପୁର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଏହା ଅଧିକା ଘନୀଭୂତ ହୋଇ ଗଭୀର ଅବପାତ ରେ ପରିଣତ ହୋଇ ୨୩ ତାରିଖ ରାତି!-->…