ମହାରାଷ୍ଟ୍ର ପାଇଁ କଂଗ୍ରେସର ୪୮ ଜଣିଆ ପ୍ରାର୍ଥୀ ତାଲିକା

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୪୮ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ରାଜ୍ୟରେ କଂଗ୍ରେସ ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ସହ ମିଶି ନିର୍ବାଚନ ଲଢ଼ୁଛି। ୩ ଦଳ ମଧ୍ୟରେ ଦିନକ ତଳେ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ…

ବାତ୍ୟା ଦାନା ପ୍ରଭାବରେ ଉତ୍ତର ଓଡିଶାରେ ବର୍ଷା ଜାରି

ବାତ୍ୟା ଦାନାର ପ୍ରଭାବରେ ଏବେବି ଉତ୍ତର ଓଡିଶାରେ ଜାରି ରହିଛି ବର୍ଷା । ବର୍ଷା ସାଙ୍ଗକୁ କୋହଲା ପବନ ମଧ୍ୟ ବହୁଛି । ଓଡିଶା ସମେତ ପଶ୍ଚିମବଙ୍ଗ ଉପକୂଳରେ ପ୍ରବଳ ବର୍ଷା ହୋଇଛି । ଗତ ୩ ଘଣ୍ଟାରେ ଭଦ୍ରକରେ ୮୫.୧ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ବରରେ ୪୮…

ଆସନ୍ତାକାଲି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ କରିବେ ସ୍ଥିତି ଅନୁଧ୍ୟାନ

ଭୁବନେଶ୍ୱର : ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆକାଶମାର୍ଗରୁ ବାତ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ । ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପରେ ସମୀକ୍ଷା କରିଥିଲେ…

ବାତ୍ୟା ଦାନା ପ୍ରଭାବ: ପୁରୀରେ ସବୁଠୁ ଅଧିକ ବର୍ଷିଲା

ଭୁବନେଶ୍ୱର: ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଦାନା। ଶୁକ୍ରବାର ରାତି ୧୨.୫ରେ ସ୍ଥଳଭାଗ ଛୁଇଁଥିବା ବେଳେ ଆଜି ସକାଳେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ କରିଛି ଦାନା। ବର୍ତ୍ତମାନ ଭୀଷଣ ବାତ୍ୟା, ବାତ୍ୟା ରୂପ ନେଇଥିବା ବେଳେ ଧୀରେ ଧୀରେ ଗଭୀର ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ…

ଦୁଇ ସାମ୍ବାଦିକଙ୍କ ଦ୍ଵାରା ଟ୍ରାଫିକ ସଚେତନତା

ଫୁଲବାଣୀ : ଫୁଲବାଣୀ ର ଦୁଇ ଯୁବ ସାମ୍ବାଦିକ ଟ୍ରାଫିକ ସଚେତନତା କରୁଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଦେଖିବାକୁ ମିଳୁଛି । ଯାହାଦ୍ବାରା କି ଦୁର୍ଘଟଣା ହୋଇ ଦୈନିକ ମୃତୁ ସଂଖ୍ୟା ବଢ଼ିବାରେ ଚାଲିଛି । ପ୍ରଶାସନ ପକ୍ଷରୁ…

ଲ୍ୟାଣ୍ଡଫଲ ପ୍ରକ୍ରିୟା ବିଳମ୍ବ ନେଇ ପ୍ରତିକ୍ରିୟା ରଖିଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା

ଭୁବନେଶ୍ବର: ଲ୍ୟାଣ୍ଡଫଲ ପ୍ରକ୍ରିୟା ବିଳମ୍ବ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ସେ କହିଛନ୍ତି, ୨ଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ପାଇଁ ଲ୍ୟାଣ୍ଡଫଲ ପ୍ରକ୍ରିୟା ବିଳମ୍ବିତ ହୋଇଛି। ଏହି ପ୍ରକ୍ରିୟା ସାଧାରଣଭାବେ ୬ରୁ ୮ ଘଣ୍ଟା…

ବାତ୍ୟା ଦାୟିତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟ ପ୍ରଶଂସନୀୟ : ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ ପୁଣି ବାତ୍ୟାର ସମୀକ୍ଷା କରିଛନ୍ତି । ଏନେଇ ସେ ଏକ ବୈଠକ କରିଛନ୍ତି । ଏଥିରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ୱାଇ ବି ଖୁରାନିଆ ଓ ସ୍ୱତନ୍ତ୍ର ରିଲିଫ୍ପ୍ରକମିଶନର ମୁଖ୍ୟ ଉପସ୍ଥିତ…

ଟଳି ଗଲା ବାତ୍ୟା, ଘାରିଲାଣି ବନ୍ୟା ଆଶଙ୍କା 

ଭୁବନେଶ୍ୱର: ଟଳି ଗଲା ବଡ଼ ବାତ୍ୟା। ହେଲେ ବାତ୍ୟା ପ୍ରଭାବରେ ତୁହାକୁ ତୁହା ବର୍ଷା ଏବେ ବନ୍ୟା ଆଶଙ୍କା ସୃଷ୍ଟି କଲାଣି। ଏନେଇ ଏବେ ୧୬ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ସତର୍କ କରିଛି ଆଇଏମଡି। ଅନୁଗୁଳ, ବାଲେଶ୍ଵର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ,…

ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର, ଫସଲ କ୍ଷୟକ୍ଷତି ଆକଳନ 7 ଦିନ ଭିତରେ : ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର : ବିପର୍ଯୟ ପରିଚାଳନା ମନ୍ତ୍ରୀ ଭାବେ ମୋ ଦାୟିତ୍ୱ । ନିଆରା ଅନୁଭୂତି ମୋ ପାଇଁ । ସମସ୍ତଙ୍କ ସହ ବୈଠକ କରିଛି । ଓଡ଼ିଶା ବାସୀଙ୍କ ବିଜୟ ହେଲା । ରାସ୍ତା ସଫା ସରିଲାଣି । କିଛି ଜାଗାରେ ତାର ଛିଣ୍ଡିଯିବା ଯୋଗୁ ବିଦ୍ୟୁତ ବ୍ୟାହତ ହେଇଛି । ସୂର୍ଯ୍ୟାସ୍ତ ପୂର୍ବରୁ…

ଦେବଦୂତ ସାଜି ବୃଦ୍ଧାଙ୍କୁ କାନ୍ଧରେ ବୋହିଲେ ଆଶା କର୍ମୀ, ଛୁଟୁଛି ଶୁଭେଚ୍ଛାର ସୁଅ

ରାଜନଗର: ବାତ୍ୟା ‘ଦାନା’ର ପ୍ରକୋପ ସମୟରେ ଲୋକେ ସୁରକ୍ଷିତ ସ୍ଥାନରେ ରହିବାକୁ ଉଦ୍ୟତ ହେଉଥିବା ବେଳେ ସେବା ମନୋଭାବ ନେଇ ଆଗେଇ ଆସିଥିଲେ ଜଣେ ଆଶାକର୍ମୀ । ବିପଦ ସଙ୍କୁଳଙ୍କ ପାଇଁ ସାଜିଥିଲେ ଦେବଦୂତ। ପବନ, ବର୍ଷାକୁ ଖାତିର ନ କରି ବିପଦରେ ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ନିଜ କାନ୍ଧରେ…