Sign in
Sign in
Recover your password.
A password will be e-mailed to you.
ଜାଲ ନୋଟ କାରବାରରେ ଓଡ଼ିଶା ଲିଙ୍କ, ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଓଡିଶାର
ବାସୁଦେବପୁର : ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଏକ ମଦ୍ରାସାରେ ନକଲି ନୋଟ୍ ରାକେଟର ପର୍ଦାଫାସ ହୋଇଛି । ଏହି ରାକେଟରେ ପୋଲିସ ମଦ୍ରାସାର ପ୍ରିନ୍ସିପାଲଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ଯେଉଁଥିରୁ ଦୁଇ ଜଣ ଭଦ୍ରକର ତଫସିରୁଲ ଆରିଫିନ୍ ଓ ଜାହିର ଖାନ୍ ବୋଲି ଜଣାପଡ଼ି!-->…
ହଷ୍ଟେଲ୍ ଛାତରୁ ଡେଇଁ ପଡ଼ିଲେ ଭୁବନେଶ୍ୱର ଆଇଆଇଟି ଛାତ୍ରୀ
ଭୁବନେଶ୍ୱର: ୫ ମହଲା ଛାତରୁ ଡେଇଁ ପଡ଼ିଲେ ଭୁବନେଶ୍ୱର ଆଇଆଇଟି ଛାତ୍ରୀ। ଅରୁଗୁଳ ଆଇଆଇଟି କ୍ୟାମ୍ପସରୁ ଜଣେ ତୃତୀୟ ବର୍ଷ ବିଟେକ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀଙ୍କ ଘର ଦିଲ୍ଲୀରେ ଥିବା ବେଳେ ତାଙ୍କ ନାମ କ୍ରୀତିକା ରାଜ ବୋଲି ସୂଚନା ରହିଛି।
ସୂଚନା ଅନୁଯାୟୀ, ଗତକାଲି!-->!-->!-->…
ୟୁକୋ ବ୍ୟାଙ୍କରେ ନକଲି ସୁନାଋଣ ଦୁର୍ନୀତି : ନକଲି ଅଳଙ୍କାର ରଖି ୫୫ ଲକ୍ଷ ଟଙ୍କା ଆତ୍ମସାତ୍ !
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡ଼ା ୟୁକୋ ବ୍ୟାଙ୍କରେ ବଡ଼ଧରଣର ସୁନା ଋଣ ଦୁର୍ନୀତି ପଦାକୁ ଆସିଛି। ବ୍ୟାଙ୍କରେ ସୁନା ଆପ୍ରାଇଜର ଭାବେ କାମ କରୁଥିବା ଜଣେ ବ୍ୟକ୍ତି ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ପ୍ରାୟ ୫୫ ଲକ୍ଷ ଟଙ୍କା ଋଣ ନେଇଥିବା ଜଣାପଡିଛି। ସୁନା ଆପ୍ରାଇଜର ଜଣକ ନିଜ ନାଁରେ!-->…
କୋର୍ଟରୁ ବାହାରକୁ ଆସିବାବେଳେ ସନ୍ଦୀପଙ୍କୁ ବାଜିଲା ଶକ୍ତ ଚାପୁଡ଼ା
କୋଲକାତା ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ମାଡ଼। ବାଜିଲା ଶକ୍ତ ଚାପୁଡ଼ା। ଭିଡ଼ ଭିତରେ ମାଡ଼ ମାରିଲେ ଲୋକେ। କୋର୍ଟରୁ ବାହାରକୁ ଆସିବା ବେଳେ ତାଙ୍କୁ ଜଣେ ବ୍ୟକ୍ତି ଶକ୍ତ ଚାପୁଡ଼ା ମାରିଛନ୍ତି। ପୁଲିସ ସୁରକ୍ଷା ମଧ୍ୟରେ ଥିଲେ ମଧ୍ୟ ତାଙ୍କ!-->…
ସୁଭଦ୍ରା ଯୋଜନାପାଇଁ ଆଧାରରେ ମୋବାଇଲ ନମ୍ବର ସଂଯୋଗ ପାଇଁ ପୋଷ୍ଟ ଅଫିସରେ ଭିଡ଼
ମାଲକାନଗିରି : ରାଜ୍ୟ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତି ସୁଭଦ୍ରାଯୋଜନା କୁ ସାକାର କରିବା ପାଇଁ ଆଦେଶ ନାମା ଯୋଗୁଁ ରାଜ୍ୟରେ ସୁଭଦ୍ରା ଯୋଜନାର ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମାଲକାନଗିରି ସଦର ମହକୁମା ପୋଷ୍ଟ ଅଫିସ ଭିତରେ ଓ ବାହାରେ ଠାରେ ଲୋକଙ୍କ ପ୍ରବଳ ଭିଡ଼!-->…
ବାଲିଗୁଡ଼ାରେ ଘରୋଇ ଚକ୍ଷୁ ଡାକ୍ତରଖାନାର ଉଦଘାଟନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଖୋଲିଲା ଘରୋଇ ଚକ୍ଷୁ ଡାକ୍ତରଖାନା ଦାଶ ଚକ୍ଷୁ ଚିକିତ୍ସାଳୟ । ଜିଲ୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ବିଜୟ କୁମାର ପଣ୍ଡା ରିବନ କାଟି ଚକ୍ଷୁ ଚିକିତ୍ସାଳୟର ଶୁଭ ଉଦଘାଟନ କରିଛନ୍ତି । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚକ୍ଷୁ ରୋଗୀଙ୍କ ପାଇଁ!-->…
ମୋଟୁ ବନ ବିଭାଗ ଦ୍ଵାରା ପିକ୍ ଅପ୍ ଭ୍ୟାନ ମଧ୍ୟରୁ ୫୦୦ କଇଁଚ ଜବତ ସହ ୪ ଗିରଫ
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ବନ ବିଭାଗ ଦ୍ବାରା ବୁଧବାର ଦିନ ପ୍ରାୟ ୫୦୦ କଇଁଛ ଉଦ୍ଧାର କରାଯାଇଛି। ଖବର ଅନୁଯାୟୀ କଇଁଛ ଚୋରାଚାଲାଣ ସମ୍ପର୍କରେ ସୂଚନା ପାଇବା ପରେ ମୋଟୁ ବନ ବିଭାଗ ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପଇଁତରା ମାରୁଥିଲେ। ଦୁଇ!-->…
୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମୂଳପୋଛ ହେବେ ମାଓବାଦୀ: ଡିଜିପି
ଭୁବନେଶ୍ୱର : ନକ୍ସଲ ମୁକ୍ତ ହେବ ଓଡ଼ିଶା । ୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମାଓବାଦୀ ମୂଳପୋଛ ହେବେ ବୋଲି ଡିଜିପି ୱାଇ ବି ଖୁରାନିଆଙ୍କ ବଡ଼ ବୟାନ । ଗତକାଲି ଛତିଶଗଡ ଦାନ୍ତେନୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ମାଓବାଦୀ ଟଳିପଡ଼ିଛନ୍ତି । ସେଠାରେ ଅପରେସନ୍କୁ ଜୋରଦାର!-->…
ଗଣେଶ ପୂଜା ପାଇଁ ସରକାରୀ ସ୍କୁଲରେ ଚାନ୍ଦା ଆଦାୟ । ଜିଲାପାଳଙ୍କ ଦୃଷ୍ଟି ପଡିବ କି ?
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ୧୨ ଗୋଟି ବ୍ଲକ ବେଲ ପଦର ଓଡିଶା ଆଦର୍ଶ ବିଦ୍ୟାଳୟ ସମେତ ୧୧ ଗୋଟି ସ୍କୁଲରେ ପୂଜା ଚାନ୍ଦା ମାଗୁଛନ୍ତି । ଏହା ସହିତ ବାଧ୍ୟତାମୂଳକ କରିଛନ୍ତି ବୋଲି ଅଭିଭାବକ ମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି l ଏହି ସ୍କୁଲରେ ଅଧିକାଂଶ ଛାତ୍ର ଛାତ୍ରୀ ଆଦିବାସୀ, ହରିଜନ!-->…
ଗଞ୍ଜାମ ଜିଲ୍ଲା ମଦ ମୃତ୍ୟୁ ବିଭୀଷିକା ସୌଦାଗର ମାନେ ଏବେ ବି ସକ୍ରିୟ, ତଦନ୍ତ କୁ ନେଇ ସନ୍ଦେହ…!!
ମଦ ମାଫିଆ ମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ ହେବ କେବେ…?
ଭୁବନେଶ୍ୱର: ୪-୯ ଗଞ୍ଜାମ ଜିଲ୍ଲାର ଚିକିଟି ମଦ ମୃତ୍ୟୁ ପରେ ବି ଜିଲ୍ଲାର ଅଧିକାଂଶ ଅଞ୍ଚଳ ରେ ଏବେବି ଚୋରା ମଦ ପ୍ରସ୍ତୁତି ଚାଲିଛି। ଅବକାରୀ ଓ ପୋଲିସ ବିଭାଗ ଯେଉଁ ଅଞ୍ଚଳକୁ ଯାଉଛନ୍ତି। ସେ ଅଞ୍ଚଳ ରୁ ହଜାର ହଜାର ଲିଟର ପୋଚ!-->!-->!-->…