Sign in
Sign in
Recover your password.
A password will be e-mailed to you.
ଏସଟି ମୋର୍ଚ୍ଚା ସଦସ୍ୟତା ଅଭିଯାନର ରାଜ୍ୟ କନଭେନର ଭାବେ କରେନ୍ଦ୍ର ମାଝୀ ନିଯୁକ୍ତ
ବାଲିଗୁଡା, ୦୪/୦୯ : ବିଜେପି ସର୍ବ ଭାରତୀୟ ସ୍ତରରେ ସଦସ୍ୟତା ଅଭିଯାନ ଆରମ୍ଭ କରିଥିବା ବେଳେ ଜାତୀୟ ଏସଟି ମୋର୍ଚ୍ଚା କାର୍ଯ୍ୟାଳୟ ନୂଆଦିଲ୍ଲୀର ନିର୍ଦ୍ଦେଶ ଅନୁଯାୟୀ, ବିଜେପି ଏସଟି ମୋର୍ଚ୍ଚା ଓଡିଶା ପ୍ରଦେଶ ସଭାପତି ତଥା ରାଜ୍ୟ ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ!-->…
ନଭେମ୍ବର ୧୫ରୁ ଐତିହାସିକ ବାଲିଯାତ୍ରା, ପ୍ରଥମ ଥର ଲାଗି ହେବ ଗ୍ରୀନ କରିଡର
କଟକ: ନଭେମ୍ବର ୧୫ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ୍ ସିନ୍ଧେ । ତେବେ ଚଳିତ ବର୍ଷ କେତେଦିନ ବାଲିଯାତ୍ରା ହେବ ସେନେଇ ଏବେ କୌଣସି ନିଷ୍ପତ୍ତି ନିଆଯାଇନି । ପରବର୍ତ୍ତୀ ବୈଠକରେ ବାଲିଯାତ୍ରା ଦିନ ଧାର୍ଯ୍ୟ ଉପରେ!-->…
‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ଉଚ୍ଛେଦ କଲେ ରାଜ୍ୟ ସରକାର
ଭୁବନେଶ୍ବର: ରାଜ୍ୟ ସରକାର ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’କୁ ଭଙ୍ଗ କରିବେ। ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ପରିଚାଳିତ ଓଡ଼ିଶା ସରକାର ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ନିଷ୍ପତ୍ତି ଅନୁସାରେ ବିଜେଡିର ଶାସନ କାଳରେ ଗଠିତ ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’କୁ ବିଜେପି ସରକାର ସମ୍ପୂର୍ଣ୍ଣ!-->…
ନୂଆଖାଇ ପାଇଁ ୯ ତାରିଖ ଦିନ ସ୍କୁଲ ଛୁଟି ଘୋଷଣା
ଭୁବନେଶ୍ୱର: କୃଷି ଭିତ୍ତିକ ପର୍ବ ‘ନୂଆଖାଇ’ ପାଇଁ ସେପ୍ଟେମ୍ବର ୯ ତାରିଖ ଦିନ ରାଜ୍ୟର ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି ଓଡିଶା ସରକାର। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ଏହି ବିଜ୍ଞପ୍ତି ଅନୁଯାୟୀ, ନୁଆଖାଇ ପର୍ବ ପାଇଁ ସୋମବାର ଦିନ!-->!-->!-->…
ବନ୍ୟା ବନ୍ଦ ନ ହେବାରୁ ୩୦ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ !
ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍ ୩୦ ଜଣ ଉଚ୍ଚ ପଦାଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ସେମାନେ ବିନାଶକାରୀ ବନ୍ୟାକୁ ରୋକିବାରେ ବିଫଳ ହୋଇଥିଲେ।
ଦକ୍ଷିଣ କୋରିଆ ନ୍ୟୁଜ୍ ଏଜେନ୍ସି ଚୋସୁନ୍ ଟିଭି ଅନୁଯାୟୀ!-->!-->!-->…
ବାର୍ଡ-ଫ୍ଲୁ ନେଇ ତିନି ଜଣିଆ କେନ୍ଦ୍ରୀୟ ଟିମ୍ଙ୍କ ତନାଘନା
ପୁରୀ ଜିଲ୍ଲାରେ ଚିନ୍ତା ବଢ଼ାଇଛି ବାର୍ଡ-ଫ୍ଲୁ। ନିମାପଡ଼ା ବ୍ଲକ ଅନ୍ତର୍ଗତ କୋଠକୁସାଙ୍ଗ ବାର୍ଡ-ଫ୍ଲୁ ଚିହ୍ନଟ ହେବାପରେ ଆଜି ଅପରାହ୍ନରେ କୋଠକୁସାଙ୍ଗ ବ୍ରଏଲର ଫାର୍ମରେ ଭାରତ ସରକାରଙ୍କ ତରଫରୁ ତିନି ଜଣିଆ ପ୍ରାଣୀରୋଗ ବିଶେଷଜ୍ଞ ପହଞ୍ଚି ଏକ କିଲୋମିଟର ଭିତରେ ଥିବା ଫାର୍ମଗୁଡ଼ିକରେ!-->…
ସୁଭଦ୍ରା କଲ୍ ସେଣ୍ଟର ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଭୁବନେଶ୍ବର: ଭୁବନେଶ୍ବରରେ ସୁଭଦ୍ରା କଲ୍ ସେଣ୍ଟର ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଓସିଏସି ଠାରେ ଉଦଘାଟିତ ହେଲା ସୁଭଦ୍ରା କଲ ସେଣ୍ଟର । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ସର୍ବସାଧାରଣ ନିଜର ସୁବିଧା ବିଷୟରେ ପଚାରିବାକୁ ଏହି କଲ!-->…
ଭାରତରେ ୪୫ ହଜାର କୋଟି ଟଙ୍କା ବିନିଯୋଗ କରିବ ସିଙ୍ଗାପୁରର କ୍ୟାପିଟାଲଣ୍ଡ କମ୍ପାନୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁରରେ ଅବତରଣ କରିବା ମାତ୍ରେ ସିଙ୍ଗାପୁରର ଅଗ୍ରଣୀ ରିଏଲ୍ ଇଷ୍ଟେଟ୍ କମ୍ପାନୀ ୨୦୨୮ ସୁଦ୍ଧା ଭାରତରେ ପୁଞ୍ଜି ବିନିଯୋଗକୁ ଦ୍ୱିଗୁଣିତ କରିବାକୁ ଘୋଷଣା କରିଛନ୍ତି। ସିଙ୍ଗାପୁରର କ୍ୟାପିଟାଲଣ୍ଡ , ଯାହା ଏସିଆର ସର୍ବବୃହତ ରିଅଲ୍ ଇଷ୍ଟେଟ୍!-->…
ସ୍କୁଲରେ ମଦ ପିଇ ମାତାଲ ହେବା ଘଟଣା; ନିଲମ୍ବିତ ହେଲେ ନିଶାଡି ଶିକ୍ଷକ
ଯାଜପୁର: ଶିକ୍ଷକ ସ୍କୁଲରେ ମଦ ପିଇ ମାତାଲ ହେବା ଘଟଣା । ଅଭିଯୁକ୍ତ ଶିକ୍ଷକଙ୍କୁ ମହଙ୍ଗା ପଡିଲା ଏପରି କାରନାମା । ମାତାଲ୍ ଅବସ୍ଥାରେ ଶିକ୍ଷକଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ନିଲମ୍ବିତ ହେଲେ ନିଶାଡି ଶିକ୍ଷକ ।
ଖବର ମୁତୀବକ, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଶିକ୍ଷା!-->!-->!-->…
ସମୁଦ୍ର କୂଳରେ ମରିକି ପଡିଛନ୍ତି ହଜାର ହଜାର ବ୍ଲୋ ବଟନ ଜେଲିଫିଶ
ପୁରୀ : ସମୁଦ୍ର ଭିତରେ ବଡ ହଲଚଲ ସୃଷ୍ଟି ହୋଇଛି । ପୁରୀଜିଲ୍ଲା ଅସ୍ତରଙ୍ଗ ସମୁଦ୍ର କୁଳର ଦେବୀ ମୁହାଣ ଠାରୁ କେଳୁଣୀ ଆଉ ଚନ୍ଦ୍ରଭାଗା ମୁହାଣ ଇଲାକାରେ ସମୁଦ୍ର କୂଳରେ ହଜାର ହଜାର ପରିମାଣରେ ବ୍ଲୋ ବଟନ ଜେଲିଫିଶ ମରିକି ପଡିଛନ୍ତି । ଗତକିଛି ଦିନ ହେବ ଏହି ବିରଳ!-->…