Sign in
Sign in
Recover your password.
A password will be e-mailed to you.
ଫସଲ କ୍ଷୟକ୍ଷତିର ହେବ ଜିଓଟ୍ୟାଗିଂ, ଡିବିଟିରେ ଦିଆଯିବ କ୍ଷତିପୂରଣ: ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ବାତ୍ୟା ‘ଦାନା’ ପ୍ରଭାବିତ ଲୋକଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ ଗାଇଡଲାଇନ୍ ଆଧାରରେ କ୍ଷତିପୂରଣ ଦିଆଯିବ । ଫସଲ କ୍ଷୟକ୍ଷତିର ଜିଓଟ୍ୟାଗିଂ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରରୁ ଏହି କ୍ଷୟକ୍ଷତି ରିପୋର୍ଟ ଆସିଲେ ସେହି ଆଧାରରେ!-->…
କେନ୍ଦ୍ରାପଡ଼ାରେ ବାତ୍ୟା ପରବର୍ତ୍ତୀ ସମୀକ୍ଷା ବୈଠକରେ ବିଜେଡି ବିଧାୟକଙ୍କୁ ବାଦ୍ ଅଭିଯୋଗ ଆଣିଲେ ଗଣେଶ୍ବର
କେନ୍ଦ୍ରାପଡ଼ା ୨୬।୧୦: କେନ୍ଦ୍ରାପଡ଼ାରେ ବାତ୍ୟା ପରେ ହୋଇଥିବା ସମୀକ୍ଷା ବୈଠକରେ ବିଜେଡି ବିଧାୟକ ମାନଙ୍କୁ ବାଦ୍ ଦିଆଯାଇଥିବା ଅଭିଯୋଗ । କେନ୍ଦ୍ରାପଡା ବିଧାୟକ ଗଣେଶ୍ଵର ବେହେରା ଏଭଳି ଅଭିଯୋଗ ଆଣିଛନ୍ତି l କେନ୍ଦ୍ରାପଡା ଦାୟିତ୍ଵରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ!-->…
ପ୍ରତିଶୋଧ ନେଲା ଇସ୍ରାଏଲ, ଇରାନ୍ ଉପରେ ୧୦୦ ଯୁଦ୍ଧ ବିମାନରେ କଲା ଏୟାର ଷ୍ଟ୍ରାଇକ୍
ନୂଆଦିଲ୍ଲୀ : ଅଶାନ୍ତ ମଧ୍ୟପ୍ରାଚ୍ୟ। ବଢ଼ି ଚାଲିଛି ଯୁଦ୍ଧ ସ୍ଥିତି। ପାଟଲା ଆକ୍ରମଣ କରିଛି ଇସ୍ରାଏଲ। ଟାର୍ଗେଟ୍ରେ ସୈନ୍ୟ ଠିକଣା। ଇରାନ୍ ଉପରେ ପ୍ରତିଶୋଧ ମୂଳକ ହମ୍ଲା କରିଛି ଇସ୍ରାଏଲ ସେନା। ଭୋରୁ ଇରାନ୍ର ସୈନ୍ୟ ଅଡ୍ଡା ଉପରେ ହୋଇଛି ବୋମା ବର୍ଷା। ୧୦୦ ଯୁଦ୍ଧ ବିମାନରେ ଏୟାର!-->…
ଆପ୍କୁ ବିରୋଧ କରି ‘ବିଷାକ୍ତ ଯମୁନା’ରେ ବୁଡ଼ ପକାଇଲେ ବିଜେପିର ଦିଲ୍ଲୀ ମୁଖ୍ୟ, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ : ପ୍ରଦୂଷଣ ଯୋଗୁ ବିଷାକ୍ତ ହୋଇ ଯାଇଥିବା ଯମୁନା ନଦୀରେ ଗୋଟିଏ ଥର ବୁଡ଼ ପକାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚ୍ଚଦେବା। ୨୦୨୫ ସୁଦ୍ଧା ଯମୁନାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଦିଲ୍ଲୀର କ୍ଷମତାସୀନ ଆପ୍ ସରକାର ପ୍ରତିଶ୍ରୁତି ଦେଇ ଫେଲ!-->…
ପଞ୍ଚ-ତାରକା ସହ ୧୦ ହୋଟେଲକୁ ବୋମା ଧମକ
ଗାନ୍ଧୀନଗର : ଗୁଜରାଟର ରାଜକୋଟରେ ପଞ୍ଚ ତାରକା ସମେତ ୧୦ଟି ହୋଟେଲକୁ ମିଳିଛି ବୋମା ଧମକ। ବୋମା ପକାଇ ଉଡ଼ାଇ ଦେବାକୁ ଇମେଲ ଯୋଗେ ହୋଟେଲଗୁଡ଼ିକୁ ଧମକ ମିଳିଛି। ହୋଟେଲଗୁଡିକ ମଧ୍ୟରେ ଇମ୍ପେରିଆଲ୍ ପ୍ୟାଲେସ୍, ସାୟାଜୀ ହୋଟେଲ୍, ସିଜନ୍ସ ହୋଟେଲ୍ ଏବଂ ଗ୍ରାଣ୍ଡ୍ ରେଜେନ୍ସି ରହିଛି।ଇମେଲରେ!-->…
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ; ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ
ମୁମ୍ବାଇ : ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ୨୩ ତାରିଖରେ ନିର୍ବାଚନ ଫଳାଫଳ ଆସିବ । ଏହା ପୂର୍ବରୁ ମହାରାଷ୍ଟ୍ରରେ ସରଗରମ ହେଲାଣି ରାଜନୀତି । ବିଭିନ୍ନ ରାଜନୈତିକ ଦଳମାନେ ବିଧାୟକ ପ୍ରାର୍ଥୀ ଘୋଷଣା କଲେଣି । ଏହାରି ଭିତରେ ଶନିବାର କଂଗ୍ରେସ ତା’ର ଦ୍ବିତୀୟ ପର୍ଯ୍ୟାୟ!-->…
‘ମୁଁ ଆଉ ପାରିବିନି’ ଲେଖି ବିଲ୍ଡିଂରୁ ଡେଇଁ ପଡ଼ିଲେ ଛାତ୍ରୀ
ନୂଆଦିଲ୍ଲୀ : 'ମୋତେ କ୍ଷମା କରିଦେବ। ମୁଁ ଆଉ ପାରିବିନି।' ଏଭଳି କିଛି ଲେଖି ବିଲ୍ଡିଂ ଉପରୁ ଡେଇଁ ପଡିଲେ ଛାତ୍ରୀ। ଦିଲ୍ଲୀର ଜାମିୟା ନଗର ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା। ଛାତ୍ରୀଙ୍କ ଆତ୍ମହତ୍ୟା କରିବା ବେଳର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ!-->…
ଯଦି କେଜରିୱାଲଙ୍କୁ ଆଘାତ ଲାଗେ ବିଜେପିକୁ ଜବାବ ଦେବେ ଦିଲ୍ଲୀବାସୀ :ସଞ୍ଜୟ ସିଂହ
ନୂଆଦିଲ୍ଲୀ ୨୬।୧୦: ଆମ ଆଦମୀ ପାର୍ଟି(ଆପ) ଶନିବାର ନିଜ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ସମାପ୍ତ କରିବାକୁ ‘ଗଭୀର ଷଡ଼ଯନ୍ତ୍ର’ର ଅଭିଯୋଗ କରିଛି ଓ ଚେତାବନୀ ଦେଇଛି ଯଦି ତାଙ୍କର କିଛି ହୁଏ ଏଥି ପାଇଁ ବିଜେପି ଦାୟି ରହିବ। ଯଦି କେଜରିୱାଲଙ୍କ ଆଞ୍ଚୁଡି ବି ହୋଇଯାଏ ଦିଲ୍ଲୀର ଜନତା ବିଜେପିଠୁ!-->…
ଝାଡ଼ଖଣ୍ଡ ନିର୍ବାଚନରେ ଧୋନିଙ୍କୁ ବଡ଼ ଦାୟିତ୍ଵ
ରାଞ୍ଚି : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଚଳିତ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମିଳିଛି ବଡ଼ ଦାୟିତ୍ୱ। ଧୋନିଙ୍କୁ ଏହି ନିର୍ବାଚନ ପାଇଁ ରାଜ୍ୟର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ କରାଯାଇଛି। ମତଦାନ ପାଇଁ ଲୋକଙ୍କୁ ସଚେତନ କରାଇବା ନେଇ ନିର୍ବାଚନ!-->…
ସାମାନ୍ୟ କମିଛି ପ୍ରଦୂଷଣ, ବିଷାକ୍ତ ହେଉଛି ଯମୁନା
ନୂଆଦିଲ୍ଲୀ : ଦୀପାବଳି ପୂର୍ବରୁ ସାମାନ୍ୟ ସୁଧୁରିଛି ଦିଲ୍ଲୀ ବାୟୁର ମାନ। ଅଳ୍ପ କମିଛି ପ୍ରଦୂଷଣ। ୪ ଦିନ ପରେ ୩୦୦ ତଳକୁ ଖସିଛି AQI। ଆଜି ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ହ୍ରାସ ପାଇ ୨୩୭ରେ ପହଞ୍ଚିଛି।ଶୁକ୍ରବାର ବାୟୁ ପ୍ରଦୂଷଣ ସ୍ତର ୨୮୩ ରେକର୍ଡ କରାଯାଇଥିଲା। କିଛି ଦିନ ହେବ!-->…