Sign in
Sign in
Recover your password.
A password will be e-mailed to you.
ଜଙ୍ଗଲରେ ଯୁବକଙ୍କ ଗଳିତ ଶବ…
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ଜଣେ ଯୁବକଙ୍କ ଗଳିତ ଶବ ପୁଲିସ ଠାବ କରିଛି। ମୃତକ ଦଳପଡ଼ା ପଞ୍ଚାୟତ ଅଧୀନ ବ୍ରଡିଗୁଡ଼ା ଗ୍ରାମର ମଛେନ୍ଦ୍ର ବେହେରାଙ୍କ ପୁଅ ସାନୁଜ (୨୨) ) । ସପ୍ତାହେ ହେବ ସେ ନିଖୋଜ ଥିଲେ। ତାଙ୍କୁ ଖୋଜା ଖୋଜି କରୁଥିବା ବେଳେ କେରା!-->…
ମଦ ପାଇଁ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ଵାମୀ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ନୂଆମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ମଦ ପାଇଁ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ଵାମୀ। ମୃତକ ମଧୁବତି ବେହେରା ଦଳାଇ ବୋଲି ଜଣାପଡିଛି। ସୂଚନା ଅନୁସାରେ ସ୍ଵାମୀ ଚନ୍ଦ୍ରକାନ୍ତ ଆଜି ସକାଳେ ମଦ ପିଇ ଆସି ସ୍ତ୍ରୀ ମଧୁବତିଙ୍କୁ!-->!-->!-->…
ବହୁ ଚର୍ଚ୍ଚିତ ପ୍ରତାପ ପୋଲାଇ ହତ୍ୟା କାଣ୍ଡର ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ ରେ ଖଲାସ…
ଭୁବନେଶ୍ୱର: ଗତ ୨୦୧୭ ମସିହା ନଭେମ୍ବର ମାସ ୬ ତାରିଖ ରେ ଏକ ଘରୋଇ ବସ ରେ ଆସିକା ରୁ ବ୍ରହ୍ମପୁର ଯାଉଥିଲେ ପାକଲା ପଲ୍ଲୀ ର ପ୍ରତାପ ଚନ୍ଦ୍ର ପୋଲାଈ।କରେଞ୍ଜେଇ ନିକଟରେ କିଛି ଯୁବକ ପ୍ରତାପ ଙ୍କୁ ଗୁଳିମାରି ହତ୍ୟା କରିଥିଲେ। ସେତେବେଳେ ଏହି ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା!-->…
ବୀରମିତ୍ରପୁର ରେ ଜୁଆ ଆଡ୍ଡା ଉପରେ ଚଢ଼ାଉ ୨୮ଜୁଆଡ଼ି ଗିରଫ ଟଙ୍କା ଜବତ
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନସ୍ଥ ଉପର ମାର୍କେଟର ଗୋଟିଏ ଘରରେ ବଡ଼ ଧାରଣାର ଜୁଆ ଖେଳ ଚାଲିଥିଲା। ବୀରମିତ୍ରପୁର ପୋଲିସ ଉପଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ଦାସ ଏବଂ ଥାନା ଅଧିକାରୀ ଆଇ ଆଇ ସି ବନ୍ଧାନା ପାତ୍ର ନିଜର ସହକର୍ମୀଙ୍କୁ ନେଇ ଅତର୍କିତ ଭାବରେ!-->…
ଗୋପାଳପୁର ବନ୍ଦରରେ ମାଲ ପାରିବହନକୁ ନେଇ ଦିଆଯାଇଥିବା ଆନ୍ଦୋଳନ ଡାକରାକୁ ସ୍ଥଗିତ ରଖିଲା ଫେଡେରେସନ
ଛତ୍ରପୁର : ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦରରେ ମାଲ ପରିବହନ କାର୍ଯ୍ୟରେ ନିୟୋଜିତ କରିବା ଓ ସଠିକ ଦର ପ୍ରଦାନ କରିବା ଦାବି ନେଇ ଗଞ୍ଜାମ ମାଲ ବୋଝେଇ ଟ୍ରକ ମାଲିକ ଫେଡେରେସନ ପକ୍ଷରୁ ଏକ ଦାବିପତ୍ର ଗତ ୭ ଦିନ ତଳେ ଗଞ୍ଜାମ ଜିଲ୍ଲାପାଳ ଓ ବନ୍ଦର କର୍ତ୍ତୃପକ୍ଷ ଙ୍କୁ ପ୍ରଦାନ!-->!-->!-->…
ମାଲକାନଗିରି ଡିଗ୍ରୀ କଲେଜର ଗ୍ରନ୍ଥାଗାର କୋଠା ଉନ୍ମୋଚନ କଲେ ବିଧାୟକ
ମାଲକାନଗିରି : ଆଜି ମାଲକାନଗିରି ଡିଗ୍ରୀ କଲେଜ ପରିସରରେ ବିଧାୟକ ଶ୍ରୀ ନରସିଙ୍ଗ ମାଡକାମୀଙ୍କ ଦ୍ଵାରା ନବ ନିର୍ମିତ ଗ୍ରନ୍ଥାଗାର ଉନ୍ମଚୋନ ହୋଇଯାଇଛି । ଆଜିର ସୋସିଆଲ ମିଡିଆ ଓ ଡିଜିଟାଲ ଯୁଗରେ ଧୀରେ ଧୀରେ ପାଠକ ଙ୍କ ସଖ୍ୟା ହ୍ରାସ ପାଇବା ସହ ପାଠକ ଇତିହାସ ହୋଇଯାଇଛନ୍ତି । ଦୀର୍ଘବର୍ଷ!-->…
ବଡ ବଡୁଆଙ୍କୁ ଡ଼ାକିବାକୁ ମିଳୁନି କାଉଁରିଆ କାଠି : କାଉଁରିଆ କାଠ ଅମୁଲମୂଲ
ହିଞ୍ଜିଳିକାଟୁ : ଆଉ ମାତ୍ର ୪ ଦିନ ପରେ ଦିନ ପରେ ଆସୁଛି ଆଲୋକର ପର୍ବ ଦୀପାବଳି । ଗୁରୁବାର ସବୁଠି ପାଳନ ହେବ ଆଲୋକର ପର୍ବ ଦିପାବଳି । ଏହି ଦିନ ଓଡ଼ିଆଙ୍କ ଚିରାଚରିତ ପର୍ବ ଭାବେ ଗାଁ ଗଣ୍ଡାରୁ ପିଠା ପଣା କରି ବଡ଼ ବଡୁଆଙ୍କୁ ଘର ଆଗରେ ଡ଼ାକିଥାନ୍ତି ପରିବାର ଲୋକେ । ଏକ ସଙ୍ଗରେ କାଉଁରିଆ!-->…
ଘରେ ଘରେ ପାଣି ବୋତଲ କାରଖାନା : ପାଣିର ଶୁଦ୍ଧତା ନେଇ ପ୍ରଶ୍ନବାଚି !
ହିଞ୍ଜିଳିକାଟୁ : ମାତ୍ର ୧୦ ଟଙ୍କାରେ ବଜାରରେ ମିଳୁଛି ପାଣି ବୋତଲ । ତାହା ମଧ୍ୟ ଅନାମଧେୟ ନାମରେ । ଯିଏ ଯେଉଁ ନାମ ଦେଲା ସେହି ନାମରେ ମାର୍କେଟିଂ କରି ବଜାରରେ ପାଣି ବୋତଲ ବିକ୍ରି ହେଉଛି । ସଂପୃକ୍ତ ପାଣି ବୋତଲ ଗୁଡିକରେ ମିନେରାଲ ଠାରୁ ଆରମ୍ଭ କରି ଭିଟାମିନ୍ ଯୁକ୍ତ ଓ ବିଆଇଏସ ମାର୍କା!-->…
ପିପଲପଦର ଗ୍ରାମରୁ ଚୋରା ଚାଲାଣ ପାଇଁ ଗଛିତ ଗଞ୍ଜେଇକୁ ଜବତ କଲା ଅବକାରୀ ବିଭାଗ
ମାଲକାନଗିରି ୨୬/୧୦ : ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ରେଞ୍ଜ ଇନ୍ସପେକ୍ଟର ଶ୍ରୀ ସନ୍ତୋଷ କୁମାର ବଳ , ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପିପଲପଦର ଗ୍ରାମର ପଶ୍ଚିମ ପାର୍ଶ୍ୱ ଘଞ୍ଚ ପାହାଡ ଜଙ୍ଗଲ ଅଞ୍ଚଳରେ ଚଢ଼ଉ କରି ୧୬୦ କିଲୋଗ୍ରାମ!-->…
କାହିଁକି କମିଲା ବାତ୍ୟା ପ୍ରଭାବ ?
ଭୁବନେଶ୍ବର : ବାତ୍ୟା ‘ଦାନା’ ଯୋଗୁ ଭଦ୍ରକ, ବାଲେଶ୍ଵର ଏବଂ କେନ୍ଦ୍ରାପଡ଼ା ଆଦି ୩ଟି ଜିଲା ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଏହି ବାତ୍ୟା ଯୋଗୁ ଯେଉଁ ପରିମାଣରେ କ୍ଷୟକ୍ଷତି ହେବ ବୋଲି ଆକଳନ କରାଯାଇଥିଲା ତାହା ହୋଇନାହିଁ। କାରଣ ସ୍ଥଳଭାଗ ଛୁଇଁବା ବେଳକୁ ବାତ୍ୟାର ପ୍ରଭାବ ହ୍ରାସ!-->…