ବ୍ରହ୍ମପୁର ସନ୍ତୋଷୀ ମା ମନ୍ଦିର ନିକଟରେ ନଡ଼ିଆ ବିକାଳୀଙ୍କ ଉପରକୁ ମାଡିଗଲା କାର, ଘଟଣା ସ୍ଥଳରେ ହିଁ ମହିଳାଙ୍କ…

ବ୍ରହ୍ମପୁର : ବିଜିପୁର ସନ୍ତୋଷୀମା ମନ୍ଦିର ନିକଟରେ ନଡ଼ିଆ ବିକାଳୀ ଦୋକାନ ଉପରକୁ ମାଡିଗଲା କାର.। ନଡ଼ିଆ ବିକାଳୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଲା।ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଯାଇଥିଲା।ଖବର ପାଇ ଘଟଣା ସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ…

ବିଜେପି ପକ୍ଷରୁ ବ୍ରହ୍ମପୁରରେ ମେଗା ରକ୍ତ ଦାନ ଶିବିର

ବ୍ରହ୍ମପୁର - ବ୍ରହ୍ମପୁରରେ ବିଧାୟକ କେ. ଅନୀଲ କୁମାରଙ୍କ ନେତୃତ୍ୱରେ ମେଗା ରକ୍ତଦାନ ଶିବିରଗାନ୍ଧୀ ନଗର କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇ ଯାଇଛି।ବହୁ ଯୁବକ ଏଥିରେ ଯୋଗ ଦେଇ ରକ୍ତ ଦାନ କରିଥିଲେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ସେବା ପକ୍ଷ ପାଳନ କରାଯାଇ…

ମୋ ବସ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାର ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ବ୍ରହ୍ମପୁର ରେଳଷ୍ଟେସନସ୍ଥିତ…

ବ୍ରହ୍ମପୁର : ଗତକାଲି ସନ୍ଧ୍ୟାରେ ମୋ ବସ ରେ କାର୍ଯ୍ୟରତ ବସ ଚାଳକ ମନୋଜ ସାହୁଙ୍କୁ କିଛି ଦୁର୍ବୃତ୍ତ ମାଡ଼ ମାରିଥିଲେ । ଫଳରେ ମନୋଜ ଗୁରୁତର ଭାବେ ଆହତ ହୋଇଥିଲେ।ଖବର ପାଇ ଜି ଆର ପି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସ ଚଳକଙ୍କୁ ଉଦ୍ଦାର କରିବା ସହିତ ମେଡ଼ିକାଲ ରେ ଚିକିତ୍ସା ନିମନ୍ତେ…

ଡିପ୍ ଥୋରିଆ ରୋଗ ସଂକ୍ରମଣ ହେବାପରେ ପହଁଚିଲେ ବିଶେଷଜ୍ଞ ଟିମ

ମାଲକାନଗିରି : ମାଲକାନଗିରି ଜିଲାରେ WHO ର ଏକ ସ୍ବତନ୍ତ୍ର ଟିମ୍ । କିଛି ଦିନ ତଳେ ଚିତ୍ରାଙ୍ଗପାଲି ଆଶ୍ରମ ବିଦ୍ୟାଳୟରେ ଡିପ୍ ଥୋରିଆ ରୋଗ ସଂକ୍ରମଣ ହେବା ପରେ ଥଣ୍ଡା କାଶ ଜନିତ ରୋଗର ଶିକାର ହୋଇ ଶିବୁ ମାଡକାମୀ ନାମକ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ପରେ କାଲିମେଳା ମେଡିକାଲର ଏକ…

ପୁରନ୍ତି ପ୍ରଧାନଙ୍କୁ ବିଧବା ଭତ୍ତା ମିଳିବ କେବେ ?

ବାଲିଗୁଡା : ସରକାର ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା, ସ୍ୱାମୀ ପରିତ୍ୟକ୍ତ ମହିଳା ମାନଙ୍କ ପାଇଁ ସ୍ୱାମୀ ପରିତ୍ୟକ୍ତ ଭତ୍ତା, ବିକଳାଙ୍ଗ ମାନଙ୍କ ବିକଳାଙ୍ଗ ଭତ୍ତା ଓ ବିଧବା ମହିଳା ମାନଙ୍କ ପାଇଁ ବିଧବା ଭତ୍ତା ଭଳି ଅନେକ ଯୋଜନା କରିଛନ୍ତି। ହେଲେ ପଞ୍ଚାୟତ ଓ ବ୍ଲକ…

ବ୍ଲକ କଲୋନୀ ବିଦ୍ୟାଳୟଠାରେ ଶିଶୁ ମହୋତ୍ସବ ସୁରଭି ମହାଆଡମ୍ବରରେ ଅନୁଷ୍ଠିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ କ୍ଲଷ୍ଟର ର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଲୋକକଳା-୨୦୨୪ କ.ନୂଆଗାଁ ସ୍ଥିତ ବ୍ଲକ କଲୋନୀ ଉ.ପ୍ରା. ବିଦ୍ୟାଳୟ ଠାରେ ସିଆରସିସି ସୁଜିତ୍ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ…

କେରଳରୁ ଦାଦନ ଶ୍ରମିକଙ୍କ ମରଶରୀର ଆଣିବାରେ ପଦାରେ ପଡ଼ିଲା ସାଂସଦଙ୍କ ମିଛ ପ୍ରଚାର

ବାଲିଗୁଡା : ପଦାରେ ପଡ଼ିଲା କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ମିଛ ବାହାବା । କେରଳରୁ ଦାଦନ ଶ୍ରମିକଙ୍କ ମର ଶରୀର ଆଣିବାରେ ସାଂସଦଙ୍କ ସହାୟତା ମିଛ । କୌଣସି ସହାୟତା ମିଳିନଥିବା ବେଳେ ଶବ ଆଣିବାରେ ମଧ୍ୟ ସାଂସଦ କୌଣସି ସହାୟତା କରିନଥିବା କହିଛନ୍ତି ମୃତକଙ୍କ ପରିବାର ଲୋକେ ।…

ଏସଏସଡି ହାଇସ୍କୁଲର କର୍ମଚାରୀଙ୍କ ଭିତରେ ଚାଲିଥିବା ଅନ୍ତଃକନ୍ଦଳର ସ୍ଥାୟୀ ସମାଧାନ

ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡା ବ୍ଲକ ପଣସପୁଟ ଏସଏସଡି ହାଇସ୍କୁଲର କର୍ମଚାରୀଙ୍କ ଭିତରେ ଚାଲିଥିବା ଅନ୍ତଃକନ୍ଦଳ ର ସ୍ଥାୟୀ ସମାଧାନ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ କାର୍ଯ୍ୟରତ ସିସିଏ ଏବଂ ସ୍କୁଲର ପ୍ରଧାନ ଶିକ୍ଷକଙ୍କ କିଛିଦିନ ପୂର୍ବେ ଅନ୍ତଃକନ୍ଦଳ ଆରମ୍ଭ ହୋଇଥିଲା । ପ୍ରଧାନ…

ରାଉରକେଲା ଗଣଦୁଷ୍କର୍ମ ଘଟଣାରେ ଜେଲ୍ ଗଲେ ୬ ଅଭିଯୁକ୍ତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ଜଣେ ୧୭ ବର୍ଷର ବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ସ୍ୱତନ୍ତ୍ର POCSO କୋର୍ଟ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଯାହା ପରେ ସମସ୍ତଙ୍କୁ ଜେଲ ପଠାଇଦିଆଯାଇଛି। ଏହି ୬ ଜଣଙ୍କୁ ଗଣଦୁଷ୍କର୍ମ ଘଟଣାରେ ଗିରଫ କରାଯିବା ପରେ ରଘୁନାଥପାଲି ପୋଲିସ…

ଜମ୍ମୁ କଶ୍ମୀରରେ ନସ୍ରଲ୍ଲା ସମର୍ଥନରେ ରାଲି, ପିଡିପି ଉପରେ ବର୍ଷିଲା ବିଜେପି

ଜମ୍ମୁ କଶ୍ମୀରରେ ପଡ଼ିଛି ମଧ୍ୟପ୍ରାଚ୍ୟ ହିଂସାର ପ୍ରଭାବ। ଲେବାନରର ସମର୍ଥିତ ସଂଗଠନ ହେଜବୁଲାର ମୁଖ୍ୟ ହାସନ ନସ୍ରଲ୍ଲାର ମୃତ୍ୟୁକୁ ବିରୋଧ କରି ଆଜି ଜମ୍ମୁ କଶ୍ମୀରରେ କିଛି ଲୋକ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଜମ୍ମୁ କଶ୍ମୀର ବୁଡଗାମରେ ଏହି ପ୍ରତିବାଦ ସଭା କରାଯାଇଛି। ଶହ ଶହ…