Sign in
Sign in
Recover your password.
A password will be e-mailed to you.
ଯୁଦ୍ଧବିରତି ଘୋଷଣା ପରେ ହର୍ମୁଜ ପ୍ରଣାଳୀ ଖୋଲିବାକୁ ସର୍ତ୍ତ ରଖିଲା ଇରାନ
ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀ ଖୋଲିବାକୁ ଇରାନର ସର୍ତ୍ତ । ଆମେରିକା ପକ୍ଷରୁ ଯୁଦ୍ଧବିରତି ଘୋଷଣା ହେବା ପରେ ଇରାନର ‘ଉଚ୍ଚସ୍ତରୀୟ ଜାତୀୟ ସୁରକ୍ଷା ପରିଷଦ’ ଏହାକୁ ଗ୍ରହଣ କରିଛି । ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଗଚି କହିଛନ୍ତି ଯେ, ଯଦି ଆମେରିକା ଏବଂ ଇସ୍ରାଏଲ୍ ଇରାନ ଉପରେ!-->…
ଯୁଦ୍ଧବିରତି ପରେ ୧୭% କମିଲା ତେଲ ଦର !
ନୂଆଦିଲ୍ଲୀ: ଯୁଦ୍ଧବିରତି ପରେ ୧୭% କମିଲା ତେଲ ଦାମ!। ଆଜି ବିଶ୍ୱ ଶକ୍ତି ବଜାରରେ ଇତିହାସର ଏକ ବଡ଼ ଧରଣର ଦର ହ୍ରାସ ଦେଖିବାକୁ ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା କରିବା ପରେ, ବିଶ୍ୱ ଅର୍ଥନୀତି ଉପରେ ଘୋଟିଥିବା!-->…
ଇରାନ ସହ ୨ ସପ୍ତାହ ପାଇଁ ଶାନ୍ତି ଚୁକ୍ତି କଲେ ଟ୍ରମ୍ପ
ନୂଆଦିଲ୍ଲୀ: ଟଳିଲା ମହାଯୁଦ୍ଧର ବିପଦ! ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି । ଇରାନ ସହ ୨ ସପ୍ତାହ ପାଇଁ ଶାନ୍ତି ଚୁକ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା କରିଛନ୍ତି । ନିଜେ ସେଟ୍ କରିଥିବା ଡେଡଲାଇନ୍ ଶେଷ ହେବାର ମାତ୍ର କିଛି!-->…
ସୋସିଆଲ ମିଡିଆରେ ଅଶ୍ଲୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ଵର:ସୋସିଆଲ ମିଡିଆ ୟୁଜର୍ସ ସାବଧାନ। ସୋସିଆଲ ମିଡିଆରେ ଅଶ୍ଲୀଳ କିମ୍ବା ଅପଶବ୍ଦ ବ୍ୟବହାର କରୁଛନ୍ତି କି ହୋଇଯାଆନ୍ତୁ ସାବଧାନ। ଏଣିକି ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର କଠୋର ଆଇନ ଆଣିବେ। ସୋସିଆଲ ମିଡିଆରେ!-->…
ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସମାଜସେବୀ
ବାଲିଗୁଡା : ନିଆରା ଭାବେ ନିଜ ଜନ୍ମ ଦିନ ପାଳନ କଲେ ସମାଜ ସେବୀ l ନିଜ ସନ୍ତାନଙ୍କ ଠାରୁ ବିତାଡିତ ହୋଇ ଜରା ନିବାସ ରେ ଜୀବନ ଅତିବାହିତ କରୁଥିବା ଅନ୍ତେବାସୀ ଙ୍କ ସହ ପାଳିଲେ ଜନ୍ମ ଦିନ l ନିଜ ଜନ୍ମ ଦିନକୁ ଏପରି ନିଆରା ଭାବରେ ପାଳନ କରିଛନ୍ତି ବାଲିଗୁଡା ସହର ର ସୁଖ ଦୁଃଖ ର ସାଥି ତଥା!-->…
ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର
ଭୁବନେଶ୍ୱର : ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର। ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର। ସସ୍ମିତ ପାତ୍ର ୨୦୨୨ରେ ଦ୍ବିତୀୟ ଥର ପାଇଁ ରାଜ୍ୟସଭାକୁ ଯାଇଥିଲେ। ତାଙ୍କୁ ସଂସଦୀୟ ଦଳ ନେତା କରିଥିଲା ବିଜେଡି। ଆଜି ସେ ସଂସଦୀୟ ଦଳ ନେତା!-->…
ଡାକ୍ତରଙ୍କ ଅନୁପସ୍ଥିତିରେ ଝାଡୁଦାର ଦେଲେ ଇଞ୍ଜେକ୍ସନ, ଯୁବକଙ୍କ ଅବସ୍ଥା ଅସ୍ୱାଭାବିକ
ଉମରକୋଟ (ରିପୋର୍ଟ - ରସିକ ସରକାର) : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ସାଙ୍ଘାତିକ ଅବହେଳା ସାମ୍ନାକୁ ଆସିଛି। ଜଣେ ଡାକ୍ତର କିମ୍ବା ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ବଦଳରେ ଜଣେ ସଫେଇ କର୍ମଚାରୀ (ଝାଡୁଦାର) ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ଫଳରେ ଜଣେ!-->…
ମହିଳା ସଂରକ୍ଷଣ ବିଲକୁ କ୍ୟାବିନେଟର ଗ୍ରୀନ୍ ସିଗନାଲ୍, ୮୧୬କୁ ବୃଦ୍ଧି ହେବ ଲୋକସଭା ସିଟ୍ ସଂଖ୍ୟା
ଭୁବନେଶ୍ୱର : ଲୋକସଭା ସିଟ୍ ସଂଖ୍ୟା ୮୧୬କୁ ବୃଦ୍ଧି ହେବ । ମହିଳା ସଂରକ୍ଷଣ ବିଲ୍ କୁ କ୍ୟାବିନେଟ୍ ର ଗ୍ରୀନ୍ ସିଗ୍ ନାଲ୍ । ଦେଶର ସଂସଦୀୟ ଇତିହାସରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ମହିଳାମାନଙ୍କୁ ସଂସଦ ଏବଂ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ!-->…
ବ୍ରହ୍ମପୁର ଏମକେସିଜିରେ ୧୪୦ ଡାକ୍ତରୀ ଛାତ୍ରୀଙ୍କୁ ସର୍ଭାଇକାଲ୍ କ୍ୟାନ୍ସର ଟିକା ପ୍ରଦାନ…
ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ୧୪୦ ଜଣ ଡାକ୍ତରୀ ଛାତ୍ରୀଙ୍କୁ ସର୍ଭାଇକାଲ୍ କ୍ୟାନ୍ସର ବା ଜରାୟୁ ମୁଖ କର୍କଟ ରୋଗରୁ ସୁରକ୍ଷିତ ରଖିବା ପାଇଁ ଟିକାକରଣ କରାଯାଇଛି। ୧୫ ରୁ ୨୬ ବର୍ଷ ବୟସ ସୀମା ମଧ୍ୟରେ!-->…
ହଷ୍ଟେଲ ଓ ଲାଇବ୍ରେରୀ ସୁବିଧା ଦାବିରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସୁନାବେଡ଼ା କ୍ୟାମ୍ପସରେ ଝୁଲିଲା ତାଲା
କୋରାପୁଟ : କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସୁନାବେଡ଼ା କ୍ୟାମ୍ପସରେ ତାଲା । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ା କ୍ୟାମ୍ପସର ଛାତ୍ରଛାତ୍ରୀ ବିଭିନ୍ନ ଦାବିନେଇ ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସହ ଜିଲ୍ଲା!-->…