Sign in
Sign in
Recover your password.
A password will be e-mailed to you.
ମାର୍କେଟ କମ୍ପେ୍ଲକ୍ସ ଛାତ ଭୁଶୁଡ଼ିଲା: ଜଣେ ମୃତ, ଫସି ରହିଛନ୍ତି ୪ ଜଣ
ଜୟପୁର : ଭୁଶୁଡ଼ିଲା ମାର୍କେଟ କମ୍ପ୍ଲେକ୍ସ ବିଲ୍ଡିଂ ଛାତ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଛାତ ଭଗ୍ନାଅଂଶ ତଳେ ଆଉ ଚାରି ଜଣ ଫସି ରହିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲିସ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି । ୩ଟି ଦୋକାନ ଘର!-->…
ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓନେତ୍ରୀ ସୁଜାତା, ମୁଣ୍ଡ ଉପରେ ଥିଲା କୋଟିଏ ଟଙ୍କାର ପୁରସ୍କାର ରାଶି
ମାଲକାନଗିରି : ମାଓ ସଙ୍ଗଠନକୁ ବଡ଼ ଝଟକା । ଦୁର୍ଦ୍ଦାନ୍ତ ମାଓନେତ୍ରୀ ସୁଜାତାର ଆତ୍ମସମର୍ପଣ । ସୁଜାତା ମୁଣ୍ଡ ଉପରେ ଥିଲା କୋଟିଏ ଟଙ୍କାର ପୁରସ୍କାର ରାଶି । ସୁଜାତା ତେଲଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ମାଓ ସଙ୍ଗଠନରେ ସେଣ୍ଟ୍ରାଲ କମିଟିର ସଦସ୍ୟ ଥିଲେ । ଦକ୍ଷିଣ ସବ!-->…
ସୁଧୁରୁନି ସଂଗୀତକାର ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା, ସୂଚନା ଦେଲେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ
ଭୁବନେଶ୍ୱର : ପ୍ରଖ୍ୟାତ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସ୍ବାସ୍ଥ୍ୟରେ କିଛି ସୁଧାର ଆସିନି । ଏବେ ବି ଭେଣ୍ଟିଲେଟରରେ ଅଛନ୍ତି ଅଭିଜିତ ମଜୁମଦାର । ଏବେ ବି ସଙ୍କଟାପନ୍ନ ଅଛି ଅଭିଜିତଙ୍କ ସ୍ବାସ୍ଥ୍ୟ । ଭୁବନେଶ୍ୱର ଏମ୍ସ କାର୍ଯ୍ୟନିର୍ବାହୀ!-->…
ଜୀବନକୁ ବାଜୀ ଲଗାଇ ନଳବଣ୍ଟାରେ ଜୋର ଦାର ବାଣ ପ୍ରସ୍ତୁତି …!
ପ୍ରଶାସନ ର ତତ୍ୱାବଧାନ ରେ କଞ୍ଚାମାଲ ବାହାରୁ ଆଣି ଗଚ୍ଛିତ କରାଯାଉଛି….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ନଳବଣ୍ଟା ଗ୍ରାମ ମିନି ଶିବକାଶୀ ଭାବେ ଚର୍ଚ୍ଚିତ ହୋଇରହିଛି। ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ନଳବଣ୍ଟା ଗାଁ ରହିଛି। ଏଠାକାର ହାତ ତିଆରି ବାଣ ର ଚାହିଦା ଜିଲ୍ଲା ସମେତ ଜିଲ୍ଲା ବାହାରେ!-->…
ବ୍ରହ୍ମପୁରରେ MSME ସମୀକ୍ଷା ବୈଠକ : ପ୍ରତି ବ୍ଲକରେ ଶିଳ୍ପ ସ୍ଥାପନ ଲକ୍ଷ୍ୟ, ନିଷ୍କ୍ରିୟ ଜମି ମାଲିକଙ୍କ ବିରୋଧରେ…
ବ୍ରହ୍ମପୁର ସ୍ୱତନ୍ତ୍ର ସର୍କିଟ ହାଉସର ସମ୍ମିଳନୀ କକ୍ଷରେ ଆଜି ମତ୍ସ୍ୟ ଓ ପଶୁସମ୍ପଦ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ!-->…
କୁକୁଡ଼ାଖଣ୍ଡି : ପ୍ରଧାନ ଶିକ୍ଷକଙ୍କ ବିରୋଧରେ ସରକାରୀ ଅନୁଦାନ ହଡ଼ପ ଅଭିଯୋଗ, ଶିକ୍ଷା ବିଭାଗ ନୀରବ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ମସିହାଖାଲି ପଞ୍ଚାୟତର କୃପାସିନ୍ଧୁପୁର ଉଚ୍ଚବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସ୍ୱାଇଁଙ୍କ ବିରୋଧରେ ସରକାରୀ ଅନୁଦାନ ହଡ଼ପ କରିଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି। ଏହି ଘଟଣାରେ ବିଦ୍ୟାଳୟ ଶିକ୍ଷା!-->…
କ୍ୟାବିନେଟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ବ୍ରହ୍ମପୁରରେ ଦିଶା ସମାବର୍ତ୍ତନ ସମାରୋହରେ ୬୦୦ ମହିଳା ସମ୍ମାନିତ
ବ୍ରହ୍ମପୁର : ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ଆଜି ବ୍ରହ୍ମପୁରରେ ଦିଶା ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି। “ଏନଲାଇଟେଡ୍ ଇକ୍ୱିଟେବଲ୍ ସୋସାଇଟି’ ବିଷୟବସ୍ତୁ ଉପରେ ଅଧାରିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ, କଳିଙ୍ଗନଗର ଏବଂ ସୁକିନ୍ଦା (ଯାଜପୁର), ବ୍ରାହମଣିପାଳ!-->…
ଛତ୍ରପୁର ପ୍ରେସ କ୍ଳବର କର୍ମକର୍ତ୍ତା ନିର୍ବାଚନ : ସଭାପତି ହେଲେ ସରୋଜ ଉପସଭାପତି ପ୍ରଦୀପ ଏବଂ ସମ୍ପାଦକ ହେଲେ ଅଜିତ
ଛତ୍ରପୁର : ଛତ୍ରପୁର ପ୍ରେସ କ୍ଳବର ନୂତନ କର୍ମକର୍ତ୍ତା ଲାଗି ଶୁକ୍ରବାର ନିର୍ବାଚନ ଶେଷ ହୋଇଛି l ସଭାପତି ଭାବେ ସରୋଜ ସାମଲ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଅଜିତ କୁମାର ସ୍ୱାଇଁ ନିର୍ବାଚିତ ହୋଇଛନ୍ତି l ସେହିପରି ଉପସଭାପତି ଭାବେ ପ୍ରଦୀପ କୁମାର ସାହୁ, ସହ- ସମ୍ପାଦକ!-->!-->!-->…
ସି-୩ ଦ୍ୱାରା ଦିଲ୍ଲୀ ଠାରେ ଆୟୋଜିତ ଅନ୍ତର୍ଜାତୀୟ କୈଶୋର ସମ୍ମିଳନୀରେ ଯୋଗଦେଲେ ନୟାଗଡ ଜିଲ୍ଲାର କିଶୋର କିଶୋରୀ
ନୟାଗଡ଼: ଦିଲ୍ଲୀରେ ଆୟୋଜିତ ଆନ୍ତର୍ଜାତିକ କୈଶୋର ସମ୍ମିଳନୀ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକ୍ କିଶ୍ୱରପ୍ରସାଦ ପଞ୍ଚାୟତ ର ବିଷ୍ଣୁପ୍ରିୟା ବେହେରା ଙ୍କ ସହିତ ଦଶପଲ୍ଲା ବ୍ଲକ ନଛିପୂର ପଞ୍ଚାୟତ ର ସନ୍ଦୀପ ସାହୁ ଯୋଗଦେଇ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ରାଜ୍ୟରେ ପ୍ରଚଳିତ!-->…
ରାୟଗଡା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ୧୯ କାଉନସିଲର ଙ୍କ ଅନାସ୍ଥା ପ୍ରସ୍ତାବ….
ରାୟଗଡା : ପ୍ରାୟ ୩ ବର୍ଷ ହେଲା ରାୟଗଡା ପୌରସଂସ୍ଥାର ପୌରାଧ୍ୟକ୍ଷା ଶୁଭ୍ରା ପଣ୍ଡା ପୌରସଂସ୍ଥାର କାଉନସିଲର ମାନଙ୍କ ମତକୁ ଅଣଦେଖା ସହ ହେଗ୍ୟାନ କରିବା , ନିଜ ସ୍ୱାର୍ଥ ପାଇଁ ପଦବୀରେ ଅପବ୍ୟବହାର କରିବା ଆଦି ଦୀର୍ଘ ତିନି ବର୍ଷ ଧରି ଅଭିଯୋଗ କରିଆସୁଥିବା ପୌରସଂସ୍ଥାର କାଉନସିଲର ମାନଙ୍କ!-->…