ବିଦ୍ୟାଳୟ ସ୍ତରୀୟ “ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ "ଜ୍ଞାନ ବିଜ୍ଞାନ ମେଳା" ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରଦୀପ ପ୍ରଜ୍ବଳନ କରି…

ଛିନତାଇ ମାମଲାକୁ ସଫଳତାର ସହ ଚିହ୍ନଟ କରିଛି ସେକ୍ଟର-୧୯ ପୋଲିସ

ବିତମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ସେକ୍ଟର-୧୯ ପୋଲିସ ଷ୍ଟେସନ ଏକ ଛିନତାଇ ମାମଲାର ସଫଳ ପର୍ଦ୍ଦାଫାଶ କରିଛି। ଜଣେ ମହିଳା ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ସମୟରେ ତିନି ଜଣ ମୋଟରସାଇକେଲ ଆରୋହୀ ଦୁର୍ବୃତ୍ତ ତାଙ୍କ ଭ୍ୟାନିଟି ବ୍ୟାଗ ଛଡ଼ାଇ ନେଇ ପଳାଇଥିବା ନେଇ ଥାନାରେ…

ମହାନଦୀରେ ଆଉ ବନ୍ୟା ସ୍ଥିତି ନାହିଁ, କମୁଛି ହୀରାକୁଦ ଜଳସ୍ତର

କଟକ : ମହାନଦୀରେ ଆଉ ବନ୍ୟା ସ୍ଥିତି ନାହିଁ। ଏଥିସହ କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ। ଆସନ୍ତା ୪ ତାରିଖ ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ୬୧୮ରୁ ୬୧୫ ଫୁଟ ରଖିବୁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଏବେ ୨୨ଟି ଗେଟ ଖୋଲାଯାଇଛି । ୩ ଲକ୍ଷ ୮୩ ହଜାର କ୍ୟୁସେକ୍ ଜଳ…

ପାରିବାରିକ କଳହକୁ ନେଇ ନିଜ ଜିଭ କାଟିଦେଲେ ଯୁବକ

ବ୍ରହ୍ମପୁର :  ପାରିବାରିକ କଳହର କରୁଣ ପରିଣତି  । ନିଜ ଜିଭ କାଟିଦେଲେ ଯୁବକ ।  ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ହଂସତୁଳି ଗାଁରେ ଥିବା କାଳୀ ମନ୍ଦିରରେ ଘଟିଛି ଅଘଟଣ।  ଗୁରୁତର ବ୍ୟକ୍ତି ଜଣକ ହେଲେ ହଂସତୁଳୀ ଗାଁର କିରଣ ପାତ୍ର ।  ସୂଚନା ଅନୁଯାୟୀ  ସେହି ଗ୍ରାମର କିରଣ ପାତ୍ର ନାମକ…

ଫ୍ଲାଏଓଭର ପ୍ରକଳ୍ପ ପାଇଁ ଚାଲିଛି ମାଟି ପରୀକ୍ଷା: ଆସନ୍ତା ୬ରୁ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେବେ ରାଜଧାନୀବାସୀ

ଭୁବନେଶ୍ୱର: ଆଗାମୀ ଫ୍ଲାଏଓଭର ପ୍ରକଳ୍ପ ପାଇଁ ମାଟି ପରିକ୍ଷା କାର୍ଯ୍ୟ ଆରମ୍ଭ ହେଉଥିବାରୁ ଅଗଷ୍ଟ ୬ ତାରିଖରୁ ରାଜଧାନୀର ଜୟଦେବ ବିହାର-ନନ୍ଦନକାନନ ଷ୍ଟ୍ରେଚ୍ ଦେଇ ଯାତ୍ରା କରୁଥିବା ଯାତ୍ରୀମାନେ ଟ୍ରାଫିକ୍ ଭିଡ଼ର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଯାହାକୁ ଦୃଷ୍ଟିରେ ରଖି ଟ୍ରାଫିକ…

ବନ୍ୟା ପାଇଁ ଓଡିଶାକୁ ୫୦୦ କୋଟିର ସହାୟତା ରାଶି ଘୋଷଣା କଲେ କେନ୍ଦ୍ର ସରକାର

ଭୁବନେଶ୍ବର : ଦେଶର ବିଭିନ୍ନ ରାଜ୍ୟରେ ଜାରି ରହିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବନ୍ୟା ପ୍ରଭାବିତ ରାଜ୍ୟକୁ କେନ୍ଦ୍ର ସରକାର ଅର୍ଥିକ ସହାୟତା ଜାରି କରିଛନ୍ତି। କେନ୍ଦ୍ର ଗୃହ ତଥା ସହକାରିତା ମନ୍ତ୍ରୀ ଅମିତ ଶାହ…

ଆଜିଠୁ ୭ ଯାଏଁ ପ୍ରବଳ ବର୍ଷା, ୨୧ ଜିଲ୍ଲାକୁ ସତର୍କତା ଜାରି

ଭୁବନେଶ୍ୱର : ଆଜିଠୁ ପୁଣି ବଢ଼ିବ ବର୍ଷା । ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଲାଗିପାରେ । ଆଜି ଓ କାଲି ଦୁଇ ଦିନ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ୨୧ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼,…

ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ଯୋଗୁ ସମ୍ବଲପୁର ସୋନପୁର ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ । ଜଳଭଣ୍ଡାରର କୌଣସି ଗେଟ୍ ବନ୍ଦ ହୋଇନାହିଁ । ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୪.୨୭ ଫୁଟ୍ । ଆସନ୍ତାକାଲି ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୮ ଫୁଟ୍ କରାଯିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।…

ବନ୍ୟା ସ୍ଥିତି ତଦାରଖ ପାଇଁ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇ ପଡିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବନ୍ୟା ପରିସ୍ଥିତିର ପରିଚାଳନା ପାଇଁ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ଆକାଶ ମାର୍ଗରୁ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ…

ନିଶା ମାଫିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ; କହିଲେ “ସୁଧୁର, ନଚେତ୍ ହେବ ବୁଲଡୋଜର ଆକ୍ସନ୍ ’

ଭୁବନେଶ୍ୱର: ‘ନିଶାମୁକ୍ତ ଯୁବ – ବିକଶିତ ଭାରତ ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ ଅବସରରେ ଓଡ଼ିଶାକୁ ଏକ ସମ୍ପୂର୍ଣ୍ଣ ନିଶାମୁକ୍ତ ରାଜ୍ୟ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାର ଦୃଢ଼ ସଂକଳ୍ପ ଗ୍ରହଣ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ…