Sign in
Sign in
Recover your password.
A password will be e-mailed to you.
ଶ୍ରୀ ସତ୍ୟସାଇ ପାଦୁକା ଯାତ୍ରା
ଫୁଲବାଣୀ : ଓଡ଼ିଶା ରାଜ୍ୟ ସତ୍ୟ ସାଇ ସଂଗଠନ ଦ୍ଵାରା ରାଜ୍ୟର ୩୫ ଟି ଜିଲ୍ଲା ଜୋନରେ ବିଭକ୍ତ ସମସ୍ତ ଜିଲ୍ଲା ଠାରୁ ଗ୍ରାମ ପଯ୍ୟନ୍ତ ପ୍ରାୟ ଦଶ ହଜାର ଗ୍ରାମ ଶ୍ରୀ ସତ୍ୟ ସାଇ ପାଦୁକା ଯାତ୍ରା ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଗତ ଜୁଲାଇ ୪ ତାରିଖ ଦିନ କନ୍ଧମାଳ!-->…
୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ, ସ୍ଥିର ଅଛି ଜଳସ୍ତର
ସମ୍ବଲପୁର: ସ୍ଥିର ଅଛି ଜଳସ୍ତର। ହୀରାକୁଦରେ ୧୪ଟି ଗେଟ ଖୋଲିବାରୁ ଜଳସ୍ତର ବଢିଛି। କାରଣ ଆମେ ଜଳଭଣ୍ଡାରକୁ ୬୧୦ ଫୁଟ ଯାଏଁ ରଖିବାକୁ ଚେଷ୍ଟା କରିଛୁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି।
୧୪ଟି ସ୍ବିସ ଗେଟରେ ବନ୍ୟା ଜଳ ନିଷ୍କାସନ ହେଉଛି।!-->!-->!-->…
ୟୁପି ପରେ ପଞ୍ଜାବରୁ ଆସିପାରେ ଆଳୁ
ୟୁପି ପରେ ପଞ୍ଜାବରୁ ଆସିପାରେ ଆଳୁ । ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ଉତ୍ତରପ୍ରଦେଶ ପରେ ଦରକାର ପଡ଼ିଲେ ପଞ୍ଜାବରୁ ଅଣାଯିବ ଆଳୁ । ଏହା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେପଟେ ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ପଚା ରହୁଥିବା ଉପରେ ପ୍ରତିକ୍ରିୟା!-->…
ଇସ୍ତଫା ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେଇଛନ୍ତି। ୧୫ ବର୍ଷ ସତ୍ତାରେ ରହିବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ୍ ହସିନା। ଏପରିକି ଶେଖ୍ ହସିନା ମଧ୍ୟ ଦେଶ ଛାଡ଼ି ବିଦେଶ ପଳାଇ ଯାଇଥିବା ଚର୍ଚ୍ଚା ହେଉଛି।
ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଦେଶରେ ଚାଲିଥିବା!-->!-->!-->…
ମମତା ମହନ୍ତଙ୍କ ଆସିବା ଟ୍ରେଲର ଥିଲା, ଆଗାମୀ ଦିନରେ ଭଲ ଫିଲ୍ମ ଦେଖିବେ: ସାଂସଦ ଅପରାଜିତା
ଭୁବନେଶ୍ଵର: କୁଡୁମୀ ନେତ୍ରୀ ମମତା ମହନ୍ତ ବିଜେଡି ତ ଛାଡିଲେ ରାଜ୍ୟସଭା ସଦସ୍ୟତା ଛାଡି ବିଜେଡିକୁ ଦୁର୍ବଳ କରି ଦେଇଗଲେ। ଏହାପରେ ଆରମ୍ଭ ହେଲା ରାଜନୈତିକ ଚର୍ଚ୍ଚା। ରାଜ୍ୟ ରାଜନୀତି ଏବେ ସରଗରମ। ମମତା ମହାନ୍ତ ବିଜେଡି ଛାଡ଼ି ବିଜେପିରେ ମିଶିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ!-->…
କର୍ତ୍ତବ୍ୟରତ ହୋମଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ…
ଫୁଲବାଣୀ :କନ୍ଧମାଳ ଜିଲ୍ଲାର ହୋମଗାର୍ଡ ସଂଘର ଆବାହକ ତଥା କାର୍ଯ୍ୟରତ ସଦର ଥାନାର ହୋମଗାର୍ଡ ବିରାଜ ପ୍ରଧାନ ଙ୍କୁ ଗତକାଲି ରାତି ୧୦ ଟାରେ ଡିଉଟି ସାରି ଘରକୁ ଫେରୁଥିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କୁ ଆକ୍ରମଣ କରିଥିଲେ l ଘଟଣା ସ୍ଥଳରେ ଏକ ଟ୍ରକ ପହଁଚି ଥିବାରୁ ହୋମଗାର୍ଡ ଜଣଙ୍କ!-->!-->!-->…
ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ସହ ୯ ହଜାର ଜୋରିମାନା…
ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ୍ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୩ଵର୍ଷିଆ ନାବାଳିକା ଦୁଷ୍କର୍ମ ଉଦ୍ୟମର ବିଚାର ୧୭ ଜଣସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି ରୁପକ ଦିଗାଲ ୩୫ବର୍ଷକୁ ଦୋଷୀ ସାବ୍ୟସ୍ତ କରି ୧୦ଵର୍ଷ କାରାଦଣ୍ଡ ସହ ଟ୯୦୦୦ଙ୍କା!-->!-->!-->…
ଇଣ୍ଡିଆନ ଗ୍ୟାସ ଗ୍ରାହକ ଙ୍କୁ କର୍ମଚାରୀ ଙ୍କ ଦ୍ୱାରା ଶୋଷଣ…!
ଅଧିକାରୀ ନିରବ ଖାଉଟି ହନ୍ତସନ୍ତ…
ବ୍ରହ୍ମପୁର: ୫-୮ ଆସିକା ସହରରେ ଯାହା ଦୁର୍ନୀତି ହେଲେ ବି ବାବୁ ମାନଙ୍କ ପ୍ରତି କେବେ ବି କାର୍ଯ୍ୟାନୁ ଷ୍ଠାନ ହେଉନ ଥିବା ଯୋଗୁଁ ପାଦ ପାଦରେ ଦୁର୍ନୀତି ହେଉଛି। ଆସିକା ରେ ଯିଏ ଯେମିତି ପାରିଲା ସେ ଯେ କୌଣସି ସାମଗ୍ରୀ ଚଢ଼ା ଦରରେ ବିକ୍ରି କରୁଥିବା!-->!-->!-->…
ଆସିକା ଟାଟା ପାୱାର ର ମର୍ଜି ରେ ବିଦ୍ୟୁତ ଯୋଗାଣ….!
ବିଭିନ୍ନ ଆଳ ଦେଖାଇ ଅଘୋଷିତ ବିଦ୍ୟୁତ କାଟ….
ବ୍ରହ୍ମପୁର: ଗତ କିଛି ଦିନ ହେଲା ଆସିକା ରେ ଟାଟା ପାୱାର ବିଭିନ୍ନ ଆଳରେ ଘଣ୍ଟା ଘଣ୍ଟା ବିଦ୍ୟୁତ ବିଚ୍ଛିନ୍ନ କାରୁଥିବା ନେଇ ଅଭିଯୋଗ ହେଉଛି। ବିଜେଡ଼ି ସରକାର ଟାଟା ପାୱାର ହାତକୁ ବିଦ୍ୟୁତ ଟେକି ଦେବା ପରେ ଗ୍ରାହକ ମାତ୍ରାଧିକ ବିଲ!-->!-->!-->…
କେଡିଏମଏଫର ଦ୍ଵିବାର୍ଷିକ ନିର୍ବାଚନ: ସୂର୍ଯ୍ୟ ସଭାପତି, ଶିବ ସମ୍ପାଦକ…
ଫୁଲବାଣୀ :ପଞ୍ଜୀକୃତ କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ଦ୍ୱି ବାର୍ଷିକ ନିର୍ବାଚନ ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଲବ ଠାରେ ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ପୂର୍ବ ବୈଠକର ନିଷ୍ପତ୍ତି ପ୍ରକାରେ ଚଳିତ ବର୍ଷର ନୂତନ କମିଟି ଗଠନ!-->!-->!-->…