ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ

ପୁରୀ: ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବସିଥିବା ପରିଚାଳନା କମିଟି ବୈଠକ ଶେଷ ହୋଇଛି l ବୈଠକରେ ସମୁଦାୟ ୬ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି l ଭିତର ଓ ବାହାର ରତ୍ନଭଣ୍ଡାର ସ୍ଥାନାନ୍ତରଣ ପକ୍ରିୟାକୁ ଅନୁମୋଦନ କରାଯାଇଛି ଏନେଇ ରାଜ୍ୟସରକାରଙ୍କୁ ଅବଗତ କରାଯିବ ବୋଲି ବୈଠକରେ…

‘କୋଚିଂ ସେଣ୍ଟର ହୋଇଗଲାଣି ଡେଥ୍ ଚ୍ୟାମ୍ବର’, କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ୍ ପଠାଇଲେ…

ଦିଲ୍ଲୀ କୋଚିଂ ସେଣ୍ଟରରେ ତିନି ଛାତ୍ରଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ୍ ଜାରି କରିବା ସହ କୋଚିଂ ସେଣ୍ଟରଗୁଡିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା କହିଛନ୍ତି…

ଘରୋଇ କଳିକୁ କେନ୍ଦ୍ର କରି ବଡ ବୋହୂର ନାକ କାଟିଲା ଶ୍ୱଶୁର

ଆଠଗଡ: ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଜୁଆଲ୍ ଭାଇରାଲ ହୋଇଥାଏ । ସେସବୁ ଭିତରୁ କିଛିଟା ସତ ହୋଇଥାଏ ତ ଆଉ କିଛି ଗୁଜବ ଥାଏ । କିନ୍ତୁ ଭାଇରାଲ୍ ଭିଡିଓ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାଏ । ଏସବୁ ଭିତରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି । ଏଠି ବାପ ସମାନ ଶ୍ୱଶୁର ବିରୋଧରେ…

ଆସନ୍ତା ସେପ୍ଟେମ୍ବରରେ ରାଜ୍ୟସ୍ତରୀୟ ରଗବି ଫୁଟବଲ ଟୁର୍ଣ୍ଣାମେଣ୍ଟ

ଫୁଲବାଣୀ : ସୋମବାର ସ୍ଥାନୀୟ ବନାନୀ କଳା ସଙ୍ଗମ ପରିସରରେ ରାଜ୍ୟ ସ୍ତରୀୟ ରଗବି ଫୂଟବଲ ଟୁର୍ନାମେଣ୍ଟ ଆୟୋଜନ ନିମନ୍ତେ କ୍ରୀଡ଼ାବିତ, ବୁଦ୍ଧିଜୀବୀ ଓ କ୍ରୀଡ଼ାପ୍ରେମୀ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ…

ପିସିସି ସଭାପତି ନେଇ ତାରାଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ବର: ଏଥର ନିର୍ବାଚନରେ କଂଗ୍ରେସ ବହୁ ପଛରେ ଚାଲିଛି । ସେ ଭୋଟ ହେଉକି ନେତା ଚୟନ ସବୁଥିରେ ଫେଲ୍ ମାରିଛି କଂଗ୍ରେସ । ବହୁ କଳ୍ପନା ଜଳ୍ପନା ପରେ ଚଳିତ ବିଧାନସଭାର ପ୍ରଥମ ଅଧିବେଶନର ଦିନକ ପୂର୍ବରୁ ଓଡିଶା ପିସିସି ଭଙ୍ଗ କରିଥିଲା କଂଗ୍ରେସ । ଏହା ପରେ ରାମଚନ୍ଦ୍ର କାଡାମଙ୍କୁ ବିଧାୟକ…

ବାଂଲାଦେଶର ଶାସନ ଦାୟିତ୍ୱ ହାତକୁ ନେଲେ ସେନା ମୁଖ୍ୟ

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଶେଖ ହସିନା ଦେଶ ଛାଡ଼ିବାରୁ ଏବେ ବାଂଲାଦେଶରେ ଲାଗୁ ହୋଇଛି ସେନା ଶାସନ। ଦେଶର ସେନା ମୁଖ୍ୟ ଜେନେରାଲ ୱାକେର ଉଜ ଜମାନ ବାଂଲାଦେଶର ଶାସନ ଭାର ନିଜ ହାତକୁ ନେଇଛନ୍ତି। ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା କଥା ଜେନେରାଲ ଜମାନ କହିବା ପରେ…

ଖଡୁରା ସମାଜ ଫୁଲବାଣୀ ପକ୍ଷରୁ କାଉଡିଆଙ୍କୁ ସେବା ଓ ଶୁଖିଲା ଖାଦ୍ୟ ବଣ୍ଟନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଗଠିତ ହୋଇଥିବା ନିଖିଳ ଉତ୍କଳ ଖଡୁରା ସମାଜ ଆଜି ସମଗ୍ର ରାଜ୍ୟରେ ବେଶ ପରିଚୟ ସୃଷ୍ଟି କରି ପାରିଛି ସାମାଜ ସେବା କ୍ଷେତ୍ରରେ । ଆଜି ସେହି ନିଖିଳ ଖଡୁରା ସମାଜ ଫୁଲବାଣୀ ପୁଣି କାଉଡିଆଙ୍କୁ ସେବା ପ୍ରଦାନ କରିଛି । ରବିବାର ଠାରୁ…

ପରବର୍ତ୍ତୀ ଡିଜିପି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ରେସ୍ ରେ ସବୁଠୁ ଆଗରେ ୱାଇବି ଖୁରାନିଆ

ଭୁବନେଶ୍ୱର : ପରବର୍ତ୍ତୀ ଡିଜିପି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ । ଖୁବ୍ ଶୀଘ୍ର ନିଯୁକ୍ତ ହେବେ ନୂଆ ଡିଜିପି । ରେସ୍ ରେ ସବୁଠୁ ଆଗରେ ଅଛନ୍ତି ୱାଇବି ଖୁରାନିଆ । ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ ଅଫିସର । ୩ ବରିଷ୍ଠ IPSଙ୍କୁ ବାୟୋଡାଟା ଦେବାକୁ କୁହାଯାଇଛି । ୧୯୮୮ ବ୍ୟାଚ୍…

ଶ୍ରାବଣୀ ଯାତ୍ରାର ତୃତୀୟ ସୋମବାରରେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ବାଲିଗୁଡ଼ା : ଶ୍ରାବଣ ମାସର ତୃତୀୟ ସୋମବାର ରେ ମହାଦେବଙ୍କୁ ଜଳଲାଗି ପାଇଁ ବିଭିନ୍ନ ଶିବ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ପବିତ୍ର ଗୁରୁ ପୁର୍ଣ୍ଣିମାରୁ ଆରମ୍ଭ ହୋଇଛି ଏହି ଶ୍ରାବଣ ମାସ । ବିଶ୍ବାସ ରହିଛି ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ…

ଦିଲ୍ଲୀ ସରକାରଙ୍କୁ ଝଟ୍‌କା, LGଙ୍କୁ ମିଳିଲା ସୁପ୍ରିମ ପାଓ୍ୱାର୍‌

ସୁପ୍ରିମକୋର୍ଟରୁ ଦିଲ୍ଲୀ ସରକାରଙ୍କୁ ଲାଗିଲା ବଡ଼ ଝଟ୍‌କା। ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ମିଳିଲା ସୁପ୍ରିମ ପ୍ରାଓ୍ୱାର। ଦିଲ୍ଲୀ MCDରେ ଆଲର୍ଡମ୍ୟାନଙ୍କ ନିଯୁକ୍ତି ମାମଲାରେ ଉପରାଜ୍ୟପାଳ ବିନୟ ସାକ୍ସେସନାଙ୍କୁ ଆଶ୍ୱସ୍ତି ମିଳିଥିବା ବେଳେ ଆମ୍‌ ଆଦମୀ ପାର୍ଟି ସରକାରଙ୍କୁ…