ରୋଡ ରୋମିଓଙ୍କ କବ୍ଜା ରେ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ : ଯାତ୍ରୀ ଙ୍କ ମନରେ ଶଙ୍କା…

ନାବାଳିକା ଛାତ୍ରୀମାନଙ୍କୁ କରୁଛନ୍ତି ଟାର୍ଗେଟ... ହିଞ୍ଜିଳିକାଟୁ ୬!୮ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସ ଟର୍ମିନାଲ ପରିସରରେ ରୋଡ ରୋମିଓଙ୍କ ଉତ୍ପାତ ।କଲେଜ ଛାତ୍ରଙ୍କୁ କମେଣ୍ଟ ମାରିବା ସହ ବାଇକ ଚଳାଇ ବିକଟାଳ ଶବ୍ଦ କରି ବସଷ୍ଟାଣ୍ଡ ପରିସରରେ ଘୁରି ବୁଲିବା ଏକ…

ପରକ୍ରିୟା ପ୍ରୀତି, ଶେଷରେ ଯୁବତୀ ଜଣକ କଲେ ଆତ୍ମହତ୍ୟା…

ଖଜୁରୀପଡା // ଫୁଲବାଣୀ : ଜଣେ ୨୫ ବର୍ଷର ଯୁବତୀ ବିବାହ କରି ଦୁଇ ଦୁଇଟି ପୁତ୍ର ସନ୍ତାନର ମାଆ ହେବା ପରେ ପର ପୁରୁଷ ସହ ସମ୍ପର୍କ ରଖି ଦ୍ୱିତୀୟ ବିବାହ କରି କେଉଁ ପ୍ରକାର ମାନସିକ ସ୍ତରରେ ଦୁର୍ବଳ ହୋଇଯାଏ ଆଉ ଶେଷରେ ନିଜକୁ ଆତ୍ମହୁତି ଦିଏ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି…

କୃଷି ଭିତ୍ତିକ ଉଁଆଷ ପର୍ବ ପାଳିତ…

ଉମରକୋଟ /ଝରୀଗାଁ (୦୬/୦୮/୨୦୨୪) ଜଣ ବସତୀ ସ୍ଥାପନ ହେବା ପରେ ପ୍ରାଚୀନ କାଳରୁ ଜଙ୍ଗଲର ଆଦିମ ପ୍ରକ୍ରୁତ ଆଦିବାସୀମାନେ ମାଟିକୁ ନିଜର ମାର ଦର୍ଜାଦେଇ ଭକ୍ତି ସହକାରେ ପୁଜା କରି ଆସୁଛନ୍ତି। ପାଣି, ପବନ, ମାଟି ଓ ଜଙ୍ଗଲ ସେମାନଙ୍କର ଆରାଧ୍ୟ ଦେବ ଦେବି। ଜଙ୍ଗଳରେ ରହୁଥିବା ଆଦିମ…

ବରିଷ୍ଠ ସାମ୍ବାଦିକ ଖିରୋଦ ବେହେରାଙ୍କ ଅକାଳ ବିୟୋଗ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବରିଷ୍ଠ ସାମ୍ବାଦିକ ତଥା ଧରିତ୍ରୀ ଖବର କାଗଜରେ କାର୍ଯ୍ୟ ରତ ଖିରୋଦ ବେହେରାଙ୍କ ଗତକାଲି ସନ୍ଧ୍ୟା ସମୟରେ ମୃତ୍ୟୁ ହୋଇ ଯାଇଛିା ସେ ଗତ ଦୁଇବର୍ଷ ହେଲା କିଡ୍ନି ରୋଗରେ ପୀଡିତ ଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇ ଯାଇଛିା…

ବାଇକ୍ ବୋଲେରୋ ମୁହାଁ ମୁହିଁ ଧକ୍କା,ଜଣେ ମୃତ ଜଣେ ଗୁରୁତର,ଉତେଜନା ହୋଇ ଲୋକେ ରାସ୍ତା ରୋକ…

ଫୁଲବାଣୀ : ଖଜୁରୀପଡ଼ା ଥାନା ଅନ୍ତର୍ଗତ ଲମ୍ବାଗୁଡ୍ରି ନାଳ,ପୋଲ ନିକଟରେ ସୋମବାର ଦିନ ଅପରାହ୍ନ ବେଳେ ବାଇକ୍ ବୋଲେରୋ ମୁହାଁ ମୁହିଁ ଧକ୍କା ହେବା ଦ୍ବାରା ଜଣେ ମୃତ ହେବା ସହିତ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଡାକ୍ତର ଖାନାଭର୍ତ୍ତି କରାଯାଇଛି ।ସୂଚନା ପ୍ରକାରେ…

ଦ୍ଵିତୀୟ ଥର ପାଇଁ ଓଡିଶା ବଡି ବିଲଡର୍ସ ଏସୋସିଏସନର ସମ୍ପାଦକ ଭାବେ ନିର୍ବାଚିତ ହେଲେ ନବରଙ୍ଗପୁରର ରୋମିଓ ପାତ୍ର

ନବରଙ୍ଗପୁର : ନବରଙ୍ଗପୁର ଗୌଶିକ ଫିଟନେସ ପାର୍କ ଜିମ୍ ର ପ୍ରତିଷ୍ଠାତା ଶ୍ରୀ ରୋମିଓ ପାତ୍ର ବୋଡି ବିଲଡିଙ୍ଗ କ୍ଷେତ୍ରରେ ସେ ନବରଙ୍ଗପୁର କୁ ରାଜ୍ୟ ଏବଂ ଜାତୀୟ ସ୍ତର ରେ ବହୁବାର ଗର୍ବିତ କରେଇଛନ୍ତି, ନବରଙ୍ଗପୁର ଭଳି ଏକ ଉପାନ୍ତ ଅଞ୍ଚଳରେ ତାଙ୍କ ଠାରୁ ତାଲିମ ପାଇ ଏହି ଜିମ ର ଅନେକ ସଦସ୍ୟ…

୫ ହଜାର ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଲୋକଙ୍କୁ ଶୁଣିବାର ଧାରା ଜାରି ରଖିଛନ୍ତି। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଲୋକପ୍ରିୟତା ହାସଲ କରିଥିବା ମୋହନ ଚରଣ ମାଝୀ ଆଜି ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ଶହ ଶହ ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ଶୁଣିଥିଲେ। ଲୋକଙ୍କୁ ଆଶ୍ୱାସନା ଦେବା ଓ ସମସ୍ୟା…

ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର: ରାଜ୍ୟରେ ଆଜି ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମୋଟ ୨୬ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ନବୀନ ସରକାରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ବରିଷ୍ଠ ଓଏଏସ୍…

ବାଂଲାଦେଶକୁ ଟ୍ରେନ୍ ଓ ବିମାନ ଚଳାଚଳ ସ୍ଥଗିତ

ବାଂଲାଦେଶକୁ ଟ୍ରେନ୍ ଚଳାଚଳ ବନ୍ଦ ରଖିଲେ ଭାରତ ସରକାର। ବ୍ୟାପକ ହିଂସା ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ କୋଲକାତାରୁ ବାଂଲାଦେଶ ଚଳାଚଳ କରୁଥିବା ସମସ୍ତ ଟ୍ରେନ ସେବାକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁସାରେ, କୋଲକାତାରୁ ବାଂଲାଦେଶର ରାଜଧାନୀ ଢାକା ଏବଂ ଖୁଲନାକୁ ଯାତ୍ରା କରୁଥିବା…