Sign in
Sign in
Recover your password.
A password will be e-mailed to you.
ୱାୟନାଡ ଭୂସ୍ଖଳନ: ଅଜଣା ମୃତଦେହଗୁଡ଼ିକର ହେଲା ଶେଷକୃତ୍ୟ ସମ୍ପନ୍ନ
ୱାୟନାଡ ଭୂସ୍ଖଳନ ପରି ପ୍ରାକୃତିକ ବିପର୍ଯ୍ୟୟକୁ ସପ୍ତାହେ ବିତି ସାରିଥିବା ବେଳେ ଶତାଧିକ ଲୋକ ଏଥିରେ ପ୍ରାଣ ହରାଇଛନ୍ତି। ଏଯାବତ ଚିହ୍ନଟ ହୋଇ ନଥିବା ବହୁ ମୃତଦେହର ପରିଚୟ ମିଳି ପାରି ନ ଥିବା ବେଳେ ସେମାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାଯାଇଛି।
ପୁଥୁମାଲାରେ ପ୍ରଶାସନ!-->!-->!-->…
ଜୋରରେ ଭାସିଯାଇ ଛାତ୍ରୀ ନିଖୋଜ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବସଲା ପଞ୍ଚାୟତ ସୁନାଭୁଇଁ ଗାଁ ନିକଟରେ ଥିବା ଜୋରରେ ଭାସିଗଲେ ଛାତ୍ରୀ । ପାଠ ପଢିବାକୁ ଯାଇ ଘରକୁ ଫେରିବା ବାଟରେ ଜୋର ପାର ହେଉଥିବା ବେଳେ ଛାତ୍ରୀ ଜଣକ ଜୋରରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ଛାତ୍ରୀ ଜଣକଙ୍କର ପରିଚୟ ପ୍ରୀତି ବେହେରା ବୋଲି ଜଣାପଡିଛି ।
!-->!-->!-->…
ଆସନ୍ତାକାଲି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ : ଆସନ୍ତାକାଲି ଶ୍ରାବଣ ଶୁକ୍ଲ ତୃତୀୟା ତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ । ସନ୍ଧ୍ୟା ୫ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ଦ୍ବିପହର ଧୂପ ସରିବା ପରେ!-->…
ଦୁଇ ଦିନିଆ ରିମାଣ୍ଡରେ ଧୋକାବାଜ ୫ ସ୍ତ୍ରୀଙ୍କ ସ୍ବାମୀ
ଭୁବନେଶ୍ବର: ରିମାଣ୍ଡରେ ଗଲା ୫ ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜିତ ସାମଲ । ଆଜିଠୁ ୨ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ଖୋଳତାଡ଼ ପରେ ଖୋଲିବ ରସିକିଆ ପ୍ରେମିକର ସମସ୍ତ ଗୁମର ।
ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରରେ ୫ ଜଣ ମହିଳାଙ୍କୁ ବିବାହ କରିଥିଲା ସତ୍ୟଜିତ । ଖାଲି ସେତିକି!-->!-->!-->…
ଶେଖ୍ ହସିନାଙ୍କ ଇଂଲଣ୍ଡ ଯିବା ରାସ୍ତା ବନ୍ଦ
ବ୍ୟାପକ ହିଂସା ପରେ ଦେଶ ଛାଡି ପଳାଇ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆଉ କିଛି ଦିନ ଭାରତରେ ରହିପାରନ୍ତି। ସେ ଏଠାରୁ ଇଂଲଣ୍ଡ ଯିବା ନେଇ ଯେଉଁ ଯୋଜନା ଚାଲିଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ। ତେଣୁ ସେ ଆଉ କିଛି ଦିନ ଭାରତରେ ରହିବାର ସମ୍ଭାବନା ରହିଛି। !-->…
ଆଳୁ କେଜି ୬୦ ଛୁଇଁଲା
ଭୁବନେଶ୍ବର: ଗତ କିଛି ଦିନ ହେବ ଆଳୁ ଦର ସ୍ବାଭାବିକ ଥିବା ବେଳେ ଏବେ ପୁଣି ବଜାରରେ ତେଜିଛି ଆଳୁ ନିଆଁ । ଗୋଟିଏ ପଟେ ପଶ୍ଚିମବଙ୍ଗ ଆଳୁ ଦେଉନଥିବା ବେଳେ ୟୁପିରୁ ଆଳୁ ଆସିବା ଆଶା ଏବେ ମଉଳି ପଡିଛି । ଯାହା ଓଡିଶା ବଜାରରେ ଆଳୁ ଉପରେ ମହଙ୍ଗା ମାଡ କରିଛି । ଗୋଟିଏ ଦିନରେ ଆଳୁ କେଜି ୨୦ ରୁ!-->…
ବନ୍ଧା ହେଲେ କୁବେର ଯନ୍ତ୍ରୀ: ୪୨ଟି ପ୍ଲଟ ସହ, ସୁନା ଗହଣା ସାଙ୍ଗକୁ ଜବତ ହୋଇଛି କାଗଜପତ୍ର
ଭୁବନେଶ୍ୱର : ବନ୍ଧା ହେଲେ କୁବେର ଯନ୍ତ୍ରୀ । ୫ ଜିଲ୍ଲାରେ ରହିଛି ମୋଟ୍ ୪୨ ପ୍ଲଟ। ଯାଜପୁର ଜିଲ୍ଲାରେ ୩୨, ଭୁବନେଶ୍ବରରେ ୩, ଖୋର୍ଦ୍ଧାରେ ଗୋଟିଏ, କଟକ, ଭଦ୍ରକ ଓ ଢେଙ୍କାନାଳରେ ୨ଟି ଲେଖାଏ ଫ୍ଲଟ ରହିଛି । ତା ସହିତ ରହିଛି ଏକାଧିକ କୋଠା । ଜବତ ହୋଇଛି ପୁଳା ପୁଳା ସୁନା ଗହଣା ସାଙ୍ଗକୁ!-->…
ନୂଆଖାଇ ପାଇଁ ବାହାରିଲା ଶୁଭ ଲଗ୍ନ
ବଲାଙ୍ଗୀର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ। ଚଳିତ ଥର ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସେପ୍ଟେମ୍ବର ୮ତାରିଖ ସକାଳ ୯ଟା ୩୫ରୁ ୧୦ଟା ୭ ଭିତରେ ନବାନ୍ନ ଲାଗି ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି।
ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିରେ!-->!-->!-->…
ବାଂଲାଦେଶରେ ଥିବା ହିନ୍ଦୁ ଏବଂ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ
ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ଦଙ୍ଗାରେ ପରିଣତ ହୋଇଛି। ସେଠାରେ ରହୁଥିବା ହିନ୍ଦୁଙ୍କୁ ଟାର୍ଗେଟ କରାଯାଇ ଆକ୍ରମଣ କରା ଯାଉଥିବା ସୂଚନା ମିଳିଛି।
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଶେଖ୍ ହସିନା ବିଦେଶ ପଳାଇବା ପରେ ବାଂଲାଦେଶରେ!-->!-->!-->…
ରତ୍ନଭଣ୍ଡାରର ସିବିଆଇ ତଦନ୍ତ ଦାବି କଲେ ସୁଦର୍ଶନ
ପୁରୀ: ଥମୁନି ରତ୍ନଭଣ୍ଡାର ପ୍ରସଙ୍ଗ । ଅନେକ ତର୍କ ବିତର୍କ ପରେ ଜୁଲାଇ ୧୪ ରେ ରତ୍ନଭଣ୍ଡାର ଖୋଲାଯାଇଥିଲା । ସବୁ କିଛିର ଯାଞ୍ଚ କରି ଅଳଙ୍କାରମାନ ସ୍ଥାନାନ୍ତରିତ କରିଥିଲେ ଯାଞ୍ଚ କମିଟି ସଦସ୍ୟ । ହେଲେ ଏବେ ବି ଅନେକ କିଛି ଉପରୁ ପରଦା ହଟିନି ବୋଲି ସାଧାରଣରେ ଚର୍ଚ୍ଚା । ଯାହାକୁ ନେଇ!-->…