Sign in
Sign in
Recover your password.
A password will be e-mailed to you.
ଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ସଂଘର ସୁମିତ୍ରା ସଭାପତି ଓ ପାର୍ଥ ସାରଥୀ ଆୟୋଜକ ସମ୍ପାଦକ…
ଫୁଲବାଣୀ : ଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ସଂଘର କର୍ମକର୍ତ୍ତା ନିର୍ବାଚନ ବିଗତ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ କର୍ମକର୍ତ୍ତା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ପ୍ରସନ୍ନ କୁମାର ମହାସୁଆର ସମ୍ପାଦକ ଓ ସୁମିତ୍ରା ତ୍ରିପାଠୀ ସଭାପତି ପଦ ବଜାୟ ରଖିଛନ୍ତି। ଅନ୍ୟ ମାନଙ୍କ!-->!-->!-->…
ଗଞ୍ଜାମ ଜିଲ୍ଲାରେ ପୁଣି ଆଳୁ ସଙ୍କଟ..!, ପ୍ରଶାସନ ନୀରବ…
ଉତ୍ତର ପ୍ରଦେଶ ରୁ ଆଳୁ ଆସିବା ଫମ୍ପା ଧୂଆଁ ବାଣ…….!
ବ୍ରହ୍ମପୁର: ୬-୮ ମନ୍ତ୍ରୀ ଙ୍କ ତାଗିତ କାମ କରୁନି ପୁଣି ଆଳୁ ସଙ୍କଟ ଦେଖା ଦେଲାଣି। କେବଳ ବୟାନ ବାଜି କରିଲେ ଆଳୁ ସଙ୍କଟ ଦୂର ହେବ ନାହିଁ ଲୋକେ କିପରି ଆଳୁ ଦର ପୂର୍ବ ଭଳି ଶସ୍ତା ରେ ପାଇବେ ବୋଲି ଚର୍ଚ୍ଚା ହେଲାଣି। ସରକାର ଙ୍କ!-->!-->!-->…
ନଟରାଜ କଳା ମନ୍ଦିର ଦ୍ଵାରା ବର୍ଷା ଉତ୍ସବ ୨୦୨୪ ଅନୁଷ୍ଠିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ନଟରାଜ କଳା ମନ୍ଦିର ଦ୍ଵାରା ବର୍ଷା ଉତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବାଲିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଚ୍ୟୁତାନନ୍ଦ ଜାନି, ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର!-->!-->!-->…
ଆଦିତ୍ୟବାହିନୀ ଦ୍ୱାରା ଶଙ୍କରଆଚାର୍ଯ୍ୟ ମଠରେ ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ…
ପୁରୀ:-ଆଦିତ୍ୟବାହିନୀ ଦ୍ଵାରା ନିଃଶୁଳ୍କ ଏକ ଦିବସୀୟ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମହାରାଜାଙ୍କ ନିଜସ୍ଵ ସଚିବ ସ୍ଵାମୀ ନିର୍ବିକଳ୍ପାନନ୍ଦ ସରସ୍ଵତୀ ମହାରାଜଙ୍କ ଶୁଭ କରକମଳରେ ମଠ ପରି ସରସ୍ଥିତ ଭାଗବତ କକ୍ଷରେ!-->!-->!-->…
ବ୍ରହ୍ମପୁରରୁ ଚୋରି ହୋଇଥିବା ବସ ଗଞ୍ଜାମରୁ ଉଦ୍ଧାର…
ବ୍ରହ୍ମପୁର : ବ୍ରହ୍ମପୁର ସହରରୁ ଚୋରି ହୋଇଥିବା ଘରୋଇ ବସ ଖମ୍ବେଶ୍ବରୀ ମଙ୍ଗଳବାର ଗଞ୍ଜାମରୁ ଉଦ୍ଧାର ହୋଇଥିବା ଜଣାପଡିଛି। କେହି ଦୁର୍ବୃତ୍ତ ଚୋରି କରି ବସଟିକୁ ଏଠାରେ ଛାଡି ଚାଲି ଯାଇଥିବା ଅନୁମାନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଓଡ଼ି୦୭ଏଇ ୯୧୮୧ ଚାରିଦିନ ଲଗାଣ ବର୍ଷା ଯୋଗୁ!-->!-->!-->…
ଆସିକା ବିଜେଡ଼ି ରେ ରାଜନୈତକ ମାହୋଲ ସରଗରମ…..!
କେଉଁ ଡ଼ଙ୍ଗାରେ ପାଦ ଥାପିବେ ନିର୍ବାଚିତ ପ୍ରତିନିଧି ବିଜେଡ଼ି କାର୍ଯ୍ୟାଳୟରେ ବୈଠକ….
ବ୍ରହ୍ମପୁର:୬-୮ଗତ ସାଧାରଣ ନିର୍ବାଚନ ପରେ ଆସିକା ବିଜେଡ଼ି ଦଳରେ ନୈରାଶ୍ୟ ଦେଖା ଦେଇଥିଲା। ପୁଣି ନୂତନ ସରକାର ଗଠନ ପରେ ବିଜେଡ଼ି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ମାନେ ନିର୍ବାଚନ ପରେ ଏବେ!-->!-->!-->…
ଅଧାପନ୍ତରିଆ ରାସ୍ତା ମରାମତି କାର୍ଯ୍ୟ ଯୋଗୁଁ ଫସିଲା ସିମେଣ୍ଟ ବୋଝେଇ ଟ୍ରକ…
ମାଲକାନଗିରି-ବାଲିମେଳା ମୂଖ୍ୟ ରାସ୍ତାର ମରାମତି ନିମନ୍ତେ ଠିକାଦାରଙ୍କ ଦ୍ୱାରା ଖୋଳା ଯାଇଥିବା ସ୍ଥାନ ମାନଙ୍କରେ ରାସ୍ତା ଏବେ ପାଲଟିଛି ମରଣଜନ୍ତା । ରାସ୍ତା ଖରାପ ଥିବାରୁ ଆଜି ବାଲିମେଳା-ମାଲକାନଗିରି ମୁଖ୍ୟ ରାସ୍ତା ତଥା ବାଲିମେଳା ଛକଠାରୁ ପ୍ରାୟ ଏକ କିମି ମଧରେ ରାସ୍ତାରେ ଥିବା!-->!-->!-->…
ଏବିଭିପି କନ୍ଧମାଳ ପକ୍ଷରୁ ଚକାପାଦ ସ୍ଥିତ ବିରୁପାକ୍ଷ ମନ୍ଦିରରେ ସେବାକାର୍ଯ୍ୟ
ଫୁଲବାଣୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ତରଫରୁ ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲାର ଚକାପାଦ ଠାରେ ସେବା କାର୍ଯ୍ୟ ଅନୁଷ୍ଠିତ ହେଇଯାଇଛି । ଶିକ୍ଷା , ସାମାଜିକ ଓ ଏକ ଦାୟିତ୍ଵବାନ ଛାତ୍ର ସଂଗଠନ ହିସାବରେ ଏବିଭିପି ପ୍ରତ୍ୟେକ ବର୍ଷ ଶ୍ରାବଣ ମାସର!-->…
ଜାଭେଲିନ୍ ଥ୍ରୋ: ଫାଇନାଲରେ ନୀରଜ ଚୋପ୍ରା
ପ୍ୟାରିସ୍: ଜାଭେଲିନ୍ ଥ୍ରୋରେ ଭାରତୀୟ ଖେଳାଳି ନୀରଜ ଚୋପ୍ରା ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ସେ ପ୍ରଥମ ଥ୍ରୋ ୮୯.୩୪ ମିଟର ଦୂରକୁ ଫିଙ୍ଗିଛନ୍ତି। ଏହା ସହିତ ସେ ଫାଇନାଲରେ ପହଞ୍ଚିଛନ୍ତି। ଚଳିତ ସିଜିନରେ ଏହା ହେଉଛି ନୀରଜଙ୍କ ସର୍ବୋତ୍ତମ ପ୍ରଦର୍ଶନ।
ଏହା କ୍ଲାଲିଫାଏ!-->!-->!-->…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ
ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ। ଫିଜିର ରାଷ୍ଟ୍ରପତି ରାତୁ ୱିଲିୟମ ମିଆଭାଲିଲି କାଟୋନିଭେରେ ତାଙ୍କୁ ‘Companion of the Order of Fiji’ ସମ୍ମାନରେ ସମ୍ମାନୀତ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଏବେ ଦୁଇ ଦିନିକିଆ ଫିଜି ଗସ୍ତରେ!-->…