ଜମ୍ମୁ କଶ୍ମୀର ଡିଜିପି ହେବେ ଓଡ଼ିଆ ଆଇପିଏସ୍‌ ରଶ୍ମୀ ରଞ୍ଜନ ସ୍ୱାଇଁ

ଜମ୍ମୁକଶ୍ମୀର ପୁଲିସ ଡିଜି ହେବେ ଜଣେ ଓଡ଼ିଆ ଆଇପିଏସ୍‌ ଅଫିସର । ଓଡ଼ିଶାର ରଶ୍ମୀ ରଞ୍ଜନ ସ୍ୱାଇଁ ହେବେ ପରବର୍ତ୍ତୀ ଜମ୍ମୁ ଓ କଶ୍ମୀର ଡିଜିପି। ରଶ୍ମୀ ରଞ୍ଜନଙ୍କ ନିଯୁକ୍ତି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। AGMUT କ୍ୟାଡରର…

ହିଣ୍ଡାଲକୋ ଖଣି ମାମଲାରେ ଆକ୍ସନ ମୋଡ଼ରେ ସିବିଆଇ

ଭୁବନେଶ୍ୱର: ୨୦୧୧ରୁ ୨୦୧୩ ମଧ୍ୟରେ କୋଇଲା ଖନନ ପାଇଁ ପରିବେଶ ମଞ୍ଜୁରି ପାଇବାରେ ଦୁର୍ନୀତି ଅଭିଯୋଗରେ ଆଦିତ୍ୟ ବିର୍ଲା ଗ୍ରୁପର ଅଗ୍ରଣୀ ଆଲୁମିନିୟମ ଉତ୍ପାଦନକାରୀ ହିଣ୍ଡାଲକୋ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମାମଲା ରୁଜୁ କରିଛି। ଓଡ଼ିଶାର ଝାରସୁଗୁଡ଼ାର ପ୍ରଦୂଷିତ…

ପୂର୍ବତନ ବିଜେଡି କାଉନସିଲର ପ୍ରଦୀପ ମୁନିଙ୍କ ପରଲୋକ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବରିଷ୍ଠ ବିଜେଡି ନେତା, ଦଧିବାମନ ମନ୍ଦିର ସଭାପତି, ନାରାୟଣୀ ଯାତ୍ରା ପରିଚାଳନା କମିଟିର ଉପଦେଷ୍ଟା, ତଥା ଫୁଲବାଣୀ ମୁନିସିପାଲିଟିର ପୂର୍ବତନ କାଉନସିଲର ପ୍ରଦୀପ କୁମାର ମୁନି ଆଉ ନାହାନ୍ତି । ଯାହା ସୂଚନା ରହିଚି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ…

ସ୍ୱାତୀ ତରଫରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୪ ପାଳିତ…

ଫୁଲବାଣୀ- “ଶିଶୁ ପାଇଁ ମା କ୍ଷୀର ଅମୃତ ସମାନ” । ଏହି ପରିପ୍ରେକ୍ଷିରେ ଅଗଷ୍ଟ ମାସ ୦୧ ତାରିଖ ଠାରୁ ୦୭ ତାରିଖ ପର୍ଯ୍ୟନ୍ତ ସାରା ବିଶ୍ୱ ରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଥିବା ବେଳେ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ମଧ୍ୟ କନ୍ଧମାଳ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଏହା ଆୟୋଜନ…

ସରପଞ୍ଚ ଜଗଦୀଶ ମାଝୀ ଓ ଦୁଇ ୱାର୍ଡ ସଭ୍ୟ ଙ୍କୁ ତାଲା ପକେଇ ରଖିଲେ ୮ଟି ୱାର୍ଡ ର ଗ୍ରାମବାସୀ…

ନବରଙ୍ଗପୁର : ପଂଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବିରେ ଇଚ୍ଛାପୁର ସରପଞ୍ଚ ଜଗଦୀଶ ମାଝୀ ଓ ଦୁଇ ଜଣ ୱାର୍ଡ ସଭ୍ୟ ଙ୍କୁ ତାଲା ପକାଇ ରଖିଲେ ଗ୍ରାମ ବାସୀ l ସୂଚନା ଥାଉକି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ୨୦୧୭ ମସିହାରେ ୧୧ଗୋଟି ୱାର୍ଡ କୁ ନେଇ ଗଠିତ ହୋଇଥିଲା କିନ୍ତୁ…

ଜିଲ୍ଲା ସ୍ବାସ୍ଥ୍ୟ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ…

ଫୁଲବାଣୀ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁ…

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ବ୍ରହ୍ମପୁରରେ ଭବ୍ୟ ସ୍ଵାଗତ…

ବ୍ରହ୍ମପୁର, ୬/୮ : ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ବ୍ରହ୍ମପୁର ଗେଟ୍ ବଜାର ଛକ ଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସହ ଏକ ବିଶାଳ ମୋଟରସାଇକେଲ୍ ଶୋଭାଯାତ୍ରାରେ ନିଆଯାଇଥିଲା । ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ…

ନବରଙ୍ଗପୁର : ବିଧାୟକ ଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ..

ନବରଙ୍ଗପୁର : ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ପ୍ରକାରେ ସ୍ଥାନୀୟ ବ୍ଲକ ପରିସରରେ ବିଧାୟକ ଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବିଧାୟକ ଶ୍ରୀ ଗୌରୀଶଙ୍କର ମାଝି ଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ। ଜନତା ଙ୍କ ନିକଟରେ ପହଂଚି ସେମାନଙ୍କ ମୌଳିକ ସମସ୍ୟା ର…

ମାଲକାନଗିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଆଇନସେବା ପ୍ରାଧିକରଣର ଆଇନି ସଚେତନତା କାର୍ଯ୍ୟକ୍ରମ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ବିଚାରପତି ପ୍ରସନ୍ନ କୁମାର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଆଇନିସେବା ପ୍ରାଧିକରଣ ଦ୍ଵାରା ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାୟୀ ଓ ନିରନ୍ତର ଅଦାଲତର…

ନିଃସର୍ତ୍ତ ର ମହାପ୍ରଭାବ ଖବର ପ୍ରକାଶ ପରେ ରାସ୍ତା ମରାମତି ଆରମ୍ଭ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଥିବା ସହ ମାଲକାନଗିରି ଜିଲ୍ଲାର ଚଲାଣଗୁଡା ଏବଂ ତଣ୍ଡିକି ପଞ୍ଚାୟତ ଠାରୁ ଛତିଶଗଡ ଯିବା ମୂଖ୍ୟ ରାସ୍ତାରେ ନୂତନ ଭାବେ ନିର୍ମିତ ହୋଇଥିବା…