Sign in
Sign in
Recover your password.
A password will be e-mailed to you.
ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦାଧିକାରୀ ବୈଠକ
ଭୁବନେଶ୍ବର: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବିଜେପି ପଦାଧିକାରୀ ବୈଠକ ଚାଲିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ପ୍ରଭାରୀ ବିଜୟ ସିଂ ତୋମର ଓ ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସମେତ ବିଭିନ୍ନ ପଦାଧିକାରୀ ଉପସ୍ଥିତ ଅଛନ୍ତି। ଦଳର ପରବର୍ତ୍ତୀ!-->…
ବିଡ଼ି ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ଯୋଜନାରେ ଆବେଦନ ଆହ୍ୱାନ
ଭୁବନେଶ୍ୱର: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ବିଡ଼ି, ସିନେ ଓ ଖଣି (କୋଇଲାକୁ ଛାଡ଼ି) ଶ୍ରମିକଙ୍କ ପିଲାମାନଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଆଗ୍ରହୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ଉକ୍ତ ଯୋଜନା ପାଇଁ ଆବେଦନ ଆହ୍ୱାନ କରାଯାଇଛି । ପ୍ରଥମରୁ ଦଶମ!-->…
ଭାରତ ଆସିବାକୁ ଅନୁମତି ମାଗିଥିଲେ ଶେଖ୍ ହସିନା
ଦେଶରେ ଚାଲିଥିବା ହିଂସା ମଧ୍ୟରେ କିଛି ସମୟ ପାଇଁ ଭାରତରେ ରହିବାକୁ ଅନୁମତି ମାଗିଥିଲେ ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ଆଜି ରାଜ୍ୟସଭାରେ ବକ୍ତବ୍ୟ ରଖିବା ସମୟରେ ଏହି ସୂଚନା ଜେଇଛନ୍ତି ବୈଦେଶିକ ମନ୍ତ୍ରୀ ଡ. ଏସ୍ ଜୟଶଙ୍କର।
ସେ କହିଛନ୍ତି,!-->!-->!-->…
ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ; ଜଣେ ମୃତ ଓ ୬ ଗୁରୁତର
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ଏକ ଘରୋଇ ପ୍ଲାଣ୍ଟରେ ମଙ୍ଗଳବାର ଦିନ ବିଷାକ୍ତ କାର୍ବନ ମନୋକ୍ସାଇଡ ଗ୍ୟାସ ଲିକ ହେବା ଯୋଗୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲାର ବୁଢୀପଦର ସ୍ଥିତ ଓଡ଼ିଶା ମେଟାଲିକ୍!-->!-->!-->…
ମଝି ସମୁଦ୍ରରେ ଓଲଟିଲା ଦେଶୀ ଡଙ୍ଗା: ୧୨ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର
ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧିନ ମାଦିଲି ମୁହାଣରେ ଆଜି ଅପରାହ୍ଣରେ ଅଘଟଣ ଘଟିଛି। ୩ଟି ଦେଶୀ ଡଙ୍ଗା ଓଲଟିପଡ଼ିଛି। ସୌଭାଗ୍ୟବଶତଃ ଏଥିରେ ଥିବା ୧୨ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ ସୁନୀତି ପଞ୍ଚାୟତ ଅଧିନ ବୋବାଙ୍ଗଡିହ!-->!-->!-->…
ପ୍ରଧାନ ବିଚାରପତିଙ୍କୁ ହତ୍ୟା ଧମକ, ମାମଲା ରୁଜୁ
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ହତ୍ୟା ଧମକ। ସିଜେଆଇ ଜିଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡଙ୍କୁ ଜୀବନରେ ମାରିଦେବାକୁ ମିଳିଛି ହତ୍ୟା ଧମକ। ସୁପ୍ରିମକୋର୍ଟଙ୍କ କୋଟା ଭିତରେ କୋଟା ନିଷ୍ପତ୍ତିରେ ଅସନ୍ତୋଷ ହୋଇ ଜଣେ ବ୍ୟକ୍ତି ସୋଶାଲ ମିଡିଆରେ ପୋଷ୍ଟ ଲେଖି ଏଭଳି ଧମକ ଦେଇଛନ୍ତି। ଏହାପରେ!-->…
ନବଘନ ପାଟ୍ଟଶାଣୀ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତକୁ ବନ୍ଧିଲା ପୋଲିସ
ଭୁବନେଶ୍ୱର: ବରମୁଣ୍ଡା ନବଘନ ପାଟ୍ଟଶାଣୀ ଓରଫ ବାଙ୍କା ହତ୍ୟା ମାମଲା l ୨ ଜଣଙ୍କୁ ଗିରଫ କଲା କମିସନରେଟ ପୋଲିସ l ମୁଖ୍ୟ ଅଭିଯୁକ୍ତ ବଣ୍ଟି ସହିତ ଡ୍ରାଇଭର ବିଜୟ ନାୟକକୁ ଗିରଫ କଲା ପୋଲିସ l ଏଥିସହ ମୃତଦେହ ନେଇଥିବା ଇନୋଭା କାର୍କୁ ଜବତ କଲା ପୋଲିସ l ଟଙ୍କା କାରବାରକୁ ନେଇ ନବଘନକୁ!-->…
ବାଂଲାଦେଶ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ
ବାଂଲାଦେଶରେ ଜାରି ରହିଥିବା ସ୍ଥିତି ଉପରେ ଭାରତ ସରକାରଙ୍କ ରହିଛି ତୀଖ୍ଣ ନଜର। ପରିସ୍ଥିତି ଯାହା ବି ହେବ ସେ ସମ୍ପର୍କରେ ସୂଚିତ କରାଯିବ। ପଡୋଶୀ ରାଷ୍ଟ୍ର ବାଂଲାଦେଶରେ ହଂସାତ୍ମକ ପରିବେଶ ଓ ଶେଖ ହସିନା ସରକାରଙ୍କ ପତନ ସମ୍ପର୍କରେ ଆଲୋଚନା ପାଇଁ ସରକାର ମଙ୍ଗଳବାର ଡାକିଥିବା ସର୍ବଦଳୀୟ!-->…
ଆସନ୍ତାକାଲି ରାଜ୍ୟ କ୍ୟାବିନେଟର ବୈଠକ
ଭୁବନେଶ୍ୱର : ଆସନ୍ତା କାଲି ରାଜ୍ଯ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ମୋହନ ମାଝୀଙ୍କ ସରକାରର ଏହା ଚତୁର୍ଥ କ୍ୟାବିନେଟ ବୈଠକ ବସିବ। କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର ।
ଅନ୍ୟପଟେ ପ୍ରଥମ!-->!-->!-->…
ନୟାଗଡ଼ ନିର୍ବାଚନ ଅନିୟମିତତା ମାମଲାରେ ଅରୁଣ ସାହୁଙ୍କୁ ନୋଟିସ୍
କଟକ: ନୟାଗଡ଼ ନିର୍ବାଚନ ଅନିୟମିତତା ମାମଲାରେ ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ନୋଟିସ୍ l ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ l ନାମାଙ୍କନ ସତ୍ୟପାଠରେ ଅରୁଣ ତଥ୍ୟ ଲୁଚାଇଥିବା ନେଇ ନିର୍ବାଚନ ବେଳେ ଅଭିଯୋଗ ହୋଇଥିଲା l
ସୂଚନା ଅନୁସାରେ, ଚଳିତ ବର୍ଷ!-->!-->!-->…