Sign in
Sign in
Recover your password.
A password will be e-mailed to you.
ମୁହାଁ ମୁହିଁ ବାଇକ୍ ଧକ୍କାରେ ଜଣେ ମୃତ ୩ ଗୁରୁତର
ନବରଙ୍ଗପୁର : ଉମରକୋଟ ନିକଟସ୍ଥ ଧଡ୍ରା ଗ୍ରାମ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଛି | ୩ ଜଣ ଗୁରୁତର ଆହତ ହୋଇଛନ୍ତି | ସ୍ଥାନୀୟ ଲୋକ ଙ୍କ ସହାୟତାରେ ସମସ୍ତ ଗୁରୁତର ଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି!-->…
ଉତ୍ତର ପ୍ରଦେଶ ଆଳୁ ଓଡିଶା ବାସୀଙ୍କୁ କନ୍ଦେଇବ……!
ଅଧିକ ଦର ଯୋଗୁଁ ଖାଉଟି ହନ୍ତସନ୍ତ ହେବେ……ବ୍ରହ୍ମପୁର : ଗତ କିଛି ଦିନ ହେଲା ରାଜ୍ୟରେ ଆଳୁ ସଙ୍କଟ ଦେଖା ଦେଇଛି। ଦୀର୍ଘ ଦଶନ୍ଧି ଧରି ପଶ୍ଚିମବଙ୍ଗ ରାଜ୍ୟରୁ ଆମ ରାଜ୍ୟକୁ ଆଳୁ ଆସୁଛି। ନୂତନ ସରକାର ଆସିବା ପରେ ଅନ୍ୟାନ୍ୟ ସାମଗ୍ରୀ ର ଦର ବୃଦ୍ଧି ଘଟିଥିଲା ତା ପରେ ଆଳୁ ଦର ହୁ ହୁ ହୋଇ ବଢ଼ି!-->…
ମମତାଙ୍କ ମନ୍ତ୍ରୀଙ୍କୁ ମହଙ୍ଗା ପଡିଲା ମହିଳା ଅଧିକାରୀଙ୍କୁ ଧମକାଇବା
କୋଲକାତା: ମହିଳା ଅଧିକାରୀଙ୍କ ସହ ଦୁର୍ବ୍ଯବହାର କରି ଫସିଲେ ପଶ୍ଚିମବଙ୍ଗ ଜେଲ ମନ୍ତ୍ରୀ ଅଖିଲ ଗିରି। ଟିଏମସି ଅଧ୍ଯକ୍ଷ ତାଙ୍କୁ ଇସ୍ତଫା ଦେବାକୁ କହିବା ସହ ମହିଳା ଅଧିକାରୀଙ୍କୁ କ୍ଷମା ମାଗିବାକୁ ମଧ୍ୟ କହିଛନ୍ତି। ଅଖିଳ ଗିରିଙ୍କୁ ତୁରନ୍ତ ନିଃସର୍ତ୍ତ କ୍ଷମା ମାଗିବାକୁ ପଡ଼ିବ କିମ୍ବା!-->…
ବାଳିକା ଶିକ୍ଷା ଓ ‘ପୁରି ପଢାଇ ଦେଶ କି ଭଲାଇ’ ଅଭିଯାନ ବିଷୟରେ କନ୍ଧମାଳ ସାଂସଦଙ୍କ ସହିତ ଆଲୋଚନା
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ଗୋଛାପଡା ଥାନା ଅର୍ନ୍ତଗତ ବାଲନ୍ଦାପଡାରେ ବାଳିକା ଶିକ୍ଷାକୁ ଆଗେଇନବା ପାଇଁ “ପୁରି ପଢାଇ ଦେଶ କି ଭଲାଇ” ଅଭିଜାନ ସ୍ୱାତୀ ଓ କ୍ରାଏ ଅନୁଷ୍ଠାନର ମିଳିତ ସହଯୋଗରେ ଆରମ୍ଭ କରାଯାଇଛି । ଏହି ଅଭିଜାନର ଲକ୍ଷ କିପରି ବାଳିକା ମାନେ ସଂପୂର୍ଣ୍ଣ!-->…
ଅଲିମ୍ପିକ୍ସ ହକି: ସେମିଫାଇନାଲରେ ଭାରତ
ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ରବିବାର ଭାରତୀୟ ହକି ଦଳ କ୍ୱାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ସୁଟ୍ଆଉଟ୍ରେ ପରାଜିତ କରିଛି। ଏହି ବିଜୟ ସହିତ ଭାରତ ସେମି ଫାଇନାଲରେ ପହଞ୍ଚିଛି। ଭାରତ ଅଗଷ୍ଟ ୬ରେ ସେମିଫାଇନାଲ ଖେଳିବ। ଏହା ସହିତ ଭାରତ ହକିରେ ପଦକ ପାଇବାକୁ ମଧ୍ୟ ନିଶ୍ଚିତ!-->…
ଚପଲ ଓ ଫୋନ୍ ରଖି ମହାନଦୀକୁ ଡେଇଁପଡିଲେ ମହିଳା
କଟକ: କଟକ ଜୋବ୍ରା ବ୍ୟାରେଜରୁ ରବିବାର ଦିନ ଜଣେ ମହିଳା ମହାନଦୀକୁ ଡେଇଁ ପଡିଥିବା ଜଣାପଡିଛି।
ସୂଚନାନୁସାରେ, ସେ ବ୍ୟାଗ, ଚପଲ ଏବଂ ମୋବାଇଲ୍ ଫୋନ୍ ରଖି ନଦୀକୁ ଡେଇଁପଡିଛନ୍ତି। ତାଙ୍କୁ ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକ ମିଶି ଉଦ୍ଧାର କରିଥିଲେ। ଯାହାପରେ ତାଙ୍କୁ ଏସସିବି ମେଡିକାଲରେ!-->!-->!-->…
ଅଯୋଧ୍ୟା ଗଣଦୁଷ୍କର୍ମ ମାମଲା; ଅଭିଯୁକ୍ତଙ୍କ ଡିଏନଏ ଟେଷ୍ଟ ଦାବି କଲେ ଅଖିଳେଶ ଯାଦବ
ଅଯୋଧ୍ୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ଡିଏନଏ ଟେଷ୍ଟ କରାଯାଉ ବୋଲି ଦାବି କରିଛନ୍ତି ସମାଜବାଦୀ ପାର୍ଟି(ଏସପି) ମୁଖ୍ୟ ଅଖିଳେଶ ଯାଦବ। ସମାଜବାଦୀ ପାର୍ଟିର ଜଣେ ନେତା ଏହି ମାମଲାରେ ଗିରଫ ହେବାକୁ ନେଇ ବିରୋଧୀ ପ୍ରବଳ ସମାଲୋଚନା କରିବା ପରେ ଡିଏନଏ ଟେଷ୍ଟ ପାଇଁ ଦାବି ଉଠାଇଛନ୍ତି!-->…
କେଦାରନାଥରେ ଫସିଥିବା ୪ ଓଡ଼ିଆ ସୁରକ୍ଷିତ
ଭୁବନେଶ୍ୱର: କେଦାରନାଥରେ ଫସିଥିବା କେନ୍ଦୁଝରର ୪ ଜଣ ସୁରକ୍ଷିତ । ୪ ଜଣ ସୁରକ୍ଷିତଭାବେ ଗୁପ୍ତକାଶିରେ ପହଞ୍ଚିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ। ଜିଲ୍ଲାପାଳ ଓ ଶ୍ରମ ଅଧିକାରୀଙ୍କ ସହ ଏହି ୪ ଜଣ ଯୋଗାଯୋଗରେ ଥିବା କହିଛନ୍ତି ଜିଲ୍ଲାପାଳ।
ସୂଚନା!-->!-->!-->…
ଇରାକରେ ଫସିଥିଲେ ଓଡ଼ିଆ ଯୁବକ; କେନ୍ଦ୍ରାପଡ଼ା ସାଂସଦଙ୍କ ହସ୍ତକ୍ଷେପ ପରେ ହେଲେ ଉଦ୍ଧାର
ଭୁବନେଶ୍ବର: ଇରାକରେ ଫସିଥିବା ଓଡ଼ିଆ ଯୁବକ ବିମଳ ରଣଜିତ ଆଜି ନିଜ ଘରକୁ ଫେରିଛନ୍ତି। ବିମଳଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ କରିଛନ୍ତି। ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ!-->…
ରିମାଣ୍ଡରେ ଯିବେ ୫ ସ୍ତ୍ରୀଙ୍କ ସ୍ବାମୀ
ଭୁବନେଶ୍ଵର: ଖୋଲିବ ଗୁମର। ରିମାଣ୍ଡରେ ଯିବେ ୫ରାଣୀଙ୍କ ମନର ରାଜା ଠକ ସତ୍ୟଜିତ ସାମଲ। ଅଧିକ ପଚରାଉଚରା କରିବା ପାଇଁ ଠକ ରୋମିଓ ସତ୍ୟଜିତକୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ ।
ସୂଚନାଯୋଗ୍ୟ ଯେ, ଗତକାଲି ୫ ସ୍ତ୍ରୀଙ୍କ ରୋମିଓ ସ୍ବାମୀ ସତ୍ୟଜିତ ସାମଲଙ୍କୁ ବାନ୍ଧିଥିଲା କମିଶନରେଟ!-->!-->!-->…